ଆଦି ପୁସ୍ତକ 34:23 in Oriya

ଓଡିଆ ଓଡିଆ ବାଇବେଲ ଆଦି ପୁସ୍ତକ ଆଦି ପୁସ୍ତକ 34 ଆଦି ପୁସ୍ତକ 34:23

Genesis 34:23
ଯଦି ଆମ୍ଭେ ଏପରି କରିବା, ତବେେ ତାଙ୍କର ପଶୁମାନଙ୍କ ଦ୍ବାରା ଆମ୍ଭେ ଧନି ହାଇପୋରିବା। ତେଣୁ ଆମ୍ଭେ ସମାନଙ୍କେ ସହିତ ଚୁକ୍ତି କରିବା ଉଚିତ। ଏବଂ ସମାନେେ ଏହିଠା ରେ ଆମ୍ଭମାନଙ୍କ ସହିତ ବାସ କରିବେ।

Genesis 34:22Genesis 34Genesis 34:24

Genesis 34:23 in Other Translations

King James Version (KJV)
Shall not their cattle and their substance and every beast of theirs be ours? only let us consent unto them, and they will dwell with us.

American Standard Version (ASV)
Shall not their cattle and their substance and all their beasts be ours? only let us consent unto them, and they will dwell with us.

Bible in Basic English (BBE)
Then will not their cattle and their goods and all their beasts be ours? so let us come to an agreement with them so that they may go on living with us.

Darby English Bible (DBY)
Their cattle, and their possessions, and every beast of theirs, shall they not be ours? only let us consent to them, and they will dwell with us.

Webster's Bible (WBT)
Will not their cattle, and their substance, and every beast of theirs be ours? only let us consent to them, and they will dwell with us.

World English Bible (WEB)
Won't their cattle and their substance and all their animals be ours? Only let us give our consent to them, and they will dwell with us."

Young's Literal Translation (YLT)
their cattle, and their substance, and all their beasts -- are they not ours? only let us consent to them, and they dwell with us.'

Shall
not
מִקְנֵהֶ֤םmiqnēhemmeek-nay-HEM
their
cattle
וְקִנְיָנָם֙wĕqinyānāmveh-keen-ya-NAHM
substance
their
and
וְכָלwĕkālveh-HAHL
and
every
בְּהֶמְתָּ֔םbĕhemtāmbeh-hem-TAHM
beast
הֲל֥וֹאhălôʾhuh-LOH
only
ours?
be
theirs
of
לָ֖נוּlānûLA-noo
let
us
consent
הֵ֑םhēmhame
dwell
will
they
and
them,
unto
אַ֚ךְʾakak
with
נֵא֣וֹתָהnēʾôtânay-OH-ta
us.
לָהֶ֔םlāhemla-HEM
וְיֵֽשְׁב֖וּwĕyēšĕbûveh-yay-sheh-VOO
אִתָּֽנוּ׃ʾittānûee-ta-NOO

Cross Reference

ହିତୋପଦେଶ 1:12
ଆମ୍ଭମାନେେ ସମାନଙ୍କେୁ ହତ୍ଯା କରିବା। ଆମ୍ଭମାନେେ ସମାନଙ୍କେୁ ମୃତ୍ଯୁର ସ୍ଥାନକୁ ପଠାଇବା। ଆମ୍ଭମାନେେ ସମାନଙ୍କେୁ ବିନାଶ କରି କବରକୁ ପଠାଇବା।

ହିତୋପଦେଶ 23:4
ଧନୀ ହବୋକୁ ନିଜକୁ କ୍ଲାନ୍ତ କର ନାହିଁ। କେତବେେଳେ ବନ୍ଦ କରିବାକୁ ହୁଏ ଜାଣିବାକୁ ତହିଁର ଜ୍ଞାନ ରଖ।

ହିତୋପଦେଶ 28:20
ବିଶ୍ବସ୍ତ ଲୋକ ଆଶୀର୍ବାଦ ରେ ବର୍ଦ୍ଧିଷ୍ଣୁ ହବେ। ମାତ୍ର ଯେ ଧନବାନ ହବୋକୁ ଅତି ଉଦ୍ଯମ କରେ, ସେ ନିଶ୍ଚିତ ଦଣ୍ଡିତ ହବେ।

ଯୋହନଲିଖିତ ସୁସମାଚାର 2:16
ତା'ପରେ ଯୀଶୁ କପୋତ ବପୋରୀମାନଙ୍କୁ ଯାଇ କହିଲେ, ଏସବୁ ଜିନିଷଗୁଡିକ ଏଠାରୁ ନଇଯାେଅ। ମାରେ ପରମପିତାଙ୍କ ଘରକୁ ଗୋଟିଏ ବାଣିଜ୍ଯ ଗୃହ ରେ ପରିଣତ କର ନାହିଁ।

ଯୋହନଲିଖିତ ସୁସମାଚାର 6:26
ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ ମାେତେ କାହଁକି ଖାଜେୁଛ? ମୁଁ କରିଥିବା ଆଶ୍ଚର୍ୟ୍ଯକାର୍ୟ୍ଯଗୁଡିକ ମାରେ ଶକ୍ତିକୁ ପ୍ରମାଣିତ କରୁଥିବାରୁ ତୁମ୍ଭେ ମାେତେ ଖାଜେୁଛ କି? ତା' ନୁହେଁ। ମୁଁ ତୁମ୍ଭକୁ ସତ୍ଯ କହୁଛି, ରୋଟୀ ଖାଇ ସନ୍ତୁଷ୍ଟ ହାଇେଥିବାରୁ ତୁମ୍ଭମାନେେ ମାେତେ ଖୋଜୁଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:24
ସଠାେରେ ଦୀମୀତ୍ରିୟ ନାମକ ଜଣେ ରୂପା ବଣିଆ ଥିଲା। ସେ ଦବେୀ ଆର୍ତ୍ତମେୀର ରୂପା ମନ୍ଦିର ନିର୍ମାଣ କରୁଥିଲା। ସେ ରୂପା କାରୀଗରମାନଙ୍କୁ ବହୁତ କାର୍ୟ୍ଯ ଯୋଗଇ ଦେଉଥିଲା।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:6
ଯଦି ଜଣେ ଲୋକ ତା ପାଖ ରେ ଯାହା ଅଛି, ସତେିକି ରେ ସନ୍ତୁଷ୍ଟ ରହେ, ତା ହେଲେ ପ୍ରକୃତ ରେ ପରମେଶ୍ବରଙ୍କ ସବୋ ଦ୍ବାରା ସହେି ଲୋକ ବହୁତ ଧନୀ ହାଇଯୋଏ।