Base Word
מֶרְכָּבָה
Short Definitiona chariot
Long Definitionchariot
Derivationfeminine of H4817
International Phonetic Alphabetmɛr.kɔːˈbɔː
IPA modmɛʁ.kɑːˈvɑː
Syllablemerkābâ
Dictionmer-kaw-BAW
Diction Modmer-ka-VA
Usagechariot
Part of speechn-f

ଆଦି ପୁସ୍ତକ 41:43
ଫାରୋ ଯୋଷଫଙ୍କେୁ ଆପଣା ଦ୍ବିତୀୟ ରଥରେ ଆରୋହଣ କରାଇଲେ। ଆଉ ଲୋକମାନେ ତାଙ୍କର ଆଗେ ଆଗେ, ଯୋଷଫଙ୍କେୁ ପ୍ରଣାମ କର ବୋଲି ଫାରୋ ଲୋକମାନଙ୍କୁ କହିଲେ।

ଆଦି ପୁସ୍ତକ 46:29
ଯୋଷଫେ ଜାଣିଲେ ଯେ ତାଙ୍କର ପିତା ଇଶ୍ରାୟେଲ ଆସୁଛନ୍ତି। ତେଣୁ ଗୋଶନକୁ ୟାଇ ତାଙ୍କର ପିତାଙ୍କୁ ଦଖାେ କରିବା ପାଇଁ ଯୋଷଫେ ତାଙ୍କର ରଥ ସଜାଡ଼ିଲେ। ଯେତବେେଳେ ଯୋଷଫେ ତାଙ୍କର ପିତାଙ୍କୁ ଦେଖିଲେ ସେ ତାହାଙ୍କ ଗଳାଧରି ବହୁ ସମୟ ରୋଦନ କଲେ।

ଯାତ୍ରା ପୁସ୍ତକ 14:25
ରଥର ଚକଗୁଡିକ ରଥରୁ ବାହାରିୟିବାରୁ, ସମାନଙ୍କେୁ ରଥଗୁଡିକ ଆଗଇେ ନବୋକୁ ବହୁତ କଷ୍ଟ ହେଲା। ମିଶରୀଯ ଲୋକମାନେ ଚିତ୍କାର କଲେ, ଚାଲ ଏଠାରୁ ପଳାଇ ୟିବା! ସଦାପ୍ରଭୁ ଇଶ୍ରାୟେଲୀୟ ଲୋକମାନଙ୍କ ପାଇଁ ଆମ୍ଭ ବିରୁଦ୍ଧ ରେ ୟୁଦ୍ଧ କରୁଛନ୍ତି।

ଯାତ୍ରା ପୁସ୍ତକ 15:4
ସେ ଫାରୋଙ୍କର ରଥ ଏବଂ ସନ୍େଯମାନଙ୍କୁ ସମୁଦ୍ର ରେ ନିକ୍ଷପେ କରିଛନ୍ତି। ଫାରୋଙ୍କର ବଛା ବୀରମାନେ ସୂଫ ସାଗର ରେ ନିମଗ୍ନ ହାଇେ ଅଛନ୍ତି।

ଯିହୋଶୂୟ 11:6
ଏହାପରେ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, ସେ ସମସ୍ତ ୈସନ୍ଯମାନଙ୍କୁ ଭୟ କରନାହିଁ। ସମାନଙ୍କେୁ ପରାସ୍ତ କରିବା ପାଇଁ ମୁ ତୁମ୍ଭକୁ ସହାୟ ହବେି। ଆସନ୍ତା କାଲି ଏହି ସମୟରେ ତୁମ୍ଭମାନେେ ସମାନଙ୍କେୁ ହତ୍ଯା କରିବ। ତୁମ୍ଭମାନେେ ସମାନଙ୍କେର ଘୋଡାମାନଙ୍କୁ େଛାଟା କରି ଦବେ ଓ ରଥଗୁଡିକୁ ପୋଡି଼ ଦବେ।

ଯିହୋଶୂୟ 11:9
ଯିହାଶୂେୟ ଏହିପରି କଲେ, ସଦାପ୍ରଭୁ ତାଙ୍କୁ ଯେପରି କରିବାକୁ କହିଥିଲେ। ସେ ଘୋଡାମାନଙ୍କୁ େଛାଟାକରି ଦେଲେ ଓ ରଥଗକ୍ସ୍ଟଡିକ ପୋଡି଼ ଦେଲେ।

ବିଚାରକର୍ତାମାନଙ୍କ ବିବରଣ 4:15
ଯେପରି ବାରକ୍ ଏବଂ ତାଙ୍କର ସମସ୍ତ ସୈନିକ ସୀଷରକକ୍ସ୍ଟ ଆକ୍ରମଣ କଲେ, ସଦାପ୍ରଭୁ ସୀଷରାକକ୍ସ୍ଟ ଓ ତାଙ୍କର ସୈନ୍ଯମାନଙ୍କ ପ୍ରତି ଦ୍ବନ୍ଦ ହେଲେ। ସମାନେେ ସ୍ଥିର କରିପାରିଲେ ନାହିଁ କ'ଣ କରିବେ। ତେଣୁ ବରାକ୍ ଏବଂ ତାଙ୍କର ସୈନ୍ଯମାନେ ସୀଷରର ୈସନ୍ଯମାନଙ୍କୁ ପରାସ୍ତ କଲେ, କିନ୍ତୁ ସୀଷର ରଥରକ୍ସ୍ଟ ଓହ୍ଲାଇ ପଡିଲେ ଏବଂ ଦୌଡି ପଳାଯନ କଲେ।

ବିଚାରକର୍ତାମାନଙ୍କ ବିବରଣ 5:28
ସୀଷରାର ମାଁ ଝରକା ପାଖ ରେ ଅପେକ୍ଷା କରୁଥିଲା ଏବଂ ସେ ଜାଲି ଦଇେ ଗ୍ଭହକ୍ସ୍ଟଁଥିଲା। ସେ ଏହା ଚିନ୍ତା କରି କାନ୍ଦକ୍ସ୍ଟଥିଲା, ସୀଷରାର ରଥ ବିଳମ୍ବ କାହିଁକି? ମୁ କାହିଁକି ତଥାପି ତା'ର ରଥ ଶଦ୍ଦ ଶକ୍ସ୍ଟଣି ପାରକ୍ସ୍ଟ ନାହିଁ?

ପ୍ରଥମ ଶାମୁୟେଲ 8:11
ଶାମକ୍ସ୍ଟଯଲେ କହିଲେ, ତକ୍ସ୍ଟମ୍ଭ ଉପରେ ୟିଏ ରାଜତ୍ବ କରିବ, ସେ ତୁମ୍ଭକୁ ଏ ପ୍ରକାର କରିବ। ସେ ତକ୍ସ୍ଟମ୍ଭ ପକ୍ସ୍ଟତ୍ରମାନଙ୍କୁ ତା'ର ସବୋ କରିବା ପାଇଁ ଓ ସୈନ୍ଯବାହୀନିର ସବୋ କରିବା ପାଇଁ ବାଧ୍ଯ କରିବ। ସମାନେେ ୟକ୍ସ୍ଟଦ୍ଧ ରେ ସନୋବାହିନୀର ୟୋଦ୍ଧା ଓ ରଥା ରୋହୀ ହବେ। ତକ୍ସ୍ଟମ୍ଭ ପକ୍ସ୍ଟତ୍ରମାନେ ରାଜାଙ୍କର ରଥ ଆଗେ ଆଗେ ଦୌଡିବେ।

ପ୍ରଥମ ଶାମୁୟେଲ 8:11
ଶାମକ୍ସ୍ଟଯଲେ କହିଲେ, ତକ୍ସ୍ଟମ୍ଭ ଉପରେ ୟିଏ ରାଜତ୍ବ କରିବ, ସେ ତୁମ୍ଭକୁ ଏ ପ୍ରକାର କରିବ। ସେ ତକ୍ସ୍ଟମ୍ଭ ପକ୍ସ୍ଟତ୍ରମାନଙ୍କୁ ତା'ର ସବୋ କରିବା ପାଇଁ ଓ ସୈନ୍ଯବାହୀନିର ସବୋ କରିବା ପାଇଁ ବାଧ୍ଯ କରିବ। ସମାନେେ ୟକ୍ସ୍ଟଦ୍ଧ ରେ ସନୋବାହିନୀର ୟୋଦ୍ଧା ଓ ରଥା ରୋହୀ ହବେ। ତକ୍ସ୍ଟମ୍ଭ ପକ୍ସ୍ଟତ୍ରମାନେ ରାଜାଙ୍କର ରଥ ଆଗେ ଆଗେ ଦୌଡିବେ।

Occurences : 44

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்