Genesis 3:4
କିନ୍ତୁ ସର୍ପ ସ୍ତ୍ରୀ ଲୋକଟିକୁ କହିଲା, ତୁମ୍ଭେ ମରିବ ନାହିଁ।
Genesis 3:4 in Other Translations
King James Version (KJV)
And the serpent said unto the woman, Ye shall not surely die:
American Standard Version (ASV)
And the serpent said unto the woman, Ye shall not surely die:
Bible in Basic English (BBE)
And the snake said, Death will not certainly come to you:
Darby English Bible (DBY)
And the serpent said to the woman, Ye will not certainly die;
Webster's Bible (WBT)
And the serpent said to the woman, Ye shall not surely die:
World English Bible (WEB)
The serpent said to the woman, "You won't surely die,
Young's Literal Translation (YLT)
And the serpent saith unto the woman, `Dying, ye do not die,
| And the serpent | וַיֹּ֥אמֶר | wayyōʾmer | va-YOH-mer |
| said | הַנָּחָ֖שׁ | hannāḥāš | ha-na-HAHSH |
| unto | אֶל | ʾel | el |
| woman, the | הָֽאִשָּׁ֑ה | hāʾiššâ | ha-ee-SHA |
| Ye shall not | לֹֽא | lōʾ | loh |
| surely | מ֖וֹת | môt | mote |
| die: | תְּמֻתֽוּן׃ | tĕmutûn | teh-moo-TOON |
Cross Reference
ଯୋହନଲିଖିତ ସୁସମାଚାର 8:44
ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତାର ଇଚ୍ଛା ଅନୁସାରେ କାର୍ୟ୍ଯ କରୁଛ। ପ୍ରଥମରୁ ସେ ଜଣେ ଖୁନି। ସେ ସର୍ବଦା ସତ୍ଯର ବିରୁଦ୍ଧ। ତା' ଭିତ ରେ କୌଣସି ସତ୍ଯତା ନାହିଁ। ସେ ତାର ସ୍ବଭାବରୁ ମିଛୁଆ। ସେ ମିଥ୍ଯାବାଦୀ, ସେ ମିଥ୍ଯାର ଜନ୍ମଦାତା।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:3
ସେ କବଳେ ତୁମ୍ଭମାନଙ୍କର ସ୍ବାମୀ ହବେେ। କିନ୍ତୁ ମୁଁ ଭୟ କରୁଛି ଯେ, ଯେପରି ହବ୍ବା ସର୍ପର ପ୍ରବଞ୍ଚନା ଦ୍ବାରା ପ୍ରଭାବିତ ହାଇେଥିଲା, ସହେି ଭଳି ତୁମ୍ଭମାନଙ୍କ ମନ ମଧ୍ଯ ଖ୍ରୀଷ୍ଟଙ୍କ ପ୍ରତି ସତ୍ଯ ଓ ପବିତ୍ର ସମର୍ପଣ ଠାରୁ ଦୂରକୁ ଚାଲି ୟିବ।
ଆଦି ପୁସ୍ତକ 3:13
ଏହାପରେ ସଦାପ୍ରଭୁ ପରମେଶ୍ବର ସହେି ସ୍ତ୍ରୀ ଲୋକକୁ କହିଲେ, ଏପରି ତୁମ୍ଭେ କାହିଁକି କଲ? ସ୍ତ୍ରୀ ଲୋକଟି ଉତ୍ତର ଦଲୋ, ସର୍ପ ମାେତେ ଭୁଲାଇ ଦଲୋ, ତହିଁରେ ମୁଁ ତାକୁ ଖାଇଲି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:14
ଆହୁରି ଶୟତାନ ପ୍ରଥମେ ଆଦମକୁ ପ୍ରତାରଣା କରି ନ ଥିଲା। ହବା ପ୍ରତାରିତ ହାଇେଥିଲା। ଏବଂ ସେ ଜଣେ ପାପିନୀ ହାଇେଥିଲା।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 2:11
ଏପରି କରିବା ଉଦ୍ଦେଶ୍ଯ ଯେ, ଶୟତାନ ଆମଠାରୁ ବିଜୟ ନ ହେଉ। ଆମ୍ଭେ ଶୟତାନର ଯୋଜନାଗୁଡ଼ିକ ବିଷୟ ରେ ଅତି ଭଲ ଭାବରେ ଜାଣୁ।
ଗୀତସଂହିତା 10:11
ତଣେୁ ସହେି ନିରୀହ ଲୋକମାନେ ଭାବିବାକୁ ଲାଗନ୍ତି, ପରମେଶ୍ବର ଆମ୍ଭମାନଙ୍କୁ ଭୁଲି ୟାଇଛନ୍ତି। ସେ ଆମ୍ଭମାନଙ୍କଠାରୁ ବହୁ ଦୂରକୁ ଚାଲି ୟାଇଛନ୍ତି। ଆମ୍ଭମାନଙ୍କ ଉପରେ ୟାହା ଘଟୁଛି ସେ ବୋଧହୁଏ ଦେଖୁ ନାହାଁନ୍ତି।
ଦିତୀୟ ରାଜାବଳୀ 8:10
ତହିଁରେ ଇଲୀଶାୟ କହିଲେ, ୟାଅ, ବିନ୍ହଦଦ୍କୁ କୁହ, 'ତୁମ୍ଭେ ଅବଶ୍ଯ ବଞ୍ଚିବ।' କିନ୍ତୁ ପ୍ରକୃତ ରେ ସଦାପ୍ରଭୁ ମାେତେ କହିଛନ୍ତି ଯେ, ' ସେ ଅବଶ୍ଯ ମରିବ।'
ଦିତୀୟ ରାଜାବଳୀ 1:16
ତହୁଁ ଏଲିଯ ରାଜାଙ୍କୁ କହିଲେ, ଇଶ୍ରାୟେଲ ରେ କ'ଣ ପରମେଶ୍ବର ନାହାଁନ୍ତି? ତୁମ୍ଭେ ଇକୋର୍ଣ ଦବେତା ବାଲ୍-ସବୂବଠାରୁ ପ୍ରଶ୍ନ ପଗ୍ଭରିବାକୁ, କିହିଁକି ଦୂତ ପଠାଇଲ? ତୁମ୍ଭର ଏହି କାର୍ୟ୍ଯ ଯୋଗୁଁ ତୁମ୍ଭେ ଶୟ୍ଯାରୁ ଆଉ ଉଠିବ ନାହିଁ, ସହେିଠା ରେ ତୁମ୍ଭେ ମରିବ। ସଦାପ୍ରଭୁ ଏହିସବୁ ବାକ୍ଯଗୁଡିକ କହିଲେ।
ଦିତୀୟ ରାଜାବଳୀ 1:6
ତହୁଁ ବାର୍ତ୍ତାବହମାନେ ଅହସିଯଙ୍କୁ କହିଲେ, ଜଣେ ଲୋକ ଆମ୍ଭକୁ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ତୁମ୍ଭ ରାଜାଙ୍କ ପାଖକୁ ଫରେିୟାଅ ଓ ତାଙ୍କୁ କୁହ, ସଦାପ୍ରଭୁ କୁହନ୍ତି, 'ଇଶ୍ରାୟେଲ ରେ କ'ଣ ପରମେଶ୍ବର ନାହାଁନ୍ତି? ତବେେ ତୁମ୍ଭେ କାହିଁକି ବାର୍ତ୍ତାବହମାନଙ୍କୁ ଇକୋର୍ଣର ଦବେତା ବାଲ-ସବୂବଙ୍କୁ ପଗ୍ଭରିବାକୁ ପଠାଇଅଛ? ତେଣୁ ତୁମ୍ଭେ ଆଉ ଶୟ୍ଯାରୁ ଉଠିବ ନାହିଁ, ସହେିଠା ରେ ମରିବ।'
ଦିତୀୟ ରାଜାବଳୀ 1:4
ପୁଣି ଅହସିଯଙ୍କୁ କୁହ, ଯେ ହତେୁ ତୁମ୍ଭେ ବାଲ୍-ସବୂବଙ୍କ ପରାମର୍ଶ କରିବାକୁ ଆଦେଶ ଦଲେ, ଏଥିପାଇଁ ସଦାପ୍ରଭୁ ଯାହା କୁହନ୍ତି, 'ତୁମ୍ଭେ ଆଉ ତୁମ୍ଭର ଶୟ୍ଯାରୁ ଉଠିବ ନାହିଁ। ତୁମ୍ଭେ ନିଶ୍ଚିତ ମୃତ୍ଯୁବରଣ କରିବ।' ଏଲିଯ ଅହସିଯଙ୍କ ଦାସମାନଙ୍କୁ ଏହା କହି ପରିତ୍ଯାଗ କଲେ।
ଦିତୀୟ ବିବରଣ 29:19
ଆଉ ଯେପରି ଏହି ଅଭିଶାପର କଥା ଶକ୍ସ୍ଟଣି ମନମେନେ ଆପଣାର ଧନ୍ଯବାଦ କରି ନ କ ହେ ଯେ, 'ଆମ୍ଭେ ଶକ୍ସ୍ଟଖିଲା ସଙ୍ଗେ ଓଦାକକ୍ସ୍ଟ ଧ୍ବଂସ କରିବା ପାଇଁ ଆପଣା ଦୃଦଯ ରେ କାଠିନ୍ଯ ଅନକ୍ସ୍ଟସା ରେ ଚଳିଲେ ହେଁ ଆମ୍ଭର ମଙ୍ଗଳ ହବେ।'