ଯିହିଜିକଲ 22:7 in Oriya

ଓଡିଆ ଓଡିଆ ବାଇବେଲ ଯିହିଜିକଲ ଯିହିଜିକଲ 22 ଯିହିଜିକଲ 22:7

Ezekiel 22:7
ତୁମ୍ଭ ମଧିଅରେ ଲୋକମାନେ ପିତାମାତାଙ୍କୁ ଅବଜ୍ଞା କରିଅଛନ୍ତି। ସମାନେେ, ତୁମ୍ଭମାନଙ୍କ ମଧିଅରେ ବାସ କରୁଥିବାରୁ ବିଦେଶୀମାନଙ୍କୁ ଅତ୍ଯାଚାର କଲେ, ଅନାଥ ଓ ବିଧବା ପ୍ରତି ଅନ୍ଯାଯ କରିଅଛନ୍ତି।

Ezekiel 22:6Ezekiel 22Ezekiel 22:8

Ezekiel 22:7 in Other Translations

King James Version (KJV)
In thee have they set light by father and mother: in the midst of thee have they dealt by oppression with the stranger: in thee have they vexed the fatherless and the widow.

American Standard Version (ASV)
In thee have they set light by father and mother; in the midst of thee have they dealt by oppression with the sojourner; in thee have they wronged the fatherless and the widow.

Bible in Basic English (BBE)
In you they have had no respect for father and mother; in you they have been cruel to the man from a strange land; in you they have done wrong to the child without a father and to the widow.

Darby English Bible (DBY)
In thee have they made light of father and mother; in the midst of thee have they dealt by oppression with the stranger; in thee have they vexed the fatherless and the widow.

World English Bible (WEB)
In you have they set light by father and mother; in the midst of you have they dealt by oppression with the foreigner; in you have they wronged the fatherless and the widow.

Young's Literal Translation (YLT)
Father and mother made light of in thee, To a sojourner they dealt oppressively in thy midst, Fatherless and widow they oppressed in thee.

In
thee
have
they
set
light
אָ֤בʾābav
father
by
וָאֵם֙wāʾēmva-AME
and
mother:
הֵקַ֣לּוּhēqallûhay-KA-loo
in
the
midst
בָ֔ךְbākvahk
dealt
they
have
thee
of
לַגֵּ֛רlaggērla-ɡARE
by
oppression
עָשׂ֥וּʿāśûah-SOO
with
the
stranger:
בַעֹ֖שֶׁקbaʿōšeqva-OH-shek
vexed
they
have
thee
in
בְּתוֹכֵ֑ךְbĕtôkēkbeh-toh-HAKE
the
fatherless
יָת֥וֹםyātômya-TOME
and
the
widow.
וְאַלְמָנָ֖הwĕʾalmānâveh-al-ma-NA
ה֥וֹנוּhônûHOH-noo
בָֽךְ׃bākvahk

Cross Reference

ଦିତୀୟ ବିବରଣ 27:16
ଲବେୀୟମାନେ କହିବେ, 'ଆପଣା ପିତା ମାତାଙ୍କୁ ୟିଏ ଅବଜ୍ଞା କରେ ଓ ଅସମ୍ମାନ କରେ ସେ ଅଭିଶଲ୍ଗ ହେଉ।'

ଯାତ୍ରା ପୁସ୍ତକ 22:21
ମନରେଖ, ଅତୀତ ରେ ତୁମ୍ଭମାନେେ ମିଶର ରେ ବିଦେଶୀ ରୁପେ ଥିଲ। ତେଣୁ ତୁମ୍ଭ ଦେଶ ରେ କୌଣସି ବିଦେଶୀକୁ ଠକିବ ନାହିଁ କିମ୍ବା ଆଘାତ କରିବ ନାହିଁ।

ମଲାଖୀ 3:5
ତା'ପ ରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ଯ ଦବୋ ସମାନଙ୍କେ ବିରୁଦ୍ଧ ରେ, ଯେଉଁମାନେ ମାଯାବୀ, ବ୍ଯଭିଗ୍ଭରୀ, ମିଥ୍ଯାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ଯାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡି ଦିଅନ୍ତି। ସହେିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।

ଯିଖରିୟ 7:10
ବିଧବା, ଅନାଥ, ବିଦେଶୀ ଓ ଦରିଦ୍ରମାନଙ୍କୁ ପ୍ରତାରିତ କରନାହିଁ। ତୁମ୍ଭ ଭାଇ ବିରୁଦ୍ଧ ରେ ନିଜ ହୃଦଯ ରେ ଷଡୟନ୍ତ୍ର କରନାହିଁ।

ଯିରିମିୟ 7:6
ତୁମ୍ଭମାନେେ ଯଦି ବିଦେଶୀ, ଅନାଥ ଓ ବିଧବା ପ୍ରତି ଉଚିତ୍ ବ୍ଯବହାର କରିବ, ଯଦି ତୁମ୍ଭମାନେେ ଏ ସ୍ଥାନ ରେ ନିର୍ଦ୍ ଦୋଷ ମାନଙ୍କୁ ହତ୍ଯା ନ କରିବ, ଯଦି ତୁମ୍ଭମାନେେ ଆପଣାର କ୍ଷତି ନିମନ୍ତେ ଅନ୍ୟ ଦବେତାମାନଙ୍କୁ ଅନୁସରଣ ନ କର,

ଲେବୀୟ ପୁସ୍ତକ 20:9
ଯେ ନିଜର ପିତାମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚିତ ହତ ହବେ। ଯେ ହତେୁ ସେ ପିତାମାତାଙ୍କୁ ଅଭିଶାପ ଦଇେଥିଲା, ସେଥିପାଇଁ ମୃତ୍ଯୁଦଣ୍ଡ ରେ ଅପରାଧୀ।

ମାର୍କଲିଖିତ ସୁସମାଚାର 7:10
ମାଶାେ କହିଥିଲେ, 'ତୁମ୍ଭେ ତୁମ୍ଭ ବାପା-ମାଆଙ୍କୁ ସମ୍ମାନ କର' । ସେ ମଧ୍ଯ କହିଥିଲେ, ' ଯେଉଁଲୋକ ନିଜ ବାପା-ମାଆଙ୍କୁ ଖରାପ କଥା କ ହେ, ତାକୁ ମାରିଦିଆୟିବା ଉଚିତ' ।

ମାଥିଉଲିଖିତ ସୁସମାଚାର 15:4
ପରମେଶ୍ବର କହିଛନ୍ତି: 'ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, କିନ୍ତୁ ଯେଉଁଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାୟିବା ଉଚିତ।'

ଯିହିଜିକଲ 22:29
ସାଧାରଣ ଲୋକେ ପରସ୍ପର ପ୍ରତି ଅତ୍ଯାଚାର କରନ୍ତି ଓ ଚୋରି କରନ୍ତି, ସମାନେେ ଗରିବ ଓ ଦୀନହୀନମାନଙ୍କୁ ଠକନ୍ତି। ସମାନେେ ବିଦେଶୀମାନଙ୍କୁ ସମାନଙ୍କେ ମଧିଅରେ ବସବାସ କରୁଥିବା ନ୍ଯାଯରୁ ବଞ୍ଚିତ କରି ଅତ୍ଯାଚାର କରନ୍ତି।

ଯିହିଜିକଲ 18:12
ଏବଂ ସେ ଯଦି ଦରିଦ୍ର ଦୀନହୀନ ପ୍ରତି ଅନ୍ଯାଯ କରେ, ଚୋରି କରେ ଓ ବନ୍ଧକ ଦ୍ରବ୍ଯ ଫରୋଏ ନାହିଁ ଓ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରେ।

ହିତୋପଦେଶ 30:17
ଯେଉଁ ବ୍ଯକ୍ତି ତା'ର ପିତାଙ୍କୁ ପରିହାସ କରେ ଓ ତା'ର ମାତାଙ୍କୁ ସମ୍ମାନ କରେ ନାହିଁ, ସେ ଦଣ୍ଡିତ ହବେ। ଏହିପରି ତା ପାଇଁ ହବେ। ତା'ର ଚକ୍ଷୁକୁ ଶାଗୁଣାମାନେ ତାଢ଼ି ପକାଇବେ, ଡ଼ାମରାକାଉମାନେ ସଗେୁଡ଼ିକୁ ଖାଇଯିବେ।

ହିତୋପଦେଶ 30:11
କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କର ପିତାଙ୍କ ବିରୁଦ୍ଧ ରେ କହନ୍ତି। ଏବଂ ସମାନେେ ସମାନଙ୍କେର ମାତାଙ୍କୁ ସମ୍ମାନ ଦଖାଇେ ନାହାନ୍ତି।

ହିତୋପଦେଶ 22:22
ଦରିଦ୍ର ଲୋକଠାରୁ ଚୋରି କରିବା ଅତି ସହଜ କିନ୍ତୁ ଏପରି କର ନାହିଁ। ଏବଂ ସହେି ଦରିଦ୍ର ଲୋକମାନଙ୍କୁ ନ୍ଯାଯରୁ ବଞ୍ଚିତ କର ନାହିଁ।

ହିତୋପଦେଶ 20:20
ଯେ ଆପଣା ପିତା କି ଆପଣା ମାତାଙ୍କୁ ଅଭିଶାପ ଦିଏ, ଘାରେ ଅନ୍ଧକାର ରେ ତା'ର ପ୍ରଦୀପ ଲିଭିୟିବ।

ଦିତୀୟ ବିବରଣ 27:19
ଲବେୀୟମାନେ କହିବେ, ' ଯେଉଁ ଲୋକ ବିଧବା, ବିଦେଶୀ, ଅନାଥଙ୍କର ନ୍ଯାଯ କରିବା ରେ ବାଧା ଦିଏ ସେ ଅଭିଶଲ୍ଗ ହେଉ।'

ଦିତୀୟ ବିବରଣ 5:16
ତୁମ୍ଭମାନଙ୍କର ପିତାମାତାଙ୍କୁ ସମ୍ମାନ କର। ଏପରି କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦଇେଛନ୍ତି। ଯଦି ତୁମ୍ଭମାନେେ ଏହି ଆଦେଶ ପାଳନ କର, ତବେେ ତୁମ୍ଭମାନଙ୍କର ପରମାଯକ୍ସ୍ଟ ଦୀର୍ଘ୍ଯାଯକ୍ସ୍ଟ ହବେ ଓ ସହେି ଦେଶ ରେ ତୁମ୍ଭମାନଙ୍କର ମଙ୍ଗଳ ହବେ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦେଉଛନ୍ତି।

ଯାତ୍ରା ପୁସ୍ତକ 21:17
ଯଦି କହେି ତା'ର ପିତାମାତାଙ୍କୁ ଅଭିଶାପ ଦିଏ ତବେେ ତା'ର ମୃତ୍ଯୁଦଣ୍ଡ ହବେ।

ଯାତ୍ରା ପୁସ୍ତକ 20:12
ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ୟଦ୍ବାରା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ ସହେି ଦେଶ ରେ ତୁମ୍ଭର ଦୀର୍ଘ ପରମାଯୁ ହବେ।