Ephesians 6

fullscreen5 ହେ ଦାସମାନେ ! ପୃଥିବୀ ରେ ତୁମ୍ଭ ମାଲିକମାନଙ୍କର ଆଜ୍ଞା, ଭୟ ଓ ସମ୍ମାନ ସହିତ, ନିଷ୍ଠାପୂର୍ଣ୍ଣ ହୃଦୟ ରେ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କଲା ଭଳି ତୁମ୍ଭେ ଏହା କର।

fullscreen6 ମାଲିକ ଉପସ୍ଥିତ ଥିଲା ବେଳେ ତୁମ୍ଭେ ସମାନଙ୍କେୁ ଖୁସି କରିବା ପାଇଁ କବଳେ ଆଜ୍ଞା ପାଳନ କଲେ ହବେ ନାହିଁ, ମାତ୍ର ତାହାଠାରୁ ଆହୁରି ଅଧିକ କାର୍ୟ୍ଯ ବିଶ୍ବସ୍ତ ଭାବରେ ସବୁ ସମୟରେ କରିବାକୁ ହବେ। ତୁମ୍ଭେ ଯେପରି ଖ୍ରୀଷ୍ଟଙ୍କର ବାଧ୍ଯ ହାଇେଛ, ଠିକ୍ ସହେିପରି ନିଜ ମାଲିକମାନଙ୍କର ମଧ୍ଯ ବାଧ୍ଯ ହବେ। ସମ୍ପୂର୍ଣ୍ଣ ହୃଦୟର ସହିତ ଯାହା ପରମେଶ୍ବର ଚାହାଁନ୍ତି, ତୁମ୍ଭେ ତାହା କରିବ।

fullscreen7 ତୁମ୍ଭର ସମସ୍ତ କର୍ତ୍ତବ୍ଯକୁ ଖୁସି ମନ ରେ କର ଓ ଏପରି ଭାବରେ କାର୍ୟ୍ଯ କର ଯେପରି ତୁମ୍ଭମାନେେ କବଳେ ମଣିଷମାନଙ୍କର ନୁହେଁ ବରଂ ପ୍ରଭୁଙ୍କ ସବୋ ମଧ୍ଯ କରୁଛ।

fullscreen8 ମନରେଖ, ପ୍ରେତ୍ୟକକ ବ୍ଯକ୍ତିଙ୍କୁ ସମସ୍ତ ଉତ୍ତମ କାର୍ୟ୍ଯ କରିଥିବା ହତେୁ ପରମେଶ୍ବର ପୁରସ୍କାର ଦବେେ। ଦାସ ହେଉ କି ସ୍ବାଧୀନ ହେଉ, ପ୍ରେତ୍ୟକକ ବ୍ଯକ୍ତି ନିଜର ଉତ୍ତମ କାର୍ୟ୍ଯ ନିମନ୍ତେ ପୁରସ୍କୃତ ହବେ।

fullscreen9 ହେ ମାଲିକଗଣ ! ଠିକ୍ ସହେି ଭଳି ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ଯବହାର କର। ତାହାଙ୍କୁ ଧମକ ଦଇେ ଭୟଭୀତ କଲା ଭଳି କଥା କୁହ ନାହିଁ। ତୁମ୍ଭେ ଜାଣ ଯେ, ତୁମ୍ଭର ଓ ତାହାଙ୍କର ସହେି ସମାନ ମାଳିକ ଯେ କି ସ୍ବର୍ଗ ରେ ଅଛନ୍ତି। ସହେି ମାଲିକ (ପରମେଶ୍ବର) କୌଣସି ପକ୍ଷପାତ ବିଚାର କରନ୍ତି ନାହିଁ।

5 Servants, be obedient to them that are your masters according to the flesh, with fear and trembling, in singleness of your heart, as unto Christ;

6 Not with eyeservice, as menpleasers; but as the servants of Christ, doing the will of God from the heart;

7 With good will doing service, as to the Lord, and not to men:

8 Knowing that whatsoever good thing any man doeth, the same shall he receive of the Lord, whether he be bond or free.

9 And, ye masters, do the same things unto them, forbearing threatening: knowing that your Master also is in heaven; neither is there respect of persons with him.

Ephesians 6 in Tamil and English

5 ହେ ଦାସମାନେ ! ପୃଥିବୀ ରେ ତୁମ୍ଭ ମାଲିକମାନଙ୍କର ଆଜ୍ଞା, ଭୟ ଓ ସମ୍ମାନ ସହିତ, ନିଷ୍ଠାପୂର୍ଣ୍ଣ ହୃଦୟ ରେ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କଲା ଭଳି ତୁମ୍ଭେ ଏହା କର।
Servants, be obedient to them that are your masters according to the flesh, with fear and trembling, in singleness of your heart, as unto Christ;

6 ମାଲିକ ଉପସ୍ଥିତ ଥିଲା ବେଳେ ତୁମ୍ଭେ ସମାନଙ୍କେୁ ଖୁସି କରିବା ପାଇଁ କବଳେ ଆଜ୍ଞା ପାଳନ କଲେ ହବେ ନାହିଁ, ମାତ୍ର ତାହାଠାରୁ ଆହୁରି ଅଧିକ କାର୍ୟ୍ଯ ବିଶ୍ବସ୍ତ ଭାବରେ ସବୁ ସମୟରେ କରିବାକୁ ହବେ। ତୁମ୍ଭେ ଯେପରି ଖ୍ରୀଷ୍ଟଙ୍କର ବାଧ୍ଯ ହାଇେଛ, ଠିକ୍ ସହେିପରି ନିଜ ମାଲିକମାନଙ୍କର ମଧ୍ଯ ବାଧ୍ଯ ହବେ। ସମ୍ପୂର୍ଣ୍ଣ ହୃଦୟର ସହିତ ଯାହା ପରମେଶ୍ବର ଚାହାଁନ୍ତି, ତୁମ୍ଭେ ତାହା କରିବ।
Not with eyeservice, as menpleasers; but as the servants of Christ, doing the will of God from the heart;

7 ତୁମ୍ଭର ସମସ୍ତ କର୍ତ୍ତବ୍ଯକୁ ଖୁସି ମନ ରେ କର ଓ ଏପରି ଭାବରେ କାର୍ୟ୍ଯ କର ଯେପରି ତୁମ୍ଭମାନେେ କବଳେ ମଣିଷମାନଙ୍କର ନୁହେଁ ବରଂ ପ୍ରଭୁଙ୍କ ସବୋ ମଧ୍ଯ କରୁଛ।
With good will doing service, as to the Lord, and not to men:

8 ମନରେଖ, ପ୍ରେତ୍ୟକକ ବ୍ଯକ୍ତିଙ୍କୁ ସମସ୍ତ ଉତ୍ତମ କାର୍ୟ୍ଯ କରିଥିବା ହତେୁ ପରମେଶ୍ବର ପୁରସ୍କାର ଦବେେ। ଦାସ ହେଉ କି ସ୍ବାଧୀନ ହେଉ, ପ୍ରେତ୍ୟକକ ବ୍ଯକ୍ତି ନିଜର ଉତ୍ତମ କାର୍ୟ୍ଯ ନିମନ୍ତେ ପୁରସ୍କୃତ ହବେ।
Knowing that whatsoever good thing any man doeth, the same shall he receive of the Lord, whether he be bond or free.

9 ହେ ମାଲିକଗଣ ! ଠିକ୍ ସହେି ଭଳି ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ଯବହାର କର। ତାହାଙ୍କୁ ଧମକ ଦଇେ ଭୟଭୀତ କଲା ଭଳି କଥା କୁହ ନାହିଁ। ତୁମ୍ଭେ ଜାଣ ଯେ, ତୁମ୍ଭର ଓ ତାହାଙ୍କର ସହେି ସମାନ ମାଳିକ ଯେ କି ସ୍ବର୍ଗ ରେ ଅଛନ୍ତି। ସହେି ମାଲିକ (ପରମେଶ୍ବର) କୌଣସି ପକ୍ଷପାତ ବିଚାର କରନ୍ତି ନାହିଁ।
And, ye masters, do the same things unto them, forbearing threatening: knowing that your Master also is in heaven; neither is there respect of persons with him.