କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:4 in Oriya

ଓଡିଆ ଓଡିଆ ବାଇବେଲ କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2 କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:4

Colossians 2:4
ମାରେ ଏପରି କହିବା ଉଦ୍ଦେଶ୍ଯ ଯେ ତୁମ୍ଭମାନଙ୍କୁ ଯେପରି କହେି ଭଲ ବୋଲି ଜଣା ପଡ଼ୁଥିବା ଅସତ୍ଯ ଶିକ୍ଷା ଦ୍ବାରା ବିଭ୍ରାନ୍ତ କରି ନ ଦେଉ।

Colossians 2:3Colossians 2Colossians 2:5

Colossians 2:4 in Other Translations

King James Version (KJV)
And this I say, lest any man should beguile you with enticing words.

American Standard Version (ASV)
This I say, that no one may delude you with persuasiveness of speech.

Bible in Basic English (BBE)
I say this so that you may not be turned away by any deceit of words.

Darby English Bible (DBY)
And I say this to the end that no one may delude you by persuasive speech.

World English Bible (WEB)
Now this I say that no one may delude you with persuasiveness of speech.

Young's Literal Translation (YLT)
and this I say, that no one may beguile you in enticing words,

And
ΤοῦτοtoutoTOO-toh
this
δὲdethay
I
say,
λέγωlegōLAY-goh

ἵναhinaEE-na
lest
μηmay
man
any
τιςtistees
should
beguile
ὑμᾶςhymasyoo-MAHS
you
παραλογίζηταιparalogizētaipa-ra-loh-GEE-zay-tay
with
ἐνenane
enticing
words.
πιθανολογίᾳpithanologiapee-tha-noh-loh-GEE-ah

Cross Reference

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:6
ମିଥ୍ଯାକଥା କହି କହେି ତୁମ୍ଭକୁ ପ୍ରତାରଣା ନ କରୁ। ଏ ବିଷୟ ରେ ସଚତନେ ରୁହ। ଯେଉଁମାନେ ଅବାଧ୍ଯ ହାଇେ ଏ ସମସ୍ତ ମନ୍ଦ କର୍ମ କରନ୍ତି, ସମାନଙ୍କେ ଉପରେ ପରମେଶ୍ବର କୋରଧାନ୍ବିତ ହୁଅନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:18
ଏହି ଲୋକମାନଙ୍କ ଠାରୁ ଦୂର ରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସବୋ ନକରି କବଳେ ନିଜ ସୁଖ ରେ ମାତି ଥାନ୍ତି। ସମାନେେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁ ମାନେ ମନ୍ଦ ବିଷୟ ରେ ଜାଣି ନାହାଁନ୍ତି, ସମାନଙ୍କେୁ ଭୁଲାନ୍ତି।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 1:10
ଅନକେ ଲୋକ ଏପରି ଅଛନ୍ତି, ଯେଉଁମାନେ ମାନିବାକୁ ମନା କରନ୍ତି, ଅବାନ୍ତର କଥାମାନ କୁହନ୍ତି ଓ ଅନ୍ୟ ଲୋକମାନଙ୍କୁ ଭୁଲ ବାଟରେ ପରିଚାଳିତ କରନ୍ତି। ମୁଁ ବିଶଷେ ଭାବରେ ସେ ଲୋକମାନଙ୍କ ବିଷୟ ରେ କହୁଛି, ଯେଉଁମାନେ ସମସ୍ତ ଅଣଯିହୂଦୀମାନଙ୍କୁ ସୁନ୍ନତ ହବୋପାଇଁ କହନ୍ତି।

ପିତରଙ୍କ ପ୍ରଥମ ପତ୍ 2:1
ଅନ୍ୟ ଲୋକମାନଙ୍କୁ ଆଘାତ କଲାଭଳି କୌଣସି କାମ କର ନାହିଁ। ମିଛ କୁହ ନାହିଁ, ଲୋକଙ୍କୁ ଠକ ନାହିଁ, ଈର୍ଷାନ୍ବିତ ହୁଅ ନାହିଁ, ଲୋକମାନଙ୍କର ନିନ୍ଦା କର ନାହିଁ। ନିଜ ଜୀବନରୁ ଏଗୁଡ଼ିକୁ ଦୂର କର।

ଯୋହନଙ୍କ ପ୍ରଥମ ପତ୍ର 2:18
ପିଲାମାନେ ! ବର୍ତ୍ତମାନ ଶଷେକାଳ ଆସି ପହଞ୍ଚିଲାଣି। ତୁମ୍ଭେ ଯେପରି ଶୁଣିଥିଲ, ଖ୍ରୀଷ୍ଟଙ୍କ ଶତ୍ରୁ ଆସୁଛନ୍ତି, ଏବେ ସହେିପରି ଅନକେ ସଂଖ୍ଯା ରେ ଖ୍ରୀଷ୍ଟ ବିରୋଧୀମାନେ ଦଖାେ ଦେଲଣେି। ଏଥିରୁ ଆମ୍ଭେ ଜାଣି ପାରୁଛୁ ଯେ, ପ୍ରକୃତ ରେ ଶଷେ କାଳ ଆସି ପହଞ୍ଚିଛି।

ଯୋହନଙ୍କ ପ୍ରଥମ ପତ୍ର 2:26
ଯେଉଁମାନେ ତୁମ୍ଭମାନଙ୍କୁ ଭୁଲ ପଥରେ କଢ଼ାଇ ନବୋକୁ ଚେଷ୍ଟା କରୁଛନ୍ତି, ସମାନଙ୍କେ ବିଷୟ ରେ ମୁଁ ତୁମ୍ଭମାନଙ୍କୁ ଏହି କଥା ଲେଖୁଛି।

ଯୋହନଙ୍କ ପ୍ରଥମ ପତ୍ର 4:1
ପ୍ରିୟ ବନ୍ଧୁମାନେ, ଏ ଜଗତର ଚାରିଆଡ଼େ ବହୁତ ଭଣ୍ଡ ଭାବବାନୀ ବର୍ତ୍ତମାନ ଅଛନ୍ତି। ତେଣୁ ପ୍ରେତ୍ୟକକ ଆତ୍ମାକୁ ବିଶ୍ବାସ କର ନାହିଁ, ବରଂ ସମାନେେ ପରମେଶ୍ବରଙ୍କଠାରୁ ଆଗତ କି ନା, ଏହା ପରୀକ୍ଷା କରି ଦେଖ।

ଯୋହନଙ୍କ ଦିତୀୟ ପତ୍ 1:7
ଏ ଜଗତ ରେ ବର୍ତ୍ତମାନ ଅନକେ ଭଣ୍ଡ ଶିକ୍ଷକ ବାହାରିଲଣେି। ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆସିଛନ୍ତି, ଏହା ସମାନେେ ଅସ୍ବୀକାର କରନ୍ତି। ଏହି ସତ୍ଯକୁ ଅସ୍ବୀକାର କରୁଥିବା ପ୍ରେତ୍ୟକକ ବ୍ଯକ୍ତି ଜଣେ ଜଣେ ଭଣ୍ଡ ଶିକ୍ଷକ ଓ ଖ୍ରୀଷ୍ଟଙ୍କର ଶତ୍ରୁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:9
ବିଶାଳ ସାପକୁ ସ୍ବର୍ଗରୁ ପୃଥିବୀ ରେ ନିକ୍ଷପେ କରାଗଲା। ( ସହେି ବିଶାଳ ସାପ ହେଉଛି ସହେି ଅତୀତର ପୁରୁଣା ସାପ, ଯାହାକୁ ଶୟତାନ କୁହାୟାଏ। ସେ ପୃଥିବୀ ବାସୀଙ୍କୁ ଭୁଲ ରାସ୍ତା ରେ ନିଏ। ସାପକୁ ତା'ର ଦୂତମାନଙ୍କ ସହିତ ସଦଳବଳ ରେ ପୃଥିବୀ ରେ ନିକ୍ଷପେ କରାଗଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:8
ପୃଥିବୀ ରେ ରହୁଥିବା ସମସ୍ତ ଲୋକମାନେ ସହେି ପଶୁକୁ ପୂଜା କରିବେ। ପୃଥିବୀ ଆରମ୍ଭରୁ ଏହି ଲୋକମାନଙ୍କର ନାମ ମଷେଶାବକଙ୍କ ଜୀବନ ପୁସ୍ତକରେ ଲଖାେ ହାଇନୋହିଁ। ଏହି ମଷେଶାବକଙ୍କୁ ବଧ କରାଯାଇଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:3
ସେ ତାହାକୁ ଗଭୀରତମ ଗହ୍ବର ରେ ଫୋପାଡ଼ି ଦେଲେ ଓ ତାହାକୁ ବନ୍ଦ କରି ଦେଲେ। ଦୂତ ସହେି ଗହ୍ବରକୁ ବନ୍ଦ କରି ମୁଦ୍ରା ବସାଇଲେ, ଯେପରି ସେ ହଜାରବର୍ଷ ପୂର୍ଣ୍ଣ ହବୋପର୍ୟ୍ଯନ୍ତ ଲୋକମାନଙ୍କୁ ଭ୍ରାନ୍ତ କରିପାରିବ ନାହିଁ। ଏକ ହଜାର ବର୍ଷ ପରେ ତାହାକୁ ଖୁବ୍ ଅଳ୍ପ ସମୟ ପାଇଁ ମୁକ୍ତ କରାୟିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:8
ସେ ପୃଥିବୀର ଚାରିକୋଣରୁ ଯାଇ ସବୁ ଦେଶମାନଙ୍କୁ ଭ୍ରାନ୍ତ କରିବ, ଓ ସହେି ସମୁଦ୍ରର ବାଲି ପରି ଅସଂଖ୍ଯ ଗୋଗ୍ ଓ ମାଗୋଗ୍ଙ୍କୁ ଏକତ୍ର କରି ୟୁଦ୍ଧ କରିବାକୁ ବାହାରିବ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:13
ସମାନେେ ଅନ୍ୟମାନଙ୍କୁ ଭ୍ରାନ୍ତ କରାଇବେ ଓ ନିଜେ ଭ୍ରାନ୍ତ ହବେେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:16
ପରମେଶ୍ବରଙ୍କଠାରୁ ଆସି ନ ଥିବା ନିରର୍ଥକ କଥାଗୁଡ଼ିକ କହୁଥିବା ଲୋକଙ୍କଠାରୁ ଦୂର ରେ ରୁହ। ସଭେଳି କଥା ପରମେଶ୍ବରଙ୍କଠାରୁ ଅଧିକରୁ ଅଧିକ ଦୂ ରଇେ ନବେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:1
ପବିତ୍ର ଆତ୍ମା ସ୍ପଷ୍ଟ ଭାବରେ କୁହନ୍ତି ଯେ ପରବର୍ତ୍ତୀ କାଳ ରେ କେତେ ଲୋକ ସତ୍ଯ ବିଶ୍ବାସକୁ ପରିତ୍ଯାଗ କରିବେ। ସମାନେେ ସମାନଙ୍କେୁ ପ୍ରତାରଣା କରୁଥିବା ଦୁଷ୍ଟାତ୍ମାମାନଙ୍କ ଉପଦେଶଗୁଡ଼ିକୁ ମାନିବେ।

ମାଥିଉଲିଖିତ ସୁସମାଚାର 24:24
ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ଯଦ୍ବକ୍ତାମାନେ ବାହାରିବେ। ସମାନେେ ବହୁତ ବଡ଼ ବଡ଼ ଆଶ୍ଚର୍ୟ୍ଯଜନକ କାମ କରିବେ ଓ ଚ଼ମତ୍କାର ପ୍ରତର୍ଶନ କରିବେ। ଯଦି ସମ୍ଭବ ହୁଏ, ତବେେ ପରମେଶ୍ବରଙ୍କ ଦ୍ବାରା ମନୋନୀତ ଲୋକମାନଙ୍କୁ ମଧ୍ଯ ସମାନେେ ବୋକା ବନଇେ ଦବୋକୁ ଚେଷ୍ଟା କରିବେ।

ମାର୍କଲିଖିତ ସୁସମାଚାର 13:22
ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭବିଷ୍ଯଦ୍ବକ୍ତାମାନେ ଦଖାେ ଦବେେ ସମାନେେ ଅଦ୍ଭୁତ କାମ ଓ ଆଶ୍ଚର୍ୟ୍ଯକାର୍ୟ୍ଯ କରିବେ। ସମ୍ଭବ ହେଲେ, ପରମେଶ୍ବର ବାଛିଥିବା ଲୋକମାନଙ୍କୁ ସମାନେେ ପ୍ରତାରଣା କରିବା ପାଇଁ ଚେଷ୍ଟା କରିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:30
ଏପରିକି ତୁମ୍ଭମାନଙ୍କ ଭିତରୁ ମଧ୍ଯ କେତଜେଣ ଲୋକ ବାହାରିବେ ଓ ଭୁଲ କଥା ଉପଦେଶ ଦଇେ ଶିଷ୍ଯମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 2:4
ମାରେକଥା ଓ ଶିକ୍ଷା ଲୋକଙ୍କୁ ପ୍ରବର୍ତ୍ତାଇବା ଭଳି ଜାଗତିକ ଜ୍ଞାନର କଥା ନ ଥିଲା। ମାତ୍ର ମାହୋର ଶିକ୍ଷା ପବିତ୍ରଆତ୍ମାଙ୍କ ଦତ୍ତ ଶକ୍ତିର ପ୍ରମାଣ ଅଟେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:3
ସେ କବଳେ ତୁମ୍ଭମାନଙ୍କର ସ୍ବାମୀ ହବେେ। କିନ୍ତୁ ମୁଁ ଭୟ କରୁଛି ଯେ, ଯେପରି ହବ୍ବା ସର୍ପର ପ୍ରବଞ୍ଚନା ଦ୍ବାରା ପ୍ରଭାବିତ ହାଇେଥିଲା, ସହେି ଭଳି ତୁମ୍ଭମାନଙ୍କ ମନ ମଧ୍ଯ ଖ୍ରୀଷ୍ଟଙ୍କ ପ୍ରତି ସତ୍ଯ ଓ ପବିତ୍ର ସମର୍ପଣ ଠାରୁ ଦୂରକୁ ଚାଲି ୟିବ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:11
ମୁଁ କାହିଁକି ତୁମ୍ଭମାନଙ୍କ ପାଇଁ ବୋଝ ହେଉ ନାହିଁ ? ଏହା କ'ଣ ଏଥିପାଇଁ ଯେ ମୁଁ ତୁମ୍ଭମାନଙ୍କୁ ଭଲ ପାଏ ନାହିଁ ? ନା, ପରମେଶ୍ବର ଜାଣନ୍ତି ଯେ, ମୁଁ ତୁମ୍ଭମାନଙ୍କୁ ଭଲ ପାଏ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:4
ଆମ୍ଲଭ ଏହି ସମସ୍ଯା ବିଷୟସର କଥାବାର୍ତ୍ତାସହବାକୁ ଆବଶ୍ଯକ ମଲନ କରୁଥିଲୁ। କାରଣ ଆମ୍ଭ ଦଳ ଭିତରକୁସକଲତକ ଭଣ୍ତ ଭାଇ ଲୁଚିଛପି ପଶି ଆସିଥିଲଲ, ଓ ଯୀଶୁଖ୍ରୀଷ୍ଟଙ୍କଠାସର ଥିବା ଆମ୍ଭର ସ୍ବାଧୀନତା ଉପଲର ଗୋଇନ୍ଦାଗିରି କରି ଆମ୍ଭକୁ ଦାସ କରି ରଖିବାକୁସଚଷ୍ଟା କରୁଥିଲଲ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:14
ତା ହେଲେ ଆମ୍ଭେ ଆଉ ଶିଶୁ ହାଇେ ରହିବା ନାହିଁ। ସମୁଦ୍ର ରେ ଜାହାଜ ଲହରୀ ହତେୁ ସ୍ଥାନ ପରିବର୍ତ୍ତନ କଲା ଭଳି ଆମ୍ଭକୁ ପ୍ରତାରଣା କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କର ପ୍ରେତ୍ୟକକ ପ୍ରକାରର ନୂତନ ଉପଦେଶ ଦ୍ବାରା ଆମ୍ଭେ ଏଣତେଣେେ ଆଉ ଭାସି ୟିବା ନାହିଁ। ଏଭଳି ଲୋକେ ମନ୍ଦ ରାସ୍ତା ଗ୍ରହଣ କରିବା ପାଇଁ ଲୋକଙ୍କୁ ଛଳ ଓ ଧୂର୍ତ୍ତ ଯୋଜନା ରେ ଛନ୍ଦନ୍ତି,

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:8
ସାବଧାନ ରୁହ, ଯେପରି କହେି ତୁମ୍ଭକୁ ଅନର୍ଥକ, ଅସତ୍ଯ ଚିନ୍ତାଧାରା ଓ ବାକ୍ଯ ଦ୍ବାରା ଭ୍ରାନ୍ତ ନ କରୁ। ଏହିଭଳି ଧାରଣାସବୁ ଖ୍ରୀଷ୍ଟଙ୍କଠାରୁ ନୁହେଁ, ମନୁଷ୍ଯଠାରୁ ଉତ୍ପନ୍ନ ହୁଏ। ଏହି ଧାରଣାଗୁଡ଼ିକ ହେଉଛି ସଂସାରର ଲୋକମାନଙ୍କର ମୂଲ୍ଯହୀନ ଧାରଣା।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:18
କେତକେ ଲୋକ, ନିଜକୁ ନମ୍ର ବୋଲି ଦଖାେନ୍ତି ଓ ସ୍ବର୍ଗଦୂତମାନଙ୍କୁ ପୂଜା କରିବାକୁ ଭଲ ପାଆନ୍ତି। ସମାନେେ ସବୁବେଳେ ଦେଖିଥିବା ଦର୍ଶନ ବିଷୟ ରେ କଥାବାର୍ତ୍ତା କରନ୍ତି। ଏଭଳି ଲୋକଙ୍କୁ କହିବାକୁ ପ୍ରଶ୍ରୟ ଦିଅ ନାହିଁ ଯେ, ତୁମ୍ଭମାନେେ ଦର୍ଶନ କରୁ ନାହଁ, ସ୍ବର୍ଗଦୂତମାନଙ୍କ ପୂଜା କରୁ ନାହଁ, ସେଥିପାଇଁ ତୁମ୍ଭେ ଭୁଲ୍ । ଏହି ଲୋକ ପ୍ରକୃତ ରେ କବଳେ ମନୁଷ୍ଯମାନଙ୍କ ବିଚାର ରେ ବୁଡ଼ି ରହିଥିବାରୁ ଓ ପରମେଶ୍ବରଙ୍କ କଥା ବିଚାର ନ କରୁଥିବାରୁ ବୃଥା ରେ ଗର୍ବ କରନ୍ତି।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:9
ତା'ର ମହାନ ଶକ୍ତି ଥିବ ଓ ସେ ଅସତ୍ଯ ଆଧାରିତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ଚିହ୍ନ ଓ ଅଦ୍ଭୁତ କାର୍ୟ୍ଯମାନ ଘଟାଇବ।

ମାଥିଉଲିଖିତ ସୁସମାଚାର 24:4
ଯୀଶୁ ଉତ୍ତର ଦେଲେ, ମାବଧାନ ହୁଅ, ତୁମ୍ଭମାନଙ୍କୁ ୟପରି କହେି ପଥଭ୍ରଷ୍ଟ ନକରେ।