Base Word
יָנָה
Short Definitionto rage or be violent; by implication, to suppress, to maltreat
Long Definitionto oppress, suppress, treat violently, maltreat, vex, do wrong
Derivationa primitive root
International Phonetic Alphabetjɔːˈn̪ɔː
IPA modjɑːˈnɑː
Syllableyānâ
Dictionyaw-NAW
Diction Modya-NA
Usagedestroy, (thrust out by) oppress(-ing, -ion, -or), proud, vex, do violence
Part of speechv

ଯାତ୍ରା ପୁସ୍ତକ 22:21
ମନରେଖ, ଅତୀତ ରେ ତୁମ୍ଭମାନେେ ମିଶର ରେ ବିଦେଶୀ ରୁପେ ଥିଲ। ତେଣୁ ତୁମ୍ଭ ଦେଶ ରେ କୌଣସି ବିଦେଶୀକୁ ଠକିବ ନାହିଁ କିମ୍ବା ଆଘାତ କରିବ ନାହିଁ।

ଲେବୀୟ ପୁସ୍ତକ 19:33
ତୁମ୍ଭମାନଙ୍କ ସହିତ ବାସ କରୁଥିବା ବିଦେଶୀମାନଙ୍କ ପ୍ରତି ମନ୍ଦ ଆଚରଣ କରିବ ନାହିଁ।

ଲେବୀୟ ପୁସ୍ତକ 25:14
ତୁମ୍ଭେ ଯେତବେେଳେ ତୁମ୍ଭର ପ୍ରତିବେଶୀ ନିକଟରେ ଜମି ବିକ୍ରଯ କରିବ, ସେତବେେଳେ ତାହା ସହିତ କୌଣସି ପ୍ରତାରଣା କର ନାହିଁ। ପୁଣି ଯେତବେେଳେ କିଣିବ, ତବେେ ତା' ପ୍ରତି ଅନ୍ଯାଯ କରିବ ନାହିଁ।

ଲେବୀୟ ପୁସ୍ତକ 25:17
ତୁମ୍ଭମାନେେ ପରସ୍ପର ପ୍ରତି ଅନ୍ଯାଯ କରିବ ନାହିଁ। କିନ୍ତୁ ଆପଣା ପରମେଶ୍ବରଙ୍କୁ ଭୟ କରିବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଦିତୀୟ ବିବରଣ 23:16
ସେ ତୁମ୍ଭର କୌଣସି ଏକ ନଗର ଦ୍ବାର ମଧିଅରେ ଆପଣା ଇଚ୍ଛାମତେ ମନୋନୀତ ସ୍ଥାନ ରେ ତକ୍ସ୍ଟମ୍ଭ ମଧିଅରେ ବାସ କରିବା ଉଚିତ୍, ତୁମ୍ଭମାନେେ ତାକକ୍ସ୍ଟ ଶୋଷଣ କିଅବା ଠକିବା ଉଚିତ୍ ନକ୍ସ୍ଟ ହେଁ।

ଗୀତସଂହିତା 74:8
ସମାନେେ ନିଷ୍ପତ୍ତି କଲେ, ଆମ୍ଭମାନଙ୍କୁ ପୂରାପୂରି ଧ୍ବଂସ କରିବାକୁ ସମାନେେ ଦେଶ ମଧ୍ୟରେ ପରମେଶ୍ବରଙ୍କର ସକଳ ପବିତ୍ରସ୍ଥାନ ଦଗ୍ଦ କରି ଦେଲେ।

ଯିଶାଇୟ 49:26
ପୁଣି ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସମାନଙ୍କେର ନିଜ ମାଂସ ଭୋଜନ କରାଇବା ; ସୁମିଷ୍ଟ ଦ୍ରାକ୍ଷାରସ ରେ ସମାନେେ ମତ୍ତ ହେଲାପରି ସମାନେେ ନିଜ ରକ୍ତ ରେ ମତ୍ତ ହବେେ ; ତାହା ହେଲେ ଆମ୍ଭେ ଯେ ତୁମ୍ଭର ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା, ଏହା ସମସ୍ତ ପ୍ରାଣୀ ଜାଣିବେ।

ଯିରିମିୟ 22:3
ସଦାପ୍ରଭୁ କହନ୍ତି, ନ୍ଯାଯ ବିବଚେନା କର ଏବଂ ଯାହା ଠିକ୍ ତାହା କର। ଲୁଣ୍ଠିତ ଲୋକକୁ ଉପଦ୍ରବକାରୀଠାରୁ ଉଦ୍ଧାର କର। ପୁଣି ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ଯାଯ ବା ଉପଦ୍ରବ କର ନାହିଁ କି ଏହି ସ୍ଥାନ ରେ ନିର୍ଦ୍ ଦୋଷର ରକ୍ତପାତ କର ନାହିଁ।

ଯିରିମିୟ 25:38
ଆହୁରି ସଦାପ୍ରଭୁ ଭୟଙ୍କର ସିଂହ ତୁଲ୍ଯ ଆପଣା ଗହ୍ବର ତ୍ଯାଗ କରିଅଛନ୍ତି। ତାଙ୍କର କୋରଧ ରୂପକ ଖଡ୍ଗ ଭୟଙ୍କର ହବେ ଓ ସହେି ପ୍ରଚଣ୍ଡ କୋର୍ଧ ହତେୁରୁ ଦେଶ ଶୂନ୍ଯ ମରୁମଯ ସ୍ତାନ ହବେ।

ଯିରିମିୟ 46:16
ସହେି ସୈନ୍ଯଗଣ ପରସ୍ପର ଉପ ରେ ଝୁଣ୍ଟି ପଡ଼ିବେ। ସମାନେେ ପୁଣି କହିବେ, 'ଉଠ, ଆମ୍ଭମାନେେ ଖଡ୍ଗରୁ ରକ୍ଷା ପାଇବା ପାଇଁ ଆପଣା ଲୋକମାନଙ୍କ ନିକଟକୁ ପଳାଇୟିବା ଓ ଆପଣା ଜନ୍ମଭୂମିକୁ ପୁନର୍ବାର ଫରେିୟିବା।'

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்