Base Word
קִנְיָן
Short Definitioncreation, i.e., (concretely) creatures; also acquisition, purchase, wealth
Long Definitionthing acquired, acquisition, possession, purchased property, wealth
Derivationfrom H7069
International Phonetic Alphabetk’ɪn̪ˈjɔːn̪
IPA modkinˈjɑːn
Syllableqinyān
Dictionkin-YAWN
Diction Modkeen-YAHN
Usagegetting, goods, × with money, riches, substance
Part of speechn-m

Genesis 31:18
ତେଣୁ ସମାନେେ ଯାହା ପା୍ରପ୍ତ ହାଇେଥିଲେ ପଦ୍ଦନ ଅରାମ ରେ ସମସ୍ତ ଜୀବନ୍ତ ବସ୍ତ୍ର ଓ ସମ୍ପତ୍ତି ନେଲେ ଏବଂ ଚାଲିଗଲେ। ସମାନେେ ପ୍ରସ୍ଥାନ କଲେ ଯାକୁବଙ୍କ ପିତା ଇସ୍ହାକଙ୍କ ଦେଶ କୀଣାନୀଯକୁ।

Genesis 34:23
ଯଦି ଆମ୍ଭେ ଏପରି କରିବା, ତବେେ ତାଙ୍କର ପଶୁମାନଙ୍କ ଦ୍ବାରା ଆମ୍ଭେ ଧନି ହାଇପୋରିବା। ତେଣୁ ଆମ୍ଭେ ସମାନଙ୍କେ ସହିତ ଚୁକ୍ତି କରିବା ଉଚିତ। ଏବଂ ସମାନେେ ଏହିଠା ରେ ଆମ୍ଭମାନଙ୍କ ସହିତ ବାସ କରିବେ।

Genesis 36:6
ଯାକୁବ ଓ ଏଷୌର ପରିବାର ବହୁତ ବଢ଼ିୟିବାରୁ ସମାନେେ କିଣାନ ରେ ବାସ କରିପାରିଲେ ନାହିଁ। ତେଣୁ ଏଷୌ ଯାକୁବଠାରୁ ଦୂରକୁ ଚାଲିଗଲେ।

Leviticus 22:11
ମାତ୍ର ଯାଜକର ରୂପା ରେ କିଣା ୟାଇଥିବା କ୍ରୀତଦାସ ସହେି ପବିତ୍ର ଖାଦ୍ୟ ଭୋଜନ କରିପାରିବ। ଆଉ ତା'ର ଗୃହଜାତ କ୍ରୀତଦାସମାନେ ତାହାର ଅନ୍ନ ଭୋଜନ କରିପାରିବେ।

Joshua 14:4
ବରଟି ବଂଶଧରଙ୍କକ୍ସ୍ଟ ସମାନଙ୍କେର ଭୂମିର ଅଧିକାର ଦଇେଥିଲେ। ଯୋଷଫେର ପକ୍ସ୍ଟତ୍ରଗଣ ଦକ୍ସ୍ଟଇଟି ବଂଶ ରେ ବିଭକ୍ତ ହେଲେ। ସମାନେେ ହେଲେ, ମନଃଶି ଓ ଇଫ୍ରଯିମ। ଏବଂ ପ୍ରେତ୍ୟକକ ବଂଶଧରମାନେ କିଛି କିଛି ଭୂମି ଲାଭ କଲେ। କିନ୍ତୁ ଲବେୀ ବଂଶଧରମାନଙ୍କୁ କୌଣସି ଭୂମି ଦିଆଗଲା ନାହିଁ। ଯାହା ହେଉ ସମାନଙ୍କେୁ କବଳେ ଏକ େଛାଟ ସହର ବାସ କରିବା ପାଇଁ ଅଧିକାର ଦିଆ ୟାଇଥିଲା। ସହେି ସହର ଗକ୍ସ୍ଟଡିକ ହେଲା, ପ୍ରେତ୍ୟକକ ପରିବାରବର୍ଗର ଦେଶ, ସମାନଙ୍କେର ପଶକ୍ସ୍ଟମାନେ ଚରିବା ପାଇଁ କିଛି ପଡିଆ ଦିଆୟାଇଥିଲା।

Psalm 104:24
ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ। ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି। ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।

Psalm 105:21
ସେ ୟୋଷଫେକୁ ତାଙ୍କର ଗୃହର କର୍ତ୍ତାରୂପେ ନିରୂପିତ କଲେ। ରାଜାଙ୍କର ପ୍ରେତ୍ୟକକ ଜିନିଷର ଭାର ୟୋଷଫେ ନଲେେ।

Proverbs 4:7
ଜ୍ଞାନ ହେଉଛି ସର୍ବଶ୍ ରେଷ୍ଠ ବିଷଯ, ଏଣୁ ଜ୍ଞାନ ଲାଭ କର। ତୁମ୍ଭର ସମସ୍ତ ଲାଭ ମଧିଅରେ ସୁବିବଚେନା ଲାଭ କର।

Ezekiel 38:12
ଲୁଣ୍ଠନ ଓ ଦ୍ରବ୍ଯ ଅପହରଣ ଉଦ୍ଦେଶ୍ଯ ରେ ମୁଁ ସମାନଙ୍କେ ବିରୁଦ୍ଧ ରେ ୟାତ୍ରା କରିବି। ଯେଉଁ ସମସ୍ତ ଧ୍ବଂସପ୍ରାପ୍ତ ସ୍ଥାନ ଏବେ ବସତି ବିଶିଷ୍ଟ ହାଇେଅଛି ତାହା ବିରୁଦ୍ଧ ରେ ଓ ଯେଉଁ ଲୋକମାନେ ନାନା ଦେଶୀୟ ମଧ୍ଯରୁ ସଂଗୃହୀତ ହାଇେଅଛନ୍ତି ସମାନଙ୍କେ ବିରୁଦ୍ଧ ରେ ୟିବି ଏବଂ ସମାନେେ ପଶୁ ଓ ଦ୍ରବ୍ଯାଦି ପ୍ରାପ୍ତ ହାଇେ ଦେଶର ମଧ୍ଯଭାଗ ରେ ବାସ କରୁଅଛନ୍ତି।'

Ezekiel 38:13
ଶିବା ଦାଦନ ଓ ତର୍ଶୀଶର ବଣିକଗଣ ଆଉ ସଠାେସ୍ଥିତ ୟୁବା ସିଂହାସକଳ ତୁମ୍ଭକୁ ପଚାରିବେ, 'ତୁମ୍ଭେ କ'ଣ ଲୁଟିବାକୁ ଆସିଅଛ ? ତୁମ୍ଭେ କ'ଣ ଦ୍ରବ୍ଯ ଅପହରଣ କରିବାକୁ ଆପଣାର ଜନସମାଜକୁ ଏକତ୍ରୀତ କରିଅଛ ? ରୂପା ସୁନା ବହି ନବୋର, ପଶୁ ଓ ଦ୍ରବ୍ଯାଦି ଲୁଟି ନଇୟିବୋର ଅଭିପ୍ରାଯ କ'ଣ ରଖିଅଛ ?'

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்