Genesis 1
20 ଏହାପରେ ପରମେଶ୍ବର କହିଲେ, ଜଳ ଜୀବିତ ପ୍ରାଣୀ ରେ ପୂର୍ଣ୍ଣ ହେଉ ଏବଂ ପକ୍ଷୀମାନେ ପୃଥିବୀ ଉପରେ ଓ ଆକାଶ ତାରଣେ ତଳେ ଉଡ଼ନ୍ତୁ।
21 ତେଣୁ ପରମେଶ୍ବର ନିଜ ନିଜ ଜାତି ପ୍ରକା ରେ ସୃଷ୍ଟି କଲେ, ବୃହତ୍ ସାମୁଦ୍ରିକ ଜୀବ ଓ ଅନ୍ୟ ଜୀବ ଯେଉଁମାନେ ସମୁଦ୍ର ରେ ରହନ୍ତି। ପରମେଶ୍ବର ଆକାଶ ରେ ଉଡ଼ୁଥିବା ବିଭିନ୍ନ ପ୍ରକାର ପକ୍ଷୀଗଣ ସୃଷ୍ଟି କଲେ। ଏହା ପରମେଶ୍ବର ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।
22 ପରମେଶ୍ବର ପ୍ରାଣୀମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ବର ସମାନଙ୍କେୁ କହିଲେ, ବହୁବଂଶ ହାଇେ ସମୁଦ୍ର ଜଳକୁ ପରିପୂର୍ଣ୍ଣ କର। ପୃଥିବୀ ରେ ପକ୍ଷୀଗଣ ବହୁସଂଖ୍ଯକ ହୁଅନ୍ତୁ।
23 ସଂନ୍ଧ୍ଯା ହେଲା, ଏହା ପରେ ସକାଳ ହେଲା ଏବଂ ଏହା ପଞ୍ଚମ ଦିନ ଥିଲା।
20 And God said, Let the waters bring forth abundantly the moving creature that hath life, and fowl that may fly above the earth in the open firmament of heaven.
21 And God created great whales, and every living creature that moveth, which the waters brought forth abundantly, after their kind, and every winged fowl after his kind: and God saw that it was good.
22 And God blessed them, saying, Be fruitful, and multiply, and fill the waters in the seas, and let fowl multiply in the earth.
23 And the evening and the morning were the fifth day.
Genesis 1 in Tamil and English
20 ଏହାପରେ ପରମେଶ୍ବର କହିଲେ, ଜଳ ଜୀବିତ ପ୍ରାଣୀ ରେ ପୂର୍ଣ୍ଣ ହେଉ ଏବଂ ପକ୍ଷୀମାନେ ପୃଥିବୀ ଉପରେ ଓ ଆକାଶ ତାରଣେ ତଳେ ଉଡ଼ନ୍ତୁ।
And God said, Let the waters bring forth abundantly the moving creature that hath life, and fowl that may fly above the earth in the open firmament of heaven.
21 ତେଣୁ ପରମେଶ୍ବର ନିଜ ନିଜ ଜାତି ପ୍ରକା ରେ ସୃଷ୍ଟି କଲେ, ବୃହତ୍ ସାମୁଦ୍ରିକ ଜୀବ ଓ ଅନ୍ୟ ଜୀବ ଯେଉଁମାନେ ସମୁଦ୍ର ରେ ରହନ୍ତି। ପରମେଶ୍ବର ଆକାଶ ରେ ଉଡ଼ୁଥିବା ବିଭିନ୍ନ ପ୍ରକାର ପକ୍ଷୀଗଣ ସୃଷ୍ଟି କଲେ। ଏହା ପରମେଶ୍ବର ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।
And God created great whales, and every living creature that moveth, which the waters brought forth abundantly, after their kind, and every winged fowl after his kind: and God saw that it was good.
22 ପରମେଶ୍ବର ପ୍ରାଣୀମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ବର ସମାନଙ୍କେୁ କହିଲେ, ବହୁବଂଶ ହାଇେ ସମୁଦ୍ର ଜଳକୁ ପରିପୂର୍ଣ୍ଣ କର। ପୃଥିବୀ ରେ ପକ୍ଷୀଗଣ ବହୁସଂଖ୍ଯକ ହୁଅନ୍ତୁ।
And God blessed them, saying, Be fruitful, and multiply, and fill the waters in the seas, and let fowl multiply in the earth.
23 ସଂନ୍ଧ୍ଯା ହେଲା, ଏହା ପରେ ସକାଳ ହେଲା ଏବଂ ଏହା ପଞ୍ଚମ ଦିନ ଥିଲା।
And the evening and the morning were the fifth day.