ଆଦି ପୁସ୍ତକ 32:3 in Oriya

ଓଡିଆ ଓଡିଆ ବାଇବେଲ ଆଦି ପୁସ୍ତକ ଆଦି ପୁସ୍ତକ 32 ଆଦି ପୁସ୍ତକ 32:3

Genesis 32:3
ଯାକୁବ ଭାଇ ଏଷୌ ସଯେୀର ଅଞ୍ଚଳ ରେ ବାସ କରୁଥିଲେ। ସେ ଅଞ୍ଚଳ ଥିଲା ଇଦୋମର ପର୍ବତମଯ ଦେଶ। ଯାକୁବ ଏଷୌ ନିକଟକୁ ଦୂତ ପଠାଇଲେ।

Genesis 32:2Genesis 32Genesis 32:4

Genesis 32:3 in Other Translations

King James Version (KJV)
And Jacob sent messengers before him to Esau his brother unto the land of Seir, the country of Edom.

American Standard Version (ASV)
And Jacob sent messengers before him to Esau his brother unto the land of Seir, the field of Edom.

Bible in Basic English (BBE)
Now Jacob sent servants before him to Esau, his brother, in the land of Seir, the country of Edom;

Darby English Bible (DBY)
And Jacob sent messengers before his face to Esau his brother, into the land of Seir, the fields of Edom.

Webster's Bible (WBT)
And Jacob sent messengers before him to Esau his brother, to the land of Seir, the country of Edom.

World English Bible (WEB)
Jacob sent messengers in front of him to Esau, his brother, to the land of Seir, the field of Edom.

Young's Literal Translation (YLT)
And Jacob sendeth messengers before him unto Esau his brother, towards the land of Seir, the field of Edom,

And
Jacob
וַיִּשְׁלַ֨חwayyišlaḥva-yeesh-LAHK
sent
יַֽעֲקֹ֤בyaʿăqōbya-uh-KOVE
messengers
מַלְאָכִים֙malʾākîmmahl-ah-HEEM
before
him
לְפָנָ֔יוlĕpānāywleh-fa-NAV
to
אֶלʾelel
Esau
עֵשָׂ֖וʿēśāway-SAHV
brother
his
אָחִ֑יוʾāḥîwah-HEEOO
unto
the
land
אַ֥רְצָהʾarṣâAR-tsa
Seir,
of
שֵׂעִ֖ירśēʿîrsay-EER
the
country
שְׂדֵ֥הśĕdēseh-DAY
of
Edom.
אֱדֽוֹם׃ʾĕdômay-DOME

Cross Reference

ଯିହୋଶୂୟ 24:4
ଏବଂ ଇସ୍ହାକକକ୍ସ୍ଟ ଦକ୍ସ୍ଟଇଟି ପକ୍ସ୍ଟତ୍ର ଦଲେି, ସମାନେେ ହେଲେ, ୟାକକ୍ସ୍ଟବ ଓ ଏଷୌ। ଏବଂ ଏଷୌକକ୍ସ୍ଟ ସଯେୀର ପର୍ବତ ଓ ତା'ର ପାଶର୍‌ବବର୍ତ୍ତୀ ଭୂମି ଦଲେି। ୟାକକ୍ସ୍ଟବ ଏବଂ ତାଙ୍କର ସନ୍ତାନମାନେ ସଠାେରେ ବାସ କଲେ ନାହିଁ। ସମାନେେ ବାସ କରିବାକୁ ମିଶରକକ୍ସ୍ଟ ପଳାଇ ଗଲେ।

ଆଦି ପୁସ୍ତକ 25:30
ତହୁଁ ସେ ଯାକୁବକୁ କହିଲା, ମୁଁ ବହୁତ ଥକି ୟାଇଛି ମତେ ଦୟାକରି ସହେି ଲାଲ ପଦାର୍ଥରୁ କିଛି ଦିଅ। ଏହି ନାମନ୍ତେ ତା'ର ନାମ ଇଦୋମ ନାମ ରେ ଖ୍ଯାତ ହେଲେ।

ଦିତୀୟ ବିବରଣ 2:5
ସମାନଙ୍କେ ସହିତ ୟକ୍ସ୍ଟଦ୍ଧକର ନାହିଁ, ମୁ ତୁମ୍ଭମାନଙ୍କୁ ସହେି ଦେଶ ଦବେି ନାହିଁ। ଏପରିକି ସହେି ଭୂମିରକ୍ସ୍ଟ ପାଦେ ମଧ୍ଯ ଭୂମି ତୁମ୍ଭମାନଙ୍କୁ ଦବେିନାହିଁ। କାରଣ ମୁ ସହେି ପର୍ବତମଯ ଦେଶ ସଯେୀରକକ୍ସ୍ଟ, ଏଷୌକକ୍ସ୍ଟ ଉତ୍ତରାଧିକାରୀ ସକ୍ସ୍ଟତ୍ର ରେ ଦଇେଅଛି।

ଆଦି ପୁସ୍ତକ 33:14
ସତଣୁସମାର ପ୍ରଭୁ ତୁମ୍ଲଭ ଆମ୍ଭ ଆଗସର ଚାଲ, ମୁଁ ତୁମ୍ଭକୁ ଧିସର ଧିସର ଅନୁସରଣ କରିବି, ପଶୁମାନଙ୍କର ନିରାପଦ ପାଇଁ। ମୁଁ ଏଥିପାଇଁ ଧିସର ୟିବି କାରଣସମାରପିଲାମାଲନ କ୍ଲାନ୍ତସହାଇ ପଡ଼ିଲବ। ମୁଁ ତୁମ୍ଭକୁସସଯୀରସର ସାକ୍ଷାତ କରିବି।

ଆଦି ପୁସ୍ତକ 14:6
ପ୍ରାନ୍ତର ନିକଟସ୍ଥ ଏଲ୍ପାରଣ ପର୍ୟ୍ଯନ୍ତ ସଯେୀର ପର୍ବତ ନିବାସୀ ହୋରୀଯ ଲୋକମାନଙ୍କୁ ଜଯ କଲେ।

ଲୂକଲିଖିତ ସୁସମାଚାର 14:31
ଯଦି ଜଣେ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ୟୁଦ୍ଧ କରିବାକୁ ବାହାରନ୍ତି, ତବେେ ସେ ଆଗ ବସି ଯୋଜନା କରନ୍ତି। ଯଦି ସହେି ରାଜାଙ୍କର କବଳେ ଦଶ ହଜାର ସୈନ୍ଯ ଥାଆନ୍ତି, ତବେେ ସେ କୋଡିଏ ହଜାର ସୈନ୍ଯ ଧରି ଆସୁଥିବା ଜଣେ ବିରୋଧୀ ରାଜାଙ୍କୁ ପରାସ୍ତ କରିପାରିବେ ନାହିଁ।

ଲୂକଲିଖିତ ସୁସମାଚାର 9:52
ସେ ତାହାଙ୍କ ଆଗରୁ କେତକେ ଲୋକଙ୍କୁ ପଠାଇଲେ। ସମାନେେ ୟିଶୁଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବା ପାଇଁ ଶମିରୋଣର ଏକ ନଗର ରେ ପହନ୍ଚିଲେ।

ମଲାଖୀ 3:1
ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ ରରଣେ କରିବା। ଆଉ ଦେଖ ତୁମ୍ଭମାନେେ ଯେଉଁ ପ୍ରଭୁଙ୍କୁ ଅନ୍ବଷେଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚଯ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷଯ ରେ ସନ୍ତୁଷ୍ଟ ସେ ଆସୁଛନ୍ତି।

ଦିତୀୟ ବିବରଣ 2:22
ପରମେଶ୍ବର ସଯେୀର ନିବାସୀ ଏଷୌ ସନ୍ତାନଗଣ ନିମନ୍ତେ ଠିକ୍ ସହେିପରି କରିଥିଲେ। ଅର୍ଥାତ୍ ସମାନଙ୍କେ ସମ୍ମକ୍ସ୍ଟଖରକ୍ସ୍ଟ ହୋରୀଯମାନଙ୍କୁ ବିନଷ୍ଟ କଲେ। ତହିଁରେ ସମାନେେ ସମାନଙ୍କେୁ ଅଧିକାରଚକ୍ସ୍ଟ୍ଯତ କରି ଆଜି ପର୍ୟ୍ଯନ୍ତ ସହେିଠା ରେ ବାସ କରୁଛନ୍ତି।

ଆଦି ପୁସ୍ତକ 36:6
ଯାକୁବ ଓ ଏଷୌର ପରିବାର ବହୁତ ବଢ଼ିୟିବାରୁ ସମାନେେ କିଣାନ ରେ ବାସ କରିପାରିଲେ ନାହିଁ। ତେଣୁ ଏଷୌ ଯାକୁବଠାରୁ ଦୂରକୁ ଚାଲିଗଲେ।

ଆଦି ପୁସ୍ତକ 33:16
ସତଣୁସସହିଦିନ ଏଲଷୗସସଯୀରକୁସଫରିବା ୟାତ୍ରା ଆରମ୍ଭ କଲଲ।

ଆଦି ପୁସ୍ତକ 27:41
ଏହିପ୍ରକା ରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ହତେୁରୁ ଏଷୌ ତାହା ପ୍ରତି ଇର୍ଷାଭାବ ବହି ଏବଂ ସେ ସ୍ଥିର କଲା, ମୁଁ ଅପେକ୍ଷା କରିବି ମାରେ ପିତାଙ୍କର ଶାେକର ସମୟ ବିତିବା ୟାଏ। ଏହାପରେ ମୁଁ ଆପଣା ଭ୍ରାତା ଯାକୁବକୁ ବଦ୍ଧ କରିବି।