Base Word
נָחָשׁ
Short Definitiona snake (from its hiss)
Long Definitionserpent, snake
Derivationfrom H5172
International Phonetic Alphabetn̪ɔːˈħoʃ
IPA modnɑːˈχoʃ
Syllablenāḥoš
Dictionnaw-HOHSH
Diction Modna-HOHSH
Usageserpent
Part of speechn-m

ଆଦି ପୁସ୍ତକ 3:1
ସଦାପ୍ରଭୁ ପରମେଶ୍ବରଙ୍କର ସୃଷ୍ଟି କରିଥିବା ପ୍ରାଣୀମାନଙ୍କ ମଧିଅରେ ସର୍ପ ସମସ୍ତଙ୍କଠାରୁ ଚ଼ତୁର ଥିଲା। ସର୍ପଟି ସ୍ତ୍ରୀ ଲୋକଟିକୁ କହିଲା, ଏହା କ'ଣ ସତ୍ଯ ଯେ ପରମେଶ୍ବର ଉଦ୍ୟାନର କୌଣସି ବୃକ୍ଷର ଫଳ ନଖାଇବା ପାଇଁ ତୁମ୍ଭଙ୍କୁ କହିଲେ?

ଆଦି ପୁସ୍ତକ 3:2
ସ୍ତ୍ରୀ ଲୋକଟି କହିଲା, ଆମ୍ଭେ ବୃକ୍ଷଗୁଡ଼ିକର ଫଳ ଖାଇପାରିବୁ।

ଆଦି ପୁସ୍ତକ 3:4
କିନ୍ତୁ ସର୍ପ ସ୍ତ୍ରୀ ଲୋକଟିକୁ କହିଲା, ତୁମ୍ଭେ ମରିବ ନାହିଁ।

ଆଦି ପୁସ୍ତକ 3:13
ଏହାପରେ ସଦାପ୍ରଭୁ ପରମେଶ୍ବର ସହେି ସ୍ତ୍ରୀ ଲୋକକୁ କହିଲେ, ଏପରି ତୁମ୍ଭେ କାହିଁକି କଲ? ସ୍ତ୍ରୀ ଲୋକଟି ଉତ୍ତର ଦଲୋ, ସର୍ପ ମାେତେ ଭୁଲାଇ ଦଲୋ, ତହିଁରେ ମୁଁ ତାକୁ ଖାଇଲି।

ଆଦି ପୁସ୍ତକ 3:14
ସେଥିପାଇଁ ସଦାପ୍ରଭୁ ପରମେଶ୍ବର ସର୍ପକୁ କହିଲେ,

ଆଦି ପୁସ୍ତକ 49:17
ଦାନ ପଥସ୍ଥିତ ସର୍ପତୁଲ୍ଯ ଓ ମାର୍ଗସ୍ଥିତ ବିଷଧର ସାପ ତୁଲ୍ଯ। ଯେ କି ଘୋଡ଼ାମାନଙ୍କର ପାଦକୁ ଦଂଶନ କଲେ ଯେଉଁଥି ରେ ଆଶ୍ବା ରୋହୀମାନେ ଭୂମିରେ ଲୋଟନ୍ତି।

ଯାତ୍ରା ପୁସ୍ତକ 4:3
ଏହାପରେ ପରମେଶ୍ବର କହିଲେ, ତୁମ୍ଭର ଆଶାବାଡ଼ିକୁ ଭୂମିରେ ଫିଙ୍ଗି ଦିଅ।

ଯାତ୍ରା ପୁସ୍ତକ 7:15
ପ୍ରଭାତ ରେ, ଫାରୋ ନଦୀକୁ ଯିବେ। ନଦୀ କୂଳ ରେ ଫାରୋଙ୍କୁ ଅପେକ୍ଷା କର। ସହେି ଆଶାବାଡିକୁ ତୁମ୍ଭ ସହିତ ନିଅ ଯାହା ସର୍ପ ହାଇେ ୟାଇଥିଲା।

ଗଣନା ପୁସ୍ତକ 21:6
ତେଣୁ ସଦାପ୍ରଭୁ ସମାନଙ୍କେ ମଧ୍ଯକୁ ବିଷଧର ସର୍ପ ପ୍ ରରଣେ କଲେ। ସହେି ସର୍ପମାନେ ଲୋକମାନଙ୍କୁ ଦଂଶନ କରିବାରୁ ଇଶ୍ରାୟେଲର ଅନକେ ଲୋକ ମଲେ।

ଗଣନା ପୁସ୍ତକ 21:7
ଏଥି ରେ ଲୋକମାନେ ମାଶାଙ୍କେ ନିକଟକୁ ଆସି ନିବଦନେ କଲେ, ଆମ୍ଭମାନେେ ସଦାପ୍ରଭୁ ଓ ତୁମ୍ଭ ବିରୁଦ୍ଧ ରେ ଅଭିଯୋଗ କରି ପାପ କରିଅଛୁଁ। ତେଣୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ସେ ଯେପରି ଆମ୍ଭମାନଙ୍କଠାରୁ ଏହି ସର୍ପମାନଙ୍କୁ ଦୂ ରଇେ ନବେେ। ତେଣୁ ମାଶାେ ଲୋକମାନଙ୍କ ପାଇଁ ପ୍ରାର୍ଥନା କଲେ।

Occurences : 31

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்