Genesis 46 - WEB (Oriya)
1 Israel traveled with all that he had, and came to Beersheba, and offered sacrifices to the God of his father, Isaac.ତେଣୁ ଇଶ୍ରାୟେଲ ମିଶରକୁ ୟାତ୍ରା କଲେ। ପ୍ରଥମେ ଇଶ୍ରାୟେଲ ବରେଶବୋକୁ ଗଲେ। ସଠାେରେ ସେ ପରମେଶ୍ବରଙ୍କ ଉପାସନା କଲେ। ତାଙ୍କର ପିତା ଇସ୍ହାକଙ୍କ ପରମେଶ୍ବରଙ୍କୁ। ଏବଂ ସେ ସଠାେରେ ହାମବେଳି ଦେଲେ।
2 God spoke to Israel in the visions of the night, and said, "Jacob, Jacob!" He said, "Here I am."ରାତ୍ର ରେ ପରମେଶ୍ବର ଇଶ୍ରାୟେଲକୁ ସ୍ବପ୍ନ ରେ କହିଲେ, ଯାକୁବ, ଯାକୁବ।
3 He said, "I am God, the God of your father. Don't be afraid to go down into Egypt; for there I will make of you a great nation.ଏହାପରେ ପରମେଶ୍ବର କହିଲେ, ଆମ୍ଭେ ପରମେଶ୍ବର ତୁମ୍ଭ ପିତାଙ୍କର ପରମେଶ୍ବର। ମିଶରକୁ ୟିବାକୁ ଭୟ କର ନାହିଁ। ମିଶର ରେ ଆମ୍ଭେ ତୁମ୍ଭର ଏକ ବଡ଼ ବଂଶ କରିବା।
4 I will go down with you into Egypt. I will also surely bring you up again. Joseph will close your eyes."ମୁଁ ତୁମ୍ଭ ସହିତ ମିଶରକୁ ୟିବି। ଏବଂ ଆମ୍ଭେ ତୁମ୍ଭକୁ ପୁନ୍ନରାଯ ମିଶରରୁ ଆଣିବା। ତୁମ୍ଭେ ମିଶର ରେ ଦହେତ୍ଯାଗ କରିବ। ତୁମ୍ଭେ ଦହେ ତ୍ଯାଗ କରିବା ସମୟରେ ଯୋଷଫେ ତୁମ୍ଭ ପାଖ ରେ ଥିବ।
5 Jacob rose up from Beersheba, and the sons of Israel carried Jacob, their father, their little ones, and their wives, in the wagons which Pharaoh had sent to carry him.ଏହାପରେ ଯାକୁବ ବରେଶବୋ ଛାଡ଼ି ମିଶରକୁ ୟାତ୍ରା କଲେ। ଇଶ୍ରାଯାଲଙ୍କ ପୁତ୍ରମାନେ ତାଙ୍କ ପିତା ଯାକୁବଙ୍କୁ, ତାଙ୍କ ପିଲାମାନଙ୍କୁ ଏବଂ ତାଙ୍କ ସ୍ତ୍ରୀମାନେ ଫାରୋଙ୍କ ଦ୍ବାରା ପ୍ ରରେିତ ଶକଟ ରେ ଆସିଲେ।
6 They took their cattle, and their goods, which they had gotten in the land of Canaan, and came into Egypt-- Jacob, and all his seed with him,ସମାନେେ ମଧ୍ଯ ସମାନଙ୍କେର ଥିବା ସମସ୍ତ ପଶୁ ଏବଂ ସମାନେେ ଯାହା ଜିନିଷ କିଣାନ ଦେଶ ରେ ଅର୍ଜନ କରିଥିଲେ ଏବଂ ତାହାସବୁ ମିଶର ଦେଶକୁ ନେଲେ, ଯାକୁବଙ୍କର ସମସ୍ତ ବଂଶଧରଙ୍କର ସହିତ।
7 his sons, and his sons' sons with him, his daughters, and his sons' daughters, and he brought all his seed with him into Egypt.ତାଙ୍କ ସହିତ ତାଙ୍କର ପୁଅ, ଝିଅ, ନାତି ଓ ନାତୁଣି ସମସ୍ତେ ମିଶରକୁ ଗଲେ।
8 These are the names of the children of Israel, who came into Egypt, Jacob and his sons: Reuben, Jacob's firstborn.ମିଶର ଦେଶକୁ ଆଗତ ଇଶ୍ରାୟେଲ ବଂଶ ଅର୍ଥାତ ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ।
9 The sons of Reuben: Hanoch, Pallu, Hezron, and Carmi.ରୂବନଙ୍କେର ପୁତ୍ରମାନେ ହେଲେ: ହନୋକ୍, ପଲ୍ଲୁ, ହିଷ୍ରୋନ୍ ଓ କର୍ମି।
10 The sons of Simeon: Jemuel, Jamin, Ohad, Jachin, Zohar, and Shaul the son of a Canaanite woman.ଶିମିୟୋନର ପୁତ୍ର ୟିମୁଏଲ, ୟାମୀନ୍, ଓହଦ୍, ୟାଖୀନ୍, ସୋହର ଓ ତାହାର କିଣାନୀଯ ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ।
11 The sons of Levi: Gershon, Kohath, and Merari.ଲବେୀର ପୁତ୍ର ଗେର୍ଶୋନ, କହାତ୍ ଓ ମରାରି।
12 The sons of Judah: Er, Onan, Shelah, Perez, and Zerah; but Er and Onan died in the land of Canaan. The sons of Perez were Hezron and Hamul.ଯିହୁଦାର ପୁତ୍ର, ଏର, ଓନନ୍, ଶଲୋ, ପରେସ୍ ଓ ସରହେ। କିନ୍ତୁ ଏର, ଓନନ୍ କିଣାନ ଦେଶ ରେ ମରିଥିଲେ, ପରେସର ପୁତ୍ର ହିଷ୍ରୋଣ ଓ ହାମୂଲ ଥିଲେ।
13 The sons of Issachar: Tola, Puvah, Iob, and Shimron.ଇଷାଖର ପୁତ୍ର: ତାେଲୟ, ପୂଯ, ୟୋବ ଓ ଶିମ୍ରୋନ୍।
14 The sons of Zebulun: Sered, Elon, and Jahleel.ସବଲୂନର ପୁତ୍ର, ସରଦେ, ଏଲୋନ୍ ଓ ୟହଲଲେ।
15 These are the sons of Leah, whom she bore to Jacob in Paddan Aram, with his daughter Dinah. All the souls of his sons and his daughters were thirty-three.ରୂବନ୍େ, ସିମିଯୋନ, ଲବେୀ, ଯିହୁଦା, ଇଶାଖର ଏବଂ ସବେୂଲୂନ୍ ଯାକୁବ ଓ ଲୟୋର ସନ୍ତାନ ଥିଲେ। ଲୟୋ ସମାନଙ୍କେୁ ପଦ୍ଦନ ଅରାମ ରେ ଜନ୍ମ କରିଥିଲେ। ତାଙ୍କର ମଧ୍ଯ ଏକ କନ୍ଯାଥିଲା। ତା'ର ନାମ ଥିଲା ଦୀଣା। ଏହିପରି ତାଙ୍କର ପରିବାର ତତେିଶ ଜଣ ଥିଲେ।
16 The sons of Gad: Ziphion, Haggi, Shuni, Ezbon, Eri, Arodi, and Areli.ଗାଦ୍ର ପୁତ୍ରମାନେ ଥିଲେ, ସିଫୋନ୍, ହଗି, ଶୂନୀ ଓ ଇଷବୋନ୍ ଓ ଏହି ଅରୋଜୀ ଅରେଲୀ।
17 The sons of Asher: Imnah, Ishvah, Ishvi, Beriah, and Serah their sister. The sons of Beriah: Heber and Malchiel.ଆଶରରେ ପୁତ୍ରମାନେ ଥିଲେ, ୟିମ୍ନା, ୟିଶ୍ବା, ୟିଶ୍ବି, ବରୀଯ ଓ ସମାନଙ୍କେର ଭଉଣୀ, ସରହେ ଓ ବରଯର ପୁତ୍ର ହବରେ ଓ ମଲ୍କୀଯଲେ ଥିଲେ।
18 These are the sons of Zilpah, whom Laban gave to Leah, his daughter, and these she bore to Jacob, even sixteen souls.ଏମାନେ ସିଳ୍ପାର ପୁତ୍ରଗୁଡ଼ିକ ଥିଲେ। ଲାବନ ତାଙ୍କର କନ୍ଯା ଲୟୋକୁ, ସିଳ୍ପାକୁ ସବେିକା ଭାବରେ ଦେଲେ। ସେଥିପାଇଁ ଯାକୁବଙ୍କର ଷୋହଳଜଣ ବଂଶଧର ସିଳ୍ପାଠାରୁ ଜନ୍ମ ହାଇେଥିଲେ।
19 The sons of Rachel, Jacob's wife: Joseph and Benjamin.ଯାକୁବଙ୍କ ସ୍ତ୍ରୀ ରାହେଲର ପୁତ୍ର, ଯୋଷଫେ ଏହଂ ବିନ୍ଯାମୀନ।
20 To Joseph in the land of Egypt were born Manasseh and Ephraim, whom Asenath, the daughter of Potiphera, priest of On, bore to him.ମିଶର ରେ ଯୋଷଫଙ୍କେର ଦୁଇ ପୁତ୍ର ଥିଲେ। ମନଃଶି ଓ ଇଫ୍ରଯିମ। ଯୋଷଫଙ୍କେ ସ୍ତ୍ରୀ ଆସନତ, ସମାନଙ୍କେୁ ଜନ୍ମ କରିଥିଲେ। ୟିଏ ଓନ୍ ନଗରସ୍ଥ ପୋଟୀଫର ଯାଜକର କନ୍ଯା ଥିଲେ।
21 The sons of Benjamin: Bela, Becher, Ashbel, Gera, Naaman, Ehi, Rosh, Muppim, Huppim, and Ard.ବିନ୍ଯାମୀନର ପୁତ୍ରମାନେ ଥିଲେ ବଲୋ, ବେଖର, ଅସବଲେ, ଗରୋ, ନାମନ, ଏହି, ରୋଶ, ମୁପ୍ପୀମ, ହୁପ୍ପୀମ ଓ ଅର୍ଦ।
22 These are the sons of Rachel, who were born to Jacob: all the souls were fourteen.ଏହି ଚଉଦ ଜଣ ଯାକୁବଙ୍କଠାରୁ ଜାତ ରାହେଲ ସନ୍ତାନ ଥିଲେ।
23 The son of Dan: Hushim.ଦାନ୍ର ପୁତ୍ର ହୁଶୀମ ଥିଲେ।
24 The sons of Naphtali: Jahzeel, Guni, Jezer, and Shillem.ନପ୍ତାଲିର ପୁତ୍ର ୟହସିଯଲେ, ଗୂନି, ଯେତ୍ସର ଓ ଶିଲମେ ଥିଲେ।
25 These are the sons of Bilhah, whom Laban gave to Rachel, his daughter, and these she bore to Jacob: all the souls were seven.ଏମାନେ ବିଲହାର ପୁତ୍ରଗଣ ଥିଲେ। ଲାବନ ବିଲହାକୁ ସବେିକାରୂପେ ତା'ର କନ୍ଯା ରାହେଲକୁ ଦେଲେ। ତେଣୁ ଯାକୁବଙ୍କର ସାତଜଣ ବଂଶଧର ବିଲହାଠାରୁ ଜନ୍ମ ହାଇେଥିଲେ।
26 All the souls who came with Jacob into Egypt, who were his direct descendants, besides Jacob's sons' wives, all the souls were sixty-six.ଯାକୁବଙ୍କ ବଂଶଧର, ଯେଉଁଲୋକ ତାଙ୍କ ସଙ୍ଗ ରେ ମିଶର ରେ ଉପସ୍ଥିତ ହେଲ। ସମାନେେ 66 ଜଣ ଥିଲେ। (ଯାକୁବଙ୍କ ପୁତ୍ରବଧୁ ବିନା)
27 The sons of Joseph, who were born to him in Egypt, were two souls. All the souls of the house of Jacob, who came into Egypt, were seventy.ଯୋଷଫଙ୍କେର ଦୁଇଟି ପୁତ୍ର ମିଶର ରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଏହିପରି ଭାବରେ ମାଟେ ସତୁରି ଜଣ ଯାକୁବଙ୍କ ପରିବାର ମିଶର ରେ ବାସ କରୁଥିଲେ।
28 He sent Judah before him to Joseph, to show the way before him to Goshen, and they came into the land of Goshen.ଯାକୁବ ଯୋଷଫଙ୍କେ ପାଖକୁ ଏହି ଖବର ଦବୋ ପାଇଁ ୟିଦୁହାଙ୍କୁ ଆଗ ରେ ପଠାଇଲେ। ଯିହୁଦା ଯୋଷଫଙ୍କେ ପାଖକୁ ଗଲେ। କାରଣ ସେ ତାଙ୍କୁ ଗୋଶନ ପ୍ରଦେଶକୁ ୟିବାକୁ ବାଟ ଦଖାଇବେେ।
29 Joseph made ready his chariot, and went up to meet Israel, his father, in Goshen. He presented himself to him, and fell on his neck, and wept on his neck a good while.ଯୋଷଫେ ଜାଣିଲେ ଯେ ତାଙ୍କର ପିତା ଇଶ୍ରାୟେଲ ଆସୁଛନ୍ତି। ତେଣୁ ଗୋଶନକୁ ୟାଇ ତାଙ୍କର ପିତାଙ୍କୁ ଦଖାେ କରିବା ପାଇଁ ଯୋଷଫେ ତାଙ୍କର ରଥ ସଜାଡ଼ିଲେ। ଯେତବେେଳେ ଯୋଷଫେ ତାଙ୍କର ପିତାଙ୍କୁ ଦେଖିଲେ ସେ ତାହାଙ୍କ ଗଳାଧରି ବହୁ ସମୟ ରୋଦନ କଲେ।
30 Israel said to Joseph, "Now let me die, since I have seen your face, that you are still alive."ଏହାପରେ ଇଶ୍ରାୟେଲ ଯୋଷଫଙ୍କେୁ କହିଲେ, ଏବେ ମୁଁ ଶାନ୍ତି ରେ ମରି ପାରିବି। ମୁଁ ତୁମ୍ଭର ଦର୍ଶନ ପାଇଲି ଏବଂ ଜାଣିଲି ଯେ ତୁମ୍ଭେ ଜୀବିତ।
31 Joseph said to his brothers, and to his father's house, "I will go up, and speak with Pharaoh, and will tell him, 'My brothers, and my father's house, who were in the land of Canaan, have come to me.ଯୋଷଫେ ତାଙ୍କର ଭାଇମାନଙ୍କୁ କହିଲେ, ଏବଂ ତାଙ୍କ ପିତାଙ୍କର ପରିବାରବର୍ଗଙ୍କୁ, ମୁଁ ୟାଇ ଫାରୋଙ୍କୁ କହିବି ଯେ ତୁମ୍ଭମାନେେ ଏଠା ରେ ଅଛ। ମୁଁ ଫାରୋଙ୍କୁ କହିବି, ' ମାରେ ଭାଇମାନେ ଓ ମାରେ ପିତାଙ୍କର ଅନ୍ୟ ପରିବାରବର୍ଗ କିଣାନ ଦେଶ ଛାଡ଼ି ଏବେ ମାେ ପାଖ ରେ ଏହିଠା ରେ ଅଛନ୍ତି।
32 These men are shepherds, for they have been keepers of cattle, and they have brought their flocks, and their herds, and all that they have.'ସମାନେେ ମଷେପାଳକ, ମନୁଷ୍ଯମାନେ ଯେଉଁମାନେ ଜୀବନ୍ତ ପ୍ରାଣୀର ଯତ୍ନ ଦିଅନ୍ତି। ଏଣୁ ସମାନେେ ଆପଣାମାନଙ୍କ ଗୋମଷୋଦି ପଲ ପ୍ରଭୃତି ସର୍ବସ୍ବ ଆଣିଛନ୍ତି।'
33 It will happen, when Pharaoh summons you, and will say, 'What is your occupation?'ତହିଁରେ ଫାରୋ ତୁମ୍ଭମାନଙ୍କୁ ଡ଼କାଇ 'ତୁମ୍ଭର ବ୍ଯବସାଯ ବିଷଯ ରେ ପଚାରିବେ।'
34 that you shall say, 'Your servants have been keepers of cattle from our youth even until now, both we, and our fathers:' that you may dwell in the land of Goshen; for every shepherd is an abomination to the Egyptians."ତୁମ୍ଭେ ତାଙ୍କୁ କହିବ. 'ଆମ୍ଭେ ମଷେପାଳକ ଅଟୁ, ଆମ୍ଭ ପରିବାର ସମସ୍ତେ ମଷେପାଳକ ଓ ଆମ୍ଭ ପୂର୍ବରୁ ଯେତବେେଳେ ଆମ୍ଭେ ୟୁବା ଥିଲୁ, ଜୀବନ୍ତ ପ୍ରଣୀମାନଙ୍କର ଯତ୍ନ ନେଉଥିଲୁ।' ଏହାପରେ ଫାରୋ ତୁମ୍ଭମାନଙ୍କୁ ଗୋଶନ ରେ ରହିବାକୁ ଅନୁମତି ଦବେେ। କାରଣ ମିଶରର ଲୋକମାନେ ମଷେପାଳକଙ୍କୁ ସମାନଙ୍କେର ଅଞ୍ଚଳ ପାଖ ରେ ରଖିବାକୁ ପସନ୍ଦ କରନ୍ତି ନାହିଁ।
Oriya Bible