ଆଦି ପୁସ୍ତକ 46:29
ଯୋଷଫେ ଜାଣିଲେ ଯେ ତାଙ୍କର ପିତା ଇଶ୍ରାୟେଲ ଆସୁଛନ୍ତି। ତେଣୁ ଗୋଶନକୁ ୟାଇ ତାଙ୍କର ପିତାଙ୍କୁ ଦଖାେ କରିବା ପାଇଁ ଯୋଷଫେ ତାଙ୍କର ରଥ ସଜାଡ଼ିଲେ। ଯେତବେେଳେ ଯୋଷଫେ ତାଙ୍କର ପିତାଙ୍କୁ ଦେଖିଲେ ସେ ତାହାଙ୍କ ଗଳାଧରି ବହୁ ସମୟ ରୋଦନ କଲେ।
And Joseph | וַיֶּאְסֹ֤ר | wayyeʾsōr | va-yeh-SORE |
made ready | יוֹסֵף֙ | yôsēp | yoh-SAFE |
his chariot, | מֶרְכַּבְתּ֔וֹ | merkabtô | mer-kahv-TOH |
up went and | וַיַּ֛עַל | wayyaʿal | va-YA-al |
to meet | לִקְרַֽאת | liqrat | leek-RAHT |
Israel | יִשְׂרָאֵ֥ל | yiśrāʾēl | yees-ra-ALE |
his father, | אָבִ֖יו | ʾābîw | ah-VEEOO |
to Goshen, | גֹּ֑שְׁנָה | gōšĕnâ | ɡOH-sheh-na |
himself presented and | וַיֵּרָ֣א | wayyērāʾ | va-yay-RA |
unto | אֵלָ֗יו | ʾēlāyw | ay-LAV |
him; and he fell | וַיִּפֹּל֙ | wayyippōl | va-yee-POLE |
on | עַל | ʿal | al |
neck, his | צַוָּארָ֔יו | ṣawwāʾrāyw | tsa-wa-RAV |
and wept | וַיֵּ֥בְךְּ | wayyēbĕk | va-YAY-vek |
on | עַל | ʿal | al |
his neck | צַוָּארָ֖יו | ṣawwāʾrāyw | tsa-wa-RAV |
a good while. | עֽוֹד׃ | ʿôd | ode |
Cross Reference
ଲୂକଲିଖିତ ସୁସମାଚାର 15:20
ତେଣୁ ସେ ସ୍ଥାନ ଛାଡି ତା' ବାପାଙ୍କ ପାଖକୁ ବାହାରିଲା।
ଆଦି ପୁସ୍ତକ 33:4
ସଯଲତଲବଲଳ ଏଲଷୗ ଯାକୁବକୁସଦଖିଲଲସସ ତାଙ୍କୁ ଭଲଟିବା ପାଇଁ ଦୌଡ଼ିଗଲଲ। ଏହାପଲରସସ ତା'ର ଗଳାଧରି ଆଲିଙ୍ଗନ ଓ ଚୁମ୍ବନ କଲଲ, ପୁଣି ଦୁସହଁ କାନ୍ଦିବାକୁ ଲାଗିଲଲ।
ଆଦି ପୁସ୍ତକ 41:43
ଫାରୋ ଯୋଷଫଙ୍କେୁ ଆପଣା ଦ୍ବିତୀୟ ରଥରେ ଆରୋହଣ କରାଇଲେ। ଆଉ ଲୋକମାନେ ତାଙ୍କର ଆଗେ ଆଗେ, ଯୋଷଫଙ୍କେୁ ପ୍ରଣାମ କର ବୋଲି ଫାରୋ ଲୋକମାନଙ୍କୁ କହିଲେ।
ଆଦି ପୁସ୍ତକ 45:14
ଏହାପରେ ଯୋଷଫେ ବିନ୍ଯାମୀନଙ୍କୁ ଆଲିଙ୍ଗନ କଲେ ଓ ଉଭୟ ଭାଇ ମିଶି କ୍ରନ୍ଦନ କଲେ।
ଆଦି ପୁସ୍ତକ 45:19
ଏହାପରେ ଫାରୋ କହିଲେ, ତୁମ୍ଭର ଭାଇମାନେ ମିଶରର ସର୍ବୋତ୍ତମ ଶକଟ ଦ୍ବାରା ସମାନଙ୍କେର ଭୂମିକୁ ୟାତ୍ରା କରନ୍ତୁ ଏବଂ ସମାନଙ୍କେର ପିତା, ସମାନଙ୍କେର ସ୍ତ୍ରୀମାନଙ୍କୁ ଏବଂ ସମାନଙ୍କେର ପିଲାମାନଙ୍କୁ ଆଣନ୍ତୁ।
ଆଦି ପୁସ୍ତକ 45:21
ତେଣୁ ଇଶ୍ରାୟେଲର ପୁତ୍ରମାନେ ସହେିପରି କଲେ। ଫାରୋ କହିବା ଅନୁସାରେ ଯୋଷଫେ ସମାନଙ୍କେୁ ଉତ୍ତମ ଶକଟମାନ ଦେଲେ। ତାଙ୍କର ୟାତ୍ରା ପାଇଁ ଆବଶ୍ଯକ ଦ୍ରବ୍ଯମାନ ମଧ୍ଯ ଦେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 20:37
ସମାନେେ ସମସ୍ତେ ବହୁତ କାନ୍ଦିଲେ ଓ ପାଉଲଙ୍କୁ କୁଣ୍ଢଇେ ଧରି ଚ଼ମ୍ବନ ଦେଲେ।