ଆମୋଷ 5:10 in Oriya

ଓଡିଆ ଓଡିଆ ବାଇବେଲ ଆମୋଷ ଆମୋଷ 5 ଆମୋଷ 5:10

Amos 5:10
ସହରର ଫାଟକରେ ତୁମ୍ଭେ ଭବିଷ୍ଯତବକ୍ତା ଦ୍ବାରା ଉଚ୍ଛନ୍ନ ହବୋକୁ ଘୃଣା କର। ତୁମ୍ଭେ ସଚ୍ଚୋଟ ବାକ୍ଯକୁ ମଧ୍ଯ ଘୃଣା କର।

Amos 5:9Amos 5Amos 5:11

Amos 5:10 in Other Translations

King James Version (KJV)
They hate him that rebuketh in the gate, and they abhor him that speaketh uprightly.

American Standard Version (ASV)
They hate him that reproveth in the gate, and they abhor him that speaketh uprightly.

Bible in Basic English (BBE)
They have hate for him who makes protest against evil in the public place, and he whose words are upright is disgusting to them.

Darby English Bible (DBY)
They hate him that reproveth in the gate, and they abhor him that speaketh uprightly.

World English Bible (WEB)
They hate him who reproves in the gate, And they abhor him who speaks blamelessly.

Young's Literal Translation (YLT)
They have hated a reprover in the gate, And a plain speaker they abominate.

They
hate
שָׂנְא֥וּśonʾûsone-OO
him
that
rebuketh
בַשַּׁ֖עַרbaššaʿarva-SHA-ar
gate,
the
in
מוֹכִ֑יחַmôkîaḥmoh-HEE-ak
and
they
abhor
וְדֹבֵ֥רwĕdōbērveh-doh-VARE
him
that
speaketh
תָּמִ֖יםtāmîmta-MEEM
uprightly.
יְתָעֵֽבוּ׃yĕtāʿēbûyeh-ta-ay-VOO

Cross Reference

ଯିଶାଇୟ 29:21
ସମାନେେ କଥା ରେ ଉତ୍ତମ ଲୋକଙ୍କୁ ଦୋଷୀ କରନ୍ତି। ନଗର ଦ୍ବାର ରେ ଦୋଷୟୁକ୍ତ କରିବାକୁ ଫାନ୍ଦ ବସାନ୍ତି ଓ ଅକାରଣ ରେ ଧାର୍ମିକ ପ୍ରତି ଅନ୍ଯାଯ କରନ୍ତି।

ପ୍ରଥମ ରାଜାବଳୀ 22:8
ତହୁଁ ଆହାବ୍ କହିଲେ, ଅନ୍ୟ ଜଣେ ଭବିଷ୍ଯଦ୍ବକ୍ତା ଏଠା ରେ ଅଛନ୍ତି, ଯାହାଙ୍କୁ ଆମ୍ଭେ ପରମେଶ୍ବରଙ୍କର ବାକ୍ଯ ବିଷଯ ରେ ପଗ୍ଭରି ପାରୁ। ସେ ଇମ୍ଲର ପୁତ୍ର ମୀଖାଯ। କିନ୍ତୁ ମୁଁ ତାକୁ ଘୃଣା କରେ। କାରଣ ସେ ସର୍ବଦା ମାେ ବିରୁଦ୍ଧ ରେ ଭବିଷ୍ଯତବାଣୀ କ ହେ। ସେ କବେେ ମାରେ ମଙ୍ଗଳ କଥା କ ହେ ନାହିଁ।

ଯିରିମିୟ 17:16
ମାେ ନିମନ୍ତେ ତୁମ୍ଭ ପ ରେ ଅନିଷ୍ଟ ଦେଖିବା ପାଇଁ ବଗଗୋମୀ ନ ଥିଲି କିଅବା ମୁଁ ସହେି ବିଭୀଷିକାମଯ ଦିନ ଆସୁ ବୋଲି ଚାହୁଁ ନାହିଁ। ମାେ ଓଷ୍ଠକୁ ଯାହା ନିର୍ଗତ ହେଲା, ତାହା ତୁମ୍ଭ ସମ୍ମୁଖ ରେ ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:10
ସମାନଙ୍କେର ମୃତ୍ଯୁ ରେ ପୃଥିବୀର ଲୋକେ ଖୁସି ହବେେ। ସମାନେେ ଭୋଜି କରିବେ ଓ ପରସ୍ପର ଭିତ ରେ ଉପହାର ଦିଆନିଆ କରିବେ। ସମାନେେ ଏପରି କରିବେ, କାରଣ ଏହି ଦୁଇଜଣ ସାକ୍ଷୀ ପୃଥିବୀବାସୀଙ୍କୁ ବହୁତ ୟନ୍ତ୍ରଣା ଦଇେଥିଲେ।

ଯୋହନଲିଖିତ ସୁସମାଚାର 15:22
ମୁଁ ଯଦି ଆସି ନଥାନ୍ତି ଓ ଏଜଗତର ଲୋକମାନଙ୍କୁ କହିନଥାନ୍ତି, ତବେେ ସମାନେେ ପାପରେ ଦୋଷୀ ବୋଲି ବିବଚେିତ ହୁଅନ୍ତେ ନାହିଁ। କିନ୍ତୁ ମୁଁ ବର୍ତ୍ତମାନ ସମାନଙ୍କେୁ କହିଛି। ତେଣୁ ତାହାଙ୍କ ପାପ ପାଇଁ ସମାନଙ୍କେ ପାଖ ରେ କୌଣସି ଆଳ ନାହିଁ।

ଯୋହନଲିଖିତ ସୁସମାଚାର 15:19
ତୁମ୍ଭମାନେେ ଯଦି ଏ ଜଗତର ହାଇେଥାଆନ୍ତ, ତବେେ ସଂସାର ତୁମ୍ଭମାନଙ୍କୁ ଭଲ ପାଉଥାଆନ୍ତା, ଯେପରି ଏହା ନିଜ ଲୋକକୁ ଭଲ ପାଏ। କିନ୍ତୁ ମୁଁ ତୁମ୍ଭକୁ ଜଗତ ଭିତରୁ ବାଛିଛି। ତେଣୁ ତୁମ୍ଭେ ଏ ଜଗତର ନୁହଁ। ସେଥିପାଇଁ ଜଗତ ତୁମ୍ଭକୁ ଘୃଣା କରେ।

ଯୋହନଲିଖିତ ସୁସମାଚାର 8:45
ମୁଁ ସତ୍ଯ କ ହେ। ସେଥିପାଇଁ ତୁମ୍ଭେ ମାେତେ ବିଶ୍ବାସ କରୁନାହଁ।

ଯୋହନଲିଖିତ ସୁସମାଚାର 7:7
ସଂସାର ତୁମ୍ଭକୁ ଘୃଣା କରି ପାରିବ ନାହିଁ। ସଂସାର ମାେତେ ଘୃଣା କରେ, କାରଣ ମୁଁ ଜଗତର ଲୋକମାନଙ୍କୁ ସମାନଙ୍କେର କାର୍ୟ୍ଯଗୁଡିକ ମନ୍ଦ ବୋଲି କ ହେ।

ଯୋହନଲିଖିତ ସୁସମାଚାର 3:20
ମନ୍ଦକାର୍ୟ୍ଯ କରୁଥିବା ପ୍ରେତ୍ୟକକ ଲୋକ ଆଲୋକକୁ ଘୃଣା କରେ। ସେ କବେେ ଆଲୋକକୁ ଆସିବ ନାହିଁ କାରଣ ଆଲୋକ ତା'ର କୃତ ସମସ୍ତ ମନ୍ଦକାର୍ୟ୍ଯ ଗୁଡିକୁ ଦଖାଇେ ଦବେ।

ଆମୋଷ 7:10
ବୈଥଲରେ ଯାଜକ ଅମତ୍ସିଯ ଏହି ବାର୍ତ୍ତା ଇଶ୍ରାୟେଲର ରାଜା ୟାରବିଯାମଙ୍କୁ ପଠାଇଲେ, ଆମାଷେ ତୁମ୍ଭ ବିରୁଦ୍ଧ ରେ ଇଶ୍ରାୟେଲୀୟମାନଙ୍କ ମଧିଅରେ ଚକ୍ରାନ୍ତ କରୁଛନ୍ତି। ସେ ଏତେ ଅଧିକ କହୁଛନ୍ତି ଯେ ଦେଶ ତାହା ସହି ପାରୁନାହିଁ।

ଯିରିମିୟ 20:7
ହେ ସଦାପ୍ରଭୁ, ତୁମ୍ଭେ ମାେତେ ତୁମ୍ଭର ଭବିଷ୍ଯଦବକ୍ତା ହବୋରୁ ବିପଥଗାମୀ କରାଇଲ ଓ ମୁଁ ପ୍ରଚାରିତ ହଲିେ। ତୁମ୍ଭେ ମାଠାରୁେ ଶକ୍ତିଶାଳୀ, ଯେଉଁଥିପାଇଁ ମାେ'ଠାରୁ ଜଯ କରିଅଛ। ମୁଁ ଦିନୟାକ ଉପହାସର ପାତ୍ର ହାଇେଅଛି, ସମସ୍ତେ ମାେତେ ପରିହାସ କରୁଛନ୍ତି।

ହିତୋପଦେଶ 9:7
ଜଣେ ୟିଏ ଗୋଟିଏ ମନୁଷ୍ଯକୁ ଭତ୍ସନା କରେ, ୟିଏ ଅନ୍ୟମାନଙ୍କୁ ଅପମାନିତ କରେ, ସେ ନିଜେ ଅପମାନ ପାଇବ। ଯେ ଦୁଷ୍ଟକୁ ଗାଳି ଦିଏ, ସେ ନିଜେ କଳଙ୍କ ପାଏ।

ଦିତୀୟ ବଂଶାବଳୀ 36:16
କିନ୍ତୁ ଲୋକମାନେ ପରମେଶ୍ବରଙ୍କ ଦୂତମାନଙ୍କୁ ପରିହାସ କଲେ। ସମାନେେ ପରମେଶ୍ବରଙ୍କ ବାର୍ତ୍ତାକୁ ଘୃଣା କଲେ। ସମାନେେ ପରମେଶ୍ବରଙ୍କର ଭବିଷ୍ଯତ୍ବକ୍ତାଙ୍କୁ ଏପରି ପରିହାସ କଲେ, ଯେପର୍ୟ୍ଯନ୍ତ ପରମେଶ୍ବର ତାହାଙ୍କ ଲୋକମାନଙ୍କ ପ୍ରତି କୋରଧ କରି ନାହାନ୍ତି। ତାକୁ ପ୍ରଶମିତ କରିବା ନିମନ୍ତେ କୌଣସି ବିଷଯ ନ ଥିଲା।

ଦିତୀୟ ବଂଶାବଳୀ 25:16
ଭବିଷ୍ଯତ୍ବକ୍ତା ଯେତବେେଳେ ଏହି କଥା କହିଲେ, ଅମତ୍ସିଯ ସହେି ଭବିଷ୍ଯତ୍ବକ୍ତାଙ୍କୁ କହିଲେ, ତୁମ୍ଭେ ରାଜାଙ୍କର ଜଣେ ପରାମର୍ଶଦାତା ନୁହଁ। ନୀରବ ରୁହ ! ଯଦି ତୁମ୍ଭେ ନୀରବ ନ ରୁହ, ତବେେ ତୁମ୍ଭକୁ ହତ୍ଯା କରାୟିବ ! ଭବିଷ୍ଯତ୍ବକ୍ତା ନୀରବ ହାଇଗେଲେ, କିନ୍ତୁ ତା'ପରେ କହିଲେ, ପରମେଶ୍ବର ପ୍ରକୃତ ରେ ତୁମ୍ଭକୁ ବିନଷ୍ଟ କରିବା ନିମନ୍ତେ ସ୍ଥିର କରିଛନ୍ତି। କାହିଁକି ? କାରଣ ତୁମ୍ଭେ ସହେି ମନ୍ଦ କାର୍ୟ୍ଯସବୁ କଲ ଓ ମାରେ ଉପଦେଶ ଶୁଣିଲ ନାହିଁ।

ଦିତୀୟ ବଂଶାବଳୀ 24:20
ପରମେଶ୍ବରଙ୍କର ଆତ୍ମା ଜିଖରିଯଙ୍କ ଉପରେ ଅବତରଣ କଲେ। ଯିହାୟୋଦାରଦା ଯାଜକ ଜିଖରିଯଙ୍କ ପିତା ଥିଲେ। ଜିଖରିଯ ଲୋକମାନଙ୍କ ସମ୍ମୁଖ ରେ ଛିଡ଼ା ହେଲେ ଓ କହିଲେ, ପରମେଶ୍ବର ଏହା କହନ୍ତି : ତୁମ୍ଭମାନେେ କାହିଁକି ସଦାପ୍ରଭୁଙ୍କ ଆଜ୍ଞାର ବାଧ୍ଯ ହବୋ ନିମନ୍ତେ ଅଗ୍ରାହ୍ଯ କରୁଛ ? ତୁମ୍ଭମାନେେ କୃତକାର୍ୟ୍ଯ ହବେ ନାହିଁ। ତୁମ୍ଭମାନେେ ସଦାପ୍ରଭୁଙ୍କୁ ତ୍ଯାଗ କରିଅଛ। ତେଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତ୍ଯାଗ କରିଅଛନ୍ତି !'

ପ୍ରଥମ ରାଜାବଳୀ 21:20
ଏଲିଯ ଆହାବ୍ଙ୍କ ନିକଟକୁ ଗଲେ, ଆହାବ୍ ଏଲିଯଙ୍କୁ କହିଲେ, ତୁମ୍ଭେ ପୁଣି ମାେତେ ଦଖାେ ଦଲେ, ତୁମ୍ଭେ ସର୍ବଦା ମାରେ ବିରୁଦ୍ଧ ରେ ରହିଛ।

ପ୍ରଥମ ରାଜାବଳୀ 18:17
ଆହାବ୍ ଏଲିଯଙ୍କୁ ପଚାରିଲେ, ତୁମ୍ଭେ କ'ଣ ସହେି, ଯେ ଇଶ୍ରାୟେଲର ଦୁଃଖର କାରଣ?