ଯିହିଜିକଲ 38:3 in Oriya

ଓଡିଆ ଓଡିଆ ବାଇବେଲ ଯିହିଜିକଲ ଯିହିଜିକଲ 38 ଯିହିଜିକଲ 38:3

Ezekiel 38:3
ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ' ହେ ଗେଶର, ମେଶକର ଓ ତୁବଲର ମୁଖ୍ଯ ଅଧିପତି ରାଜା ଗୋଗ, ଦେଖ, ମୁଁ ତୁମ୍ଭର ପ୍ରତିକୂଳ ଅଟେ।

Ezekiel 38:2Ezekiel 38Ezekiel 38:4

Ezekiel 38:3 in Other Translations

King James Version (KJV)
And say, Thus saith the Lord GOD; Behold, I am against thee, O Gog, the chief prince of Meshech and Tubal:

American Standard Version (ASV)
and say, Thus saith the Lord Jehovah: Behold, I am against thee, O Gog, prince of Rosh, Meshech, and Tubal:

Bible in Basic English (BBE)
And say, This is what the Lord has said: See, I am against you, O Gog, ruler of Rosh, Meshech, and Tubal:

Darby English Bible (DBY)
and say, Thus saith the Lord Jehovah: Behold, I am against thee, O Gog, prince of Rosh, Meshech, and Tubal.

World English Bible (WEB)
and say, Thus says the Lord Yahweh: Behold, I am against you, Gog, prince of Rosh, Meshech, and Tubal:

Young's Literal Translation (YLT)
and thou hast said: Thus saith the Lord Jehovah: Lo, I `am' against thee, O Gog, Prince of Rosh, Meshech, and Tubal,

And
say,
וְאָ֣מַרְתָּ֔wĕʾāmartāveh-AH-mahr-TA
Thus
כֹּ֥הkoh
saith
אָמַ֖רʾāmarah-MAHR
the
Lord
אֲדֹנָ֣יʾădōnāyuh-doh-NAI
God;
יְהוִ֑הyĕhwiyeh-VEE
Behold,
הִנְנִ֤יhinnîheen-NEE
against
am
I
אֵלֶ֙יךָ֙ʾēlêkāay-LAY-HA
thee,
O
Gog,
גּ֔וֹגgôgɡoɡe
chief
the
נְשִׂ֕יאnĕśîʾneh-SEE
prince
רֹ֖אשׁrōšrohsh
of
Meshech
מֶ֥שֶׁךְmešekMEH-shek
and
Tubal:
וְתֻבָֽל׃wĕtubālveh-too-VAHL

Cross Reference

ଯିହିଜିକଲ 13:8
ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ଯେ ହତେୁ ତୁମ୍ଭମାନେେ ମିଥ୍ଯା କଥା କହିଅଛ ଓ ମିଥ୍ଯା ଦର୍ଶନ ପାଇଅଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ବିରୁଦ୍ଧ ରେ ୟିବା। ସଦାପ୍ରଭୁ ମାରେ ପ୍ରଭୁ ଏହା କହନ୍ତି।

ଯିହିଜିକଲ 29:3
ଆଉ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି,

ଯିହିଜିକଲ 35:3
'ସଦାପ୍ରଭୁ, ମାରେ ପ୍ରଭୁ ଏହିକଥା କହନ୍ତି,

ଯିହିଜିକଲ 39:1
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଗୋଗ ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ' ହେ ରୋଶ, ମେଶକ ଓ ତୁବଲର ମୁଖ୍ଯ ଅଧିପତି ଗୋଗ, ମୁଁ ତୁମ୍ଭ ବିରୁଦ୍ଧ ରେ ଅଛି।