Psalm 119:139
ମାରେ ଦୃଢ଼ ଅନୁଭବ ମାେତେ ଗ୍ରାସ କରିଅଛି। ମୁଁ ବହୁତ ମାନସିକ ଅଶାନ୍ତିରେ ଅଛି। କାରଣ ମାରେ ଶତ୍ରୁଗଣ ତୁମ୍ଭର ବାକ୍ଯସବୁ ପାଶୋରି ୟାଇଛନ୍ତି।
Psalm 119:139 in Other Translations
King James Version (KJV)
My zeal hath consumed me, because mine enemies have forgotten thy words.
American Standard Version (ASV)
My zeal hath consumed me, Because mine adversaries have forgotten thy words.
Bible in Basic English (BBE)
My passion has overcome me; because my haters are turned away from your words.
Darby English Bible (DBY)
My zeal destroyeth me, because mine oppressors have forgotten thy words.
World English Bible (WEB)
My zeal wears me out, Because my enemies ignore your words.
Young's Literal Translation (YLT)
Cut me off hath my zeal, For mine adversaries forgot Thy words.
| My zeal | צִמְּתַ֥תְנִי | ṣimmĕtatnî | tsee-meh-TAHT-nee |
| hath consumed | קִנְאָתִ֑י | qinʾātî | keen-ah-TEE |
| me, because | כִּֽי | kî | kee |
| enemies mine | שָׁכְח֖וּ | šokḥû | shoke-HOO |
| have forgotten | דְבָרֶ֣יךָ | dĕbārêkā | deh-va-RAY-ha |
| thy words. | צָרָֽי׃ | ṣārāy | tsa-RAI |
Cross Reference
ଯୋହନଲିଖିତ ସୁସମାଚାର 2:17
ଏହି ସବୁ ଘଟଣା ଘଟିବା ବେଳେ ଯୀଶୁଙ୍କର ଶିଷ୍ଯମାନେ ଶାସ୍ତ୍ର ରେ ଲଖାେ ହାଇେଥିବା ଏହି ବାଣୀ ମନେ ପକାଇଲେ:
ଗୀତସଂହିତା 69:9
ମାରେ ମତରେ ତୁମ୍ଭ ମନ୍ଦିର ପାଇଁ ମୁଁ ଧ୍ବଂସ ହାଇେଛି। ଯେଉଁମାନେ ତୁମ୍ଭର ଉପହାସ କରନ୍ତି ତାହା ମାେତେ ବାଧେ।
ପ୍ରଥମ ରାଜାବଳୀ 19:10
ଏଲିଯ ଉତ୍ତର କଲେ, ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ମୁଁ ମାରେ ସମସ୍ତ ଶକ୍ତି ସାମର୍ଥ୍ଯ ଦଇେ ତୁମ୍ଭର ସବୋ କଲି। ମାତ୍ର ଇଶ୍ରାୟେଲ ଲୋକମାନେ ତୁମ୍ଭର ନିଯମ ଭଂଗ କଲେ ଓ ତୁମ୍ଭର ୟଜ୍ଞବଦେୀକୁ ଧ୍ବଂସ କଲେ। ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଗଣଙ୍କୁ ବଧ କଲେ। ମୁଁ କବଳେ ଅବଶିଷ୍ଟ ରହିଲି। ସମାନେେ ମାେ ପ୍ରାଣ ନବୋକୁ ମଧ୍ଯ ଅନ୍ବଷେଣ କରୁଛନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 28:23
ତେଣୁ ସମାନେେ ତାହାଙ୍କ ପାଖକୁ ଆସିବା ପାଇଁ ଗୋଟିଏ ଦିନ ସ୍ଥିର କଲେ। ବହୁ ସଂଖ୍ଯା ରେ ଲୋକମାନେ ତାହାଙ୍କ ରହିବା ସ୍ଥାନକୁ ଆସିଲେ। ପାଉଲ ସମାନଙ୍କେୁ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ପ୍ରମାଣ ସହିତ ସବୁ କଥା ବୁଝାଇ ଦେଲେ। ସେ ସକାଳୁ ସନ୍ଧ୍ଯା ପର୍ୟ୍ଯନ୍ତ ମାଶାଙ୍କେ ବ୍ଯବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ରରୁ ଯୀଶୁଙ୍କ ବିଷୟ ବୁଝାଇ ସମାନଙ୍କେୁ ବିଶ୍ବାସ କରାଇବା ପାଇଁ ଚେ଼ଷ୍ଟା କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:27
ୟିରୂଶାଲମ ବାସିନ୍ଦାମାନେ ଓ ଯିହୂଦୀନେତାମାନେ ଯୀଶୁଙ୍କୁ ଚ଼ିହ୍ନି ପାରିଲେ ନାହିଁ। ସମାନେେ ତାହାଙ୍କୁ ଦଣ୍ଡ ଦେଲେ। ଏହି ପ୍ରକା ରେ ସମାନେେ ଭବିଷ୍ଯଦ୍ବକ୍ତାମାନଙ୍କ ବାକ୍ଯ ସଫଳ କଲେ। ଭବିଷ୍ଯଦ୍ବକ୍ତାମାନଙ୍କର ଏହି ବାକ୍ଯ ସବୁ ପ୍ରତି ବିଶ୍ରାମ ଦିବସ ରେ ପଢ଼ାଯାଏ।
ମାଥିଉଲିଖିତ ସୁସମାଚାର 22:29
ଯୀଶୁ କହିଲେ, ଏ କଥା ତୁମ୍ଭେ ବୁଝିପାରୁନ। କାରଣ ଶାସ୍ତ୍ର କଣ କୁ ହେ ଜାଣ ନାହିଁ। ଏବଂ ପରମେଶ୍ବରଙ୍କ ଶକ୍ତି ବିଷୟ ରେ ତୁମ୍ଭମାନେେ କିଛି ଜାଣିନାହଁ।
ମାଥିଉଲିଖିତ ସୁସମାଚାର 21:42
ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏକଥା କ'ଣ କବେେ ହେଲେ ଶାସ୍ତ୍ର ରେ ପଢ଼ି ନଥିଲ?:
ମାଥିଉଲିଖିତ ସୁସମାଚାର 21:16
ସମାନେେ ଯୀଶୁଙ୍କୁ ପଚାରିଲେ, ଏ ପିଲାମାନେ କ'ଣ କହୁଛନ୍ତି, ତୁମ୍ଭେ କ'ଣ ତାହା ଶୁଣି ପାରୁଛ?
ମାଥିଉଲିଖିତ ସୁସମାଚାର 21:13
ଯୀଶୁ ସମାନଙ୍କେୁ କହିଲେ, ଶାସ୍ତ୍ର ରେ ଏକଥା ଲଖାେଅଛି, 'ମାେ ଘର ପ୍ରାର୍ଥନା ଘର ବୋଲି କୁହା ୟିବ।' କିନ୍ତୁ ତୁମ୍ଭମାନେେ ଏହାକୁ ଡ଼କାୟତଙ୍କ ଆଡ଼ଡ଼ା ସ୍ଥଳି କରି ଦଇେଛ।
ମାଥିଉଲିଖିତ ସୁସମାଚାର 15:4
ପରମେଶ୍ବର କହିଛନ୍ତି: 'ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, କିନ୍ତୁ ଯେଉଁଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାୟିବା ଉଚିତ।'
ମାଥିଉଲିଖିତ ସୁସମାଚାର 12:3
ଏହା ଶୁଣି ଯୀଶୁ ସମାନଙ୍କେୁ କହିଲେ, ଦାଉଦ ଓ ତାହାଙ୍କ ସାଙ୍ଗ ରେ ଥିବା ଲୋକେ ଭୋକ ଲାଗୁବା ବେଳେ କଣ କରିଥିଲେ, ସେ ବିଷୟ ରେ ତୁମ୍ଭେ କ'ଣ ପଢିନାହଁ?
ମାଥିଉଲିଖିତ ସୁସମାଚାର 9:13
ମୁଁ ତୁମ୍ଭକୁ ଗୋଟିଏ କଥା କହିବି। ତୁମ୍ଭେ ଯାଇ ବୁଝ ଯେ ଏହି ଶାସ୍ତ୍ର ବାକ୍ଯର ଅର୍ଥ କ'ଣ: 'ମୁଁ ପଶୁବଧ ଚା ହେଁ ନାହିଁ। ମୁଁ ଲୋକମାନଙ୍କ ଭିତ ରେ ଦୟାଭାବ ଗ୍ଭ ହେଁ।' ମୁଁ ଧାର୍ମିକ ଲୋକଙ୍କୁ ଡାକିବାକୁ ଆସି ନାହିଁ। ମୁଁ ପାପୀ ଲୋକଙ୍କୁ ଡାକିବାକୁ ଆସିଛି।
ଗୀତସଂହିତା 53:4
ପରମେଶ୍ବର କହନ୍ତି, ଦୁଷ୍ଟମାନେ କିଛି ବୁଝନ୍ତି ନାହିଁ ? ଅଧର୍ମାଚାରୀମାନେ ଖାଦ୍ୟଗ୍ରାସ କଲାପରି ମାେ ଲୋକମାନଙ୍କୁ ଗ୍ରାସ କରୁଛନ୍ତି ଏବଂ ସମାନେେ ମାେତେ ପ୍ରାର୍ଥନା କରନ୍ତି ନାହିଁ।
ପ୍ରଥମ ରାଜାବଳୀ 19:14
ଏଲିଯ କହିଲେ, ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ମୁଁ ମାରେ ସମସ୍ତ ଶକ୍ତି ଦଇେ ତୁମ୍ଭକୁ ସବୋ କଲି ମାତ୍ର ଇଶ୍ରାୟେଲ ଲୋକମାନେ ତୁମ୍ଭ ସହିତ ଯେଉଁ ନିଯମ ଥିଲା ତାକୁ ଭଙ୍ଗ କଲେ। ସମାନେେ ତୁମ୍ଭର ୟଜ୍ଞବଦେୀକୁ ଧ୍ବଂସ କଲେ। ସମାନେେ ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ବଧ କଲେ। ମୁଁ ଏକମାତ୍ର ଭବିଷ୍ଯଦ୍ବକ୍ତା ୟିଏ କି ଏ ପର୍ୟ୍ଯନ୍ତ ବଞ୍ଚିଛି। ବର୍ତ୍ତମାନ ସମାନେେ ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଛନ୍ତି।