Exodus 24

fullscreen1 ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ହାରୋଣ ସହିତ ନାଦବ୍, ଅବୀହୂ ଏବଂ ଇଶ୍ରାୟେଲର ସତୁରି ଜଣ ପ୍ରାଚୀନବର୍ଗ ସଦାପ୍ରଭୁଙ୍କୁ ଉପାସନା କରିବାକୁ ପର୍ବତ ଆରୋହଣ କରିବ। ତୁମ୍ଭମାନେେ ଦୂରରୁ ମାେତେ ଉପାସନା କରିବ।

fullscreen2 କବଳେ ମାଶାେ ଉପାସନା କରିବାକୁ ସଦାପ୍ରଭୁଙ୍କ ନିକଟକୁ ଆସିବ। ଅନ୍ୟମାନେ ସଦାପ୍ରଭୁଙ୍କ ନିକଟକୁ ଆସିବେ ନାହିଁ। ଏବଂ ଏପରିକି ଲୋକମାନେ ମଧ୍ଯ ମାଶାଙ୍କେ ସହିତ ପର୍ବତ ଉପରକୁ ଯିବେ ନାହିଁ।

fullscreen3 ମାଶାେ ସଦାପ୍ରଭୁଙ୍କ ନିଯମ ଏବଂ ଆଜ୍ଞା ସମାନଙ୍କେୁ ଜଣାଇଲେ। ଏହାପରେ ସମସ୍ତ ଲୋକ ଏକ ସ୍ବର ରେ କହିଲେ, ସଦାପ୍ରଭୁଙ୍କର ସମସ୍ତ ନିଯମଗୁଡିକ ଆମ୍ଭମାନେେ ପାଳନ କରିବୁ।

fullscreen4 ତେଣୁ ମାଶାେ ସଦାପ୍ରଭୁଙ୍କର ସମସ୍ତ ବାକ୍ଯ ଲେଖିଲେ। ପ୍ରଭାତ ରେ ଉଠି ପର୍ବତ ତଳେ ଏକ ୟଜ୍ଞବଦେୀ ଓ ଇଶ୍ରାୟେଲର ଦ୍ବାଦଶ ବଂଶ ନିମନ୍ତେ ଦ୍ବାଦଶ ସ୍ତମ୍ଭ ନିର୍ମାଣ କଲେ।

fullscreen5 ଏହାପରେ ମାଶାେ ଇଶ୍ରାୟେଲର ୟୁବକମାନଙ୍କୁ ବଳିଦାନ ଉତ୍ସର୍ଗ କରିବା ପାଇଁଁ ପଠାଇଲେ। ସହେି ୟୁବକଗଣ ପରମେଶ୍ବରଙ୍କ ନିକଟରେ ହାମବେଳି ଓ ମଙ୍ଗଳାର୍ଥକ ବଳି ସ୍ବରୂପେ ବୃଷଭମାନଙ୍କୁ ବଳିଦାନ ଦେଲେ।

fullscreen6 ମାଶାେ ସମସ୍ତ ରକ୍ତ ସଂଗ୍ରହ କଲେ, ଏହାର ଅଧା ପାତ୍ର ରେ ରଖିଲେ ଏବଂ ଆଉ ଅର୍ଦ୍ଧକେ ରକ୍ତ ବଦେୀ ଉପରେ ଢାଳିଲେ।

fullscreen7 ମାଶାେ ବିଶଷେ ନିଯମ ଲଖାୟୋଇଥିବା ନଳାକାର ପୁସ୍ତକ ନଇେ ଲୋକମାନଙ୍କ ଆଗ ରେ ପାଠ କଲେ। ସମାନେେ କହିଲେ, ସଦାପ୍ରଭୁ ଯାହାସବୁ କରିଛନ୍ତି ଆମ୍ଭମାନେେ ଏହା କରିବୁ ଏବଂ ଆମ୍ଭମାନେେ ମାନିବୁ।

fullscreen8 ଏହାପରେ ମାଶାେ ସହେି ରକ୍ତ ଲୋକମାନଙ୍କ ଉପରେ ଛିଞ୍ଚିଲେ ଏବଂ କହିଲେ, ଏହାକୁ ଦେଖ, ଏହା ସଦାପ୍ରଭୁ ଓ ତୁମ୍ଭମାନଙ୍କ ସହିତ ହାଇେଥିବା ନିଯମର ରକ୍ତ।

fullscreen9 ମାଶାେ, ହାରୋଣ, ନାଦବ୍, ଅବୀହୂ ଏବଂ ଇଶ୍ରାୟେଲର ସତୁରି ଜଣ ପ୍ରଚୀନବର୍ଗ ପର୍ବତ ଆରୋହଣ କଲେ।

fullscreen10 ଏବଂ ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କୁ ଦେଖିଲେ। ପର୍ବତ ଉପରେ ତାଙ୍କ ପାଦତଳେ ରାସ୍ତା ଉଜ୍ଜଳ ନୀଳକାନ୍ତମଣି ନିର୍ମିତ କାର୍ୟ୍ଯ ତୁଲ୍ଯ ଓ ନିର୍ମଳତା ରେ ଠିକ୍ ନୀଳ ଆକାଶ ପରି ଥିଲା।

fullscreen11 ପରମେଶ୍ବର ଇଶ୍ରାୟେଲର ନେତାଗଣଙ୍କ ବିରୁଦ୍ଧ ରେ ହସ୍ତ ବିସ୍ତାର କଲେ ନାହିଁ। ସମାନେେ ସମସ୍ତେ ପରମେଶ୍ବରଙ୍କୁ ଦର୍ଶନ କଲେ। ଏବଂ ସମାନେେ ଭୋଜନ ଓ ପାନ କଲେ।

1 And he said unto Moses, Come up unto the Lord, thou, and Aaron, Nadab, and Abihu, and seventy of the elders of Israel; and worship ye afar off.

2 And Moses alone shall come near the Lord: but they shall not come nigh; neither shall the people go up with him.

3 And Moses came and told the people all the words of the Lord, and all the judgments: and all the people answered with one voice, and said, All the words which the Lord hath said will we do.

4 And Moses wrote all the words of the Lord, and rose up early in the morning, and builded an altar under the hill, and twelve pillars, according to the twelve tribes of Israel.

5 And he sent young men of the children of Israel, which offered burnt offerings, and sacrificed peace offerings of oxen unto the Lord.

6 And Moses took half of the blood, and put it in basons; and half of the blood he sprinkled on the altar.

7 And he took the book of the covenant, and read in the audience of the people: and they said, All that the Lord hath said will we do, and be obedient.

8 And Moses took the blood, and sprinkled it on the people, and said, Behold the blood of the covenant, which the Lord hath made with you concerning all these words.

9 Then went up Moses, and Aaron, Nadab, and Abihu, and seventy of the elders of Israel:

10 And they saw the God of Israel: and there was under his feet as it were a paved work of a sapphire stone, and as it were the body of heaven in his clearness.

11 And upon the nobles of the children of Israel he laid not his hand: also they saw God, and did eat and drink.

Exodus 24 in Tamil and English

1 ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ହାରୋଣ ସହିତ ନାଦବ୍, ଅବୀହୂ ଏବଂ ଇଶ୍ରାୟେଲର ସତୁରି ଜଣ ପ୍ରାଚୀନବର୍ଗ ସଦାପ୍ରଭୁଙ୍କୁ ଉପାସନା କରିବାକୁ ପର୍ବତ ଆରୋହଣ କରିବ। ତୁମ୍ଭମାନେେ ଦୂରରୁ ମାେତେ ଉପାସନା କରିବ।
And he said unto Moses, Come up unto the Lord, thou, and Aaron, Nadab, and Abihu, and seventy of the elders of Israel; and worship ye afar off.

2 କବଳେ ମାଶାେ ଉପାସନା କରିବାକୁ ସଦାପ୍ରଭୁଙ୍କ ନିକଟକୁ ଆସିବ। ଅନ୍ୟମାନେ ସଦାପ୍ରଭୁଙ୍କ ନିକଟକୁ ଆସିବେ ନାହିଁ। ଏବଂ ଏପରିକି ଲୋକମାନେ ମଧ୍ଯ ମାଶାଙ୍କେ ସହିତ ପର୍ବତ ଉପରକୁ ଯିବେ ନାହିଁ।
And Moses alone shall come near the Lord: but they shall not come nigh; neither shall the people go up with him.

3 ମାଶାେ ସଦାପ୍ରଭୁଙ୍କ ନିଯମ ଏବଂ ଆଜ୍ଞା ସମାନଙ୍କେୁ ଜଣାଇଲେ। ଏହାପରେ ସମସ୍ତ ଲୋକ ଏକ ସ୍ବର ରେ କହିଲେ, ସଦାପ୍ରଭୁଙ୍କର ସମସ୍ତ ନିଯମଗୁଡିକ ଆମ୍ଭମାନେେ ପାଳନ କରିବୁ।
And Moses came and told the people all the words of the Lord, and all the judgments: and all the people answered with one voice, and said, All the words which the Lord hath said will we do.

4 ତେଣୁ ମାଶାେ ସଦାପ୍ରଭୁଙ୍କର ସମସ୍ତ ବାକ୍ଯ ଲେଖିଲେ। ପ୍ରଭାତ ରେ ଉଠି ପର୍ବତ ତଳେ ଏକ ୟଜ୍ଞବଦେୀ ଓ ଇଶ୍ରାୟେଲର ଦ୍ବାଦଶ ବଂଶ ନିମନ୍ତେ ଦ୍ବାଦଶ ସ୍ତମ୍ଭ ନିର୍ମାଣ କଲେ।
And Moses wrote all the words of the Lord, and rose up early in the morning, and builded an altar under the hill, and twelve pillars, according to the twelve tribes of Israel.

5 ଏହାପରେ ମାଶାେ ଇଶ୍ରାୟେଲର ୟୁବକମାନଙ୍କୁ ବଳିଦାନ ଉତ୍ସର୍ଗ କରିବା ପାଇଁଁ ପଠାଇଲେ। ସହେି ୟୁବକଗଣ ପରମେଶ୍ବରଙ୍କ ନିକଟରେ ହାମବେଳି ଓ ମଙ୍ଗଳାର୍ଥକ ବଳି ସ୍ବରୂପେ ବୃଷଭମାନଙ୍କୁ ବଳିଦାନ ଦେଲେ।
And he sent young men of the children of Israel, which offered burnt offerings, and sacrificed peace offerings of oxen unto the Lord.

6 ମାଶାେ ସମସ୍ତ ରକ୍ତ ସଂଗ୍ରହ କଲେ, ଏହାର ଅଧା ପାତ୍ର ରେ ରଖିଲେ ଏବଂ ଆଉ ଅର୍ଦ୍ଧକେ ରକ୍ତ ବଦେୀ ଉପରେ ଢାଳିଲେ।
And Moses took half of the blood, and put it in basons; and half of the blood he sprinkled on the altar.

7 ମାଶାେ ବିଶଷେ ନିଯମ ଲଖାୟୋଇଥିବା ନଳାକାର ପୁସ୍ତକ ନଇେ ଲୋକମାନଙ୍କ ଆଗ ରେ ପାଠ କଲେ। ସମାନେେ କହିଲେ, ସଦାପ୍ରଭୁ ଯାହାସବୁ କରିଛନ୍ତି ଆମ୍ଭମାନେେ ଏହା କରିବୁ ଏବଂ ଆମ୍ଭମାନେେ ମାନିବୁ।
And he took the book of the covenant, and read in the audience of the people: and they said, All that the Lord hath said will we do, and be obedient.

8 ଏହାପରେ ମାଶାେ ସହେି ରକ୍ତ ଲୋକମାନଙ୍କ ଉପରେ ଛିଞ୍ଚିଲେ ଏବଂ କହିଲେ, ଏହାକୁ ଦେଖ, ଏହା ସଦାପ୍ରଭୁ ଓ ତୁମ୍ଭମାନଙ୍କ ସହିତ ହାଇେଥିବା ନିଯମର ରକ୍ତ।
And Moses took the blood, and sprinkled it on the people, and said, Behold the blood of the covenant, which the Lord hath made with you concerning all these words.

9 ମାଶାେ, ହାରୋଣ, ନାଦବ୍, ଅବୀହୂ ଏବଂ ଇଶ୍ରାୟେଲର ସତୁରି ଜଣ ପ୍ରଚୀନବର୍ଗ ପର୍ବତ ଆରୋହଣ କଲେ।
Then went up Moses, and Aaron, Nadab, and Abihu, and seventy of the elders of Israel:

10 ଏବଂ ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କୁ ଦେଖିଲେ। ପର୍ବତ ଉପରେ ତାଙ୍କ ପାଦତଳେ ରାସ୍ତା ଉଜ୍ଜଳ ନୀଳକାନ୍ତମଣି ନିର୍ମିତ କାର୍ୟ୍ଯ ତୁଲ୍ଯ ଓ ନିର୍ମଳତା ରେ ଠିକ୍ ନୀଳ ଆକାଶ ପରି ଥିଲା।
And they saw the God of Israel: and there was under his feet as it were a paved work of a sapphire stone, and as it were the body of heaven in his clearness.

11 ପରମେଶ୍ବର ଇଶ୍ରାୟେଲର ନେତାଗଣଙ୍କ ବିରୁଦ୍ଧ ରେ ହସ୍ତ ବିସ୍ତାର କଲେ ନାହିଁ। ସମାନେେ ସମସ୍ତେ ପରମେଶ୍ବରଙ୍କୁ ଦର୍ଶନ କଲେ। ଏବଂ ସମାନେେ ଭୋଜନ ଓ ପାନ କଲେ।
And upon the nobles of the children of Israel he laid not his hand: also they saw God, and did eat and drink.