Genesis 47

fullscreen13 ସହେି ସମୟରେ ଅତିଶଯ ଦୁର୍ଭିକ୍ଷ ହବୋରୁ ସର୍ବଦେଶ ରେ ଖାଦ୍ୟଦ୍ରବ୍ଯର ଅଭାବ ହେଲା। ତହିଁରେ ମିଶର ଦେଶୀଯ ଓ କିଣାନ ଦେଶୀଯ ଲୋକମାନେ ଦୁର୍ଭିକ୍ଷ ଦତେୁ ପ୍ରାଯ ମୂର୍ଚ୍ଛାଗତ ହବୋକୁ ଲାଗିଲେ।

fullscreen14 ଆଉ ମିଶର ଦେଶ ରେ ଓ କିଣିନଦେଶ ରେ ଯେତେ ରୂପା ଥିଲା। ଲୋକମନେେ ତାହା ଦଇେ ଶସ୍ଯ କିଣିବାରୁ ଯୋଷଫେ ସେ ସବୁ ରୂପା ସଂଗ୍ରର କରି ଫାରୋଙ୍କର ଗୃହକୁ ଆଣିଲେ।

fullscreen15 ଏହାପରେ ମିଶର ଦେଶ ରେ ଓ କିଣାନ ଦେଶ ରେ ରୂପାର ଅଭାବ ହୁଅନ୍ତେ ମିଶ୍ରୀଯ ଲୋକ ସମସ୍ତେ ଯୋଷଫଙ୍କେ ନିକଟକୁ ଆସିଲେ ଏବଂ କହିଲେ, ଆମ୍ଭମାନଙ୍କୁ ଖାଦ୍ୟ ସାମଗ୍ରି ଦିଅନ୍ତୁ। ଆମ୍ଭେ କାହିଁକି ତୁମ୍ଭ ସମ୍ମୁଖ ରେ ମରିବୁ। କାରଣ ଆମ୍ଭର ଆଉ ଅଧିକ ରୂପା ନାହିଁ।

fullscreen16 କିନ୍ତୁ ଯୋଷଫେ ଉତ୍ତର ଦେଲେ, ତୁମ୍ଭର ପଇସା ସବୁ ଶଷେ ହବୋରୁ ତୁମ୍ଭର ପଶୁମାନଙ୍କୁ ମାେତେ ଦିଅ ଓ ମୁଁ ତୁମ୍ଭମାନଙ୍କୁ ଖାଦ୍ୟ ଦବେି।

fullscreen17 ତେଣୁ ଲୋକମାନେ ତାଙ୍କର ଜୀବନ୍ତ ପଶୁ ସବୁ ଯୋଷଫଙ୍କେ ନିକଟକୁ ଆଣିଲେ। ସେ ତାଙ୍କୁ ଅଶ୍ବ, ମଷେ ଏବଂ ଛଳେି ପଶୁପଲ ଏବଂ ଗଧ ବଦଳ ରେ ଖାଦ୍ୟ ଦ୍ରବ୍ଯ ଦେଲେ। ସେ ବର୍ଷ ଯୋଷଫେ ସମାନଙ୍କେର ଖାଦ୍ୟ ବଦଳ ରେ ସମସ୍ତ ଜୀବନ୍ତ ପଶୁ ନେଲେ।

fullscreen18 କିନ୍ତୁ ତା'ପର ବର୍ଷ, ସମାନଙ୍କେ ଦଇେ ଖାଦ୍ୟ ସଂଗ୍ରହ କରିବା ପାଇଁ, ଲୋକମାନଙ୍କ ନିକଟରେ ଆଉ ପଶୁ ନଥିଲା। ତେଣୁ ଲୋକମାନେ ଯୋଷଫଙ୍କେ ନିକଟକୁ ୟାଇ କହିଲେ, ତୁମ୍ଭେ ଜାଣ ଯେ ଆମ୍ଭ ମିକଟ ରେ ଆଉ ରୂପା ନାହିଁ। ଏବଂ ଆମ୍ଭମାନଙ୍କର ସମସ୍ତ ପଶୁ ସମ୍ପଦ ମଧ୍ଯ ମହାଶୟଙ୍କର ହାଇେଅଛି। ଏବେ ମହାଶୟଙ୍କ ସାକ୍ଷାତ ରେ ଆମ୍ଭମାନଙ୍କର ଦହେ ଓ ଭୂମି ବିନା ଆଉ କିଛି ଆମ୍ଭ ନିକଟରେ ନାହିଁ।

fullscreen19 ନିଶ୍ଚିତ ରେ ଆମ୍ଭମାନେେ ତୁମ୍ଭ ସମ୍ମୁଖ ରେ ନିଶ୍ଚିତ ମରିବୁ। କିନ୍ତୁ ଯଦି ତୁମ୍ଭେ ଆମ୍ଭକୁ ଖାଦ୍ୟ ଦିଅ ତବେେ ଆମ୍ଭେ ଆମ୍ଭର ଭୂମି ଫାରୋଙ୍କୁ ଦବେୁ। ଏବଂ ଆମ୍ଭେ ତାଙ୍କର ଦାସ ହବେୁ। ଆମ୍ଭକୁ କିଛି ବିହନ ମଧ୍ଯ ଦିଅନ୍ତୁ। ଆମ୍ଭେ ଗଛ କରି ପାରିବୁ। ଏଥି ରେ ଆମ୍ଭେ ମରି ନୟାଇ ବଞ୍ଚିବୁ। ଏବଂ ଭୂମି ମଧ୍ଯ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଯୋଗଇବ।

fullscreen20 ତେଣୁ ଯୋଷଫେ ଫାରୋଙ୍କ ନିମନ୍ତେ ସମସ୍ତ ଭୂମି ମିଶର ରେ କ୍ରଯ କଲେ। ମିଶର ରେ ସମସ୍ତ ଲୋକ ସମାନଙ୍କେର ସମସ୍ତ ଭୂମି ସବୁ ବକ୍ରଯ କଲେ। ସମାନେେ ଭୋକରେ ଥିବାରୁ ଏହିପରି କଲେ।

fullscreen21 ଏବଂ ଏହିପରି ଭାବରେ ସମସ୍ତ ଲୋକ ଫାରୋଙ୍କର ଦାସ ହେଲେ। ମିଶର ରେ ଚାରିଆଡ଼େ ଲୋକମାନେ ଫାରୋଙ୍କର ଦସ ହେଲେ।

fullscreen22 ସେ କବଳେ ଯାଜକମାନଙ୍କର ଭୂମି କ୍ରଯ କଲେ ନାହିଁ। କାରଣ ଫାରୋ ସମାନଙ୍କେୁ ବୃତ୍ତି ଯୋଗାଇଲେ। ଏଣୁ ଫାରୋଙ୍କର ଦ୍ବାରା ଦିଆ ୟାଇଥିବା ବୃତ୍ତି ରେ ସମାନେେ ବଞ୍ଚୁଥିଲେ। ସମାନେେ ଆପଣା ଭୂମି ବିକ୍ରଯ କଲେ ନାହିଁ।

fullscreen23 ଏହାପରେ ଯୋଷଫେ ପ୍ରଜାମାନଙ୍କୁ କହିଲେ, ଆଜି ପର୍ୟ୍ଯନ୍ତ ମୁଁ ଫାରୋଙ୍କ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ଭୂମି ସବୁ କିଣିଲୁ। ଏବେ ଏହି ବିହନ ନଇେ ଭୂମିରେ ବୁଣ।

fullscreen24 ତହିଁରୁ ଯାହା ଉତ୍ପନ୍ନ ହବେ। ତାହାର ପଞ୍ଚମାଂଶ ଫାରୋଙ୍କୁ ଦବେ। ପୁଣୁ ଅନ୍ୟ ଚାରିଅଂଶ ଭୂମିର ବିହନପାଇଁ ଓ ତୁମ୍ଭେ ତୁମ୍ଭର ପରିଜନ ଏବଂ ତୁମ୍ଭର ପିଲାମାନଙ୍କ ପାଇଁ ଖାଦ୍ୟ ରହିବ।

fullscreen25 ଲୋକମାନେ କହିଲେ, ଆପଣ ଆମ୍ଭମାନଙ୍କ ପ୍ରାଣ ରକ୍ଷା କଲେ। ଆପଣଙ୍କ କୃପା ଦୃଷ୍ଟି ହେଲେ ଆମ୍ଭମାନେ ଫାରୋଙ୍କର ଦାସ ହବେୁ।

fullscreen26 ପଞ୍ଚମାଂଶ ଫାରୋ ପାଇବେ। ମିଶରର ସମସ୍ତ ଭୂମି ବିଷଯ ରେ ଯୋଷଫଙ୍କେର ସ୍ଥାପିତ ଏହି ନିଯମ ଆଜି ପର୍ୟ୍ଯନ୍ତ ଚଳୁଅଛି। କବଳେ ଯାଜକମାନଙ୍କର ଭୂମି ଫାରୋଙ୍କର ହେଲା ନାହିଁ।

13 And there was no bread in all the land; for the famine was very sore, so that the land of Egypt and all the land of Canaan fainted by reason of the famine.

14 And Joseph gathered up all the money that was found in the land of Egypt, and in the land of Canaan, for the corn which they bought: and Joseph brought the money into Pharaoh’s house.

15 And when money failed in the land of Egypt, and in the land of Canaan, all the Egyptians came unto Joseph, and said, Give us bread: for why should we die in thy presence? for the money faileth.

16 And Joseph said, Give your cattle; and I will give you for your cattle, if money fail.

17 And they brought their cattle unto Joseph: and Joseph gave them bread in exchange for horses, and for the flocks, and for the cattle of the herds, and for the asses: and he fed them with bread for all their cattle for that year.

18 When that year was ended, they came unto him the second year, and said unto him, We will not hide it from my lord, how that our money is spent; my lord also hath our herds of cattle; there is not ought left in the sight of my lord, but our bodies, and our lands:

19 Wherefore shall we die before thine eyes, both we and our land? buy us and our land for bread, and we and our land will be servants unto Pharaoh: and give us seed, that we may live, and not die, that the land be not desolate.

20 And Joseph bought all the land of Egypt for Pharaoh; for the Egyptians sold every man his field, because the famine prevailed over them: so the land became Pharaoh’s.

21 And as for the people, he removed them to cities from one end of the borders of Egypt even to the other end thereof.

22 Only the land of the priests bought he not; for the priests had a portion assigned them of Pharaoh, and did eat their portion which Pharaoh gave them: wherefore they sold not their lands.

23 Then Joseph said unto the people, Behold, I have bought you this day and your land for Pharaoh: lo, here is seed for you, and ye shall sow the land.

24 And it shall come to pass in the increase, that ye shall give the fifth part unto Pharaoh, and four parts shall be your own, for seed of the field, and for your food, and for them of your households, and for food for your little ones.

25 And they said, Thou hast saved our lives: let us find grace in the sight of my lord, and we will be Pharaoh’s servants.

26 And Joseph made it a law over the land of Egypt unto this day, that Pharaoh should have the fifth part; except the land of the priests only, which became not Pharaoh’s.

Genesis 47 in Tamil and English

13 ସହେି ସମୟରେ ଅତିଶଯ ଦୁର୍ଭିକ୍ଷ ହବୋରୁ ସର୍ବଦେଶ ରେ ଖାଦ୍ୟଦ୍ରବ୍ଯର ଅଭାବ ହେଲା। ତହିଁରେ ମିଶର ଦେଶୀଯ ଓ କିଣାନ ଦେଶୀଯ ଲୋକମାନେ ଦୁର୍ଭିକ୍ଷ ଦତେୁ ପ୍ରାଯ ମୂର୍ଚ୍ଛାଗତ ହବୋକୁ ଲାଗିଲେ।
And there was no bread in all the land; for the famine was very sore, so that the land of Egypt and all the land of Canaan fainted by reason of the famine.

14 ଆଉ ମିଶର ଦେଶ ରେ ଓ କିଣିନଦେଶ ରେ ଯେତେ ରୂପା ଥିଲା। ଲୋକମନେେ ତାହା ଦଇେ ଶସ୍ଯ କିଣିବାରୁ ଯୋଷଫେ ସେ ସବୁ ରୂପା ସଂଗ୍ରର କରି ଫାରୋଙ୍କର ଗୃହକୁ ଆଣିଲେ।
And Joseph gathered up all the money that was found in the land of Egypt, and in the land of Canaan, for the corn which they bought: and Joseph brought the money into Pharaoh’s house.

15 ଏହାପରେ ମିଶର ଦେଶ ରେ ଓ କିଣାନ ଦେଶ ରେ ରୂପାର ଅଭାବ ହୁଅନ୍ତେ ମିଶ୍ରୀଯ ଲୋକ ସମସ୍ତେ ଯୋଷଫଙ୍କେ ନିକଟକୁ ଆସିଲେ ଏବଂ କହିଲେ, ଆମ୍ଭମାନଙ୍କୁ ଖାଦ୍ୟ ସାମଗ୍ରି ଦିଅନ୍ତୁ। ଆମ୍ଭେ କାହିଁକି ତୁମ୍ଭ ସମ୍ମୁଖ ରେ ମରିବୁ। କାରଣ ଆମ୍ଭର ଆଉ ଅଧିକ ରୂପା ନାହିଁ।
And when money failed in the land of Egypt, and in the land of Canaan, all the Egyptians came unto Joseph, and said, Give us bread: for why should we die in thy presence? for the money faileth.

16 କିନ୍ତୁ ଯୋଷଫେ ଉତ୍ତର ଦେଲେ, ତୁମ୍ଭର ପଇସା ସବୁ ଶଷେ ହବୋରୁ ତୁମ୍ଭର ପଶୁମାନଙ୍କୁ ମାେତେ ଦିଅ ଓ ମୁଁ ତୁମ୍ଭମାନଙ୍କୁ ଖାଦ୍ୟ ଦବେି।
And Joseph said, Give your cattle; and I will give you for your cattle, if money fail.

17 ତେଣୁ ଲୋକମାନେ ତାଙ୍କର ଜୀବନ୍ତ ପଶୁ ସବୁ ଯୋଷଫଙ୍କେ ନିକଟକୁ ଆଣିଲେ। ସେ ତାଙ୍କୁ ଅଶ୍ବ, ମଷେ ଏବଂ ଛଳେି ପଶୁପଲ ଏବଂ ଗଧ ବଦଳ ରେ ଖାଦ୍ୟ ଦ୍ରବ୍ଯ ଦେଲେ। ସେ ବର୍ଷ ଯୋଷଫେ ସମାନଙ୍କେର ଖାଦ୍ୟ ବଦଳ ରେ ସମସ୍ତ ଜୀବନ୍ତ ପଶୁ ନେଲେ।
And they brought their cattle unto Joseph: and Joseph gave them bread in exchange for horses, and for the flocks, and for the cattle of the herds, and for the asses: and he fed them with bread for all their cattle for that year.

18 କିନ୍ତୁ ତା'ପର ବର୍ଷ, ସମାନଙ୍କେ ଦଇେ ଖାଦ୍ୟ ସଂଗ୍ରହ କରିବା ପାଇଁ, ଲୋକମାନଙ୍କ ନିକଟରେ ଆଉ ପଶୁ ନଥିଲା। ତେଣୁ ଲୋକମାନେ ଯୋଷଫଙ୍କେ ନିକଟକୁ ୟାଇ କହିଲେ, ତୁମ୍ଭେ ଜାଣ ଯେ ଆମ୍ଭ ମିକଟ ରେ ଆଉ ରୂପା ନାହିଁ। ଏବଂ ଆମ୍ଭମାନଙ୍କର ସମସ୍ତ ପଶୁ ସମ୍ପଦ ମଧ୍ଯ ମହାଶୟଙ୍କର ହାଇେଅଛି। ଏବେ ମହାଶୟଙ୍କ ସାକ୍ଷାତ ରେ ଆମ୍ଭମାନଙ୍କର ଦହେ ଓ ଭୂମି ବିନା ଆଉ କିଛି ଆମ୍ଭ ନିକଟରେ ନାହିଁ।
When that year was ended, they came unto him the second year, and said unto him, We will not hide it from my lord, how that our money is spent; my lord also hath our herds of cattle; there is not ought left in the sight of my lord, but our bodies, and our lands:

19 ନିଶ୍ଚିତ ରେ ଆମ୍ଭମାନେେ ତୁମ୍ଭ ସମ୍ମୁଖ ରେ ନିଶ୍ଚିତ ମରିବୁ। କିନ୍ତୁ ଯଦି ତୁମ୍ଭେ ଆମ୍ଭକୁ ଖାଦ୍ୟ ଦିଅ ତବେେ ଆମ୍ଭେ ଆମ୍ଭର ଭୂମି ଫାରୋଙ୍କୁ ଦବେୁ। ଏବଂ ଆମ୍ଭେ ତାଙ୍କର ଦାସ ହବେୁ। ଆମ୍ଭକୁ କିଛି ବିହନ ମଧ୍ଯ ଦିଅନ୍ତୁ। ଆମ୍ଭେ ଗଛ କରି ପାରିବୁ। ଏଥି ରେ ଆମ୍ଭେ ମରି ନୟାଇ ବଞ୍ଚିବୁ। ଏବଂ ଭୂମି ମଧ୍ଯ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଯୋଗଇବ।
Wherefore shall we die before thine eyes, both we and our land? buy us and our land for bread, and we and our land will be servants unto Pharaoh: and give us seed, that we may live, and not die, that the land be not desolate.

20 ତେଣୁ ଯୋଷଫେ ଫାରୋଙ୍କ ନିମନ୍ତେ ସମସ୍ତ ଭୂମି ମିଶର ରେ କ୍ରଯ କଲେ। ମିଶର ରେ ସମସ୍ତ ଲୋକ ସମାନଙ୍କେର ସମସ୍ତ ଭୂମି ସବୁ ବକ୍ରଯ କଲେ। ସମାନେେ ଭୋକରେ ଥିବାରୁ ଏହିପରି କଲେ।
And Joseph bought all the land of Egypt for Pharaoh; for the Egyptians sold every man his field, because the famine prevailed over them: so the land became Pharaoh’s.

21 ଏବଂ ଏହିପରି ଭାବରେ ସମସ୍ତ ଲୋକ ଫାରୋଙ୍କର ଦାସ ହେଲେ। ମିଶର ରେ ଚାରିଆଡ଼େ ଲୋକମାନେ ଫାରୋଙ୍କର ଦସ ହେଲେ।
And as for the people, he removed them to cities from one end of the borders of Egypt even to the other end thereof.

22 ସେ କବଳେ ଯାଜକମାନଙ୍କର ଭୂମି କ୍ରଯ କଲେ ନାହିଁ। କାରଣ ଫାରୋ ସମାନଙ୍କେୁ ବୃତ୍ତି ଯୋଗାଇଲେ। ଏଣୁ ଫାରୋଙ୍କର ଦ୍ବାରା ଦିଆ ୟାଇଥିବା ବୃତ୍ତି ରେ ସମାନେେ ବଞ୍ଚୁଥିଲେ। ସମାନେେ ଆପଣା ଭୂମି ବିକ୍ରଯ କଲେ ନାହିଁ।
Only the land of the priests bought he not; for the priests had a portion assigned them of Pharaoh, and did eat their portion which Pharaoh gave them: wherefore they sold not their lands.

23 ଏହାପରେ ଯୋଷଫେ ପ୍ରଜାମାନଙ୍କୁ କହିଲେ, ଆଜି ପର୍ୟ୍ଯନ୍ତ ମୁଁ ଫାରୋଙ୍କ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ଭୂମି ସବୁ କିଣିଲୁ। ଏବେ ଏହି ବିହନ ନଇେ ଭୂମିରେ ବୁଣ।
Then Joseph said unto the people, Behold, I have bought you this day and your land for Pharaoh: lo, here is seed for you, and ye shall sow the land.

24 ତହିଁରୁ ଯାହା ଉତ୍ପନ୍ନ ହବେ। ତାହାର ପଞ୍ଚମାଂଶ ଫାରୋଙ୍କୁ ଦବେ। ପୁଣୁ ଅନ୍ୟ ଚାରିଅଂଶ ଭୂମିର ବିହନପାଇଁ ଓ ତୁମ୍ଭେ ତୁମ୍ଭର ପରିଜନ ଏବଂ ତୁମ୍ଭର ପିଲାମାନଙ୍କ ପାଇଁ ଖାଦ୍ୟ ରହିବ।
And it shall come to pass in the increase, that ye shall give the fifth part unto Pharaoh, and four parts shall be your own, for seed of the field, and for your food, and for them of your households, and for food for your little ones.

25 ଲୋକମାନେ କହିଲେ, ଆପଣ ଆମ୍ଭମାନଙ୍କ ପ୍ରାଣ ରକ୍ଷା କଲେ। ଆପଣଙ୍କ କୃପା ଦୃଷ୍ଟି ହେଲେ ଆମ୍ଭମାନେ ଫାରୋଙ୍କର ଦାସ ହବେୁ।
And they said, Thou hast saved our lives: let us find grace in the sight of my lord, and we will be Pharaoh’s servants.

26 ପଞ୍ଚମାଂଶ ଫାରୋ ପାଇବେ। ମିଶରର ସମସ୍ତ ଭୂମି ବିଷଯ ରେ ଯୋଷଫଙ୍କେର ସ୍ଥାପିତ ଏହି ନିଯମ ଆଜି ପର୍ୟ୍ଯନ୍ତ ଚଳୁଅଛି। କବଳେ ଯାଜକମାନଙ୍କର ଭୂମି ଫାରୋଙ୍କର ହେଲା ନାହିଁ।
And Joseph made it a law over the land of Egypt unto this day, that Pharaoh should have the fifth part; except the land of the priests only, which became not Pharaoh’s.