Base Word
שָׁכַח
Short Definitionto mislay, i.e., to be oblivious of, from want of memory or attention
Long Definitionto forget, ignore, wither
Derivationor שָׁכֵחַ; a primitive root
International Phonetic Alphabetʃɔːˈkɑħ
IPA modʃɑːˈχɑχ
Syllablešākaḥ
Dictionshaw-KA
Diction Modsha-HAHK
Usage× at all, (cause to) forget
Part of speechv

ଆଦି ପୁସ୍ତକ 27:45
କିଛି ସମୟପରେ ତୁମ୍ଭ ଭାଇ ଭୁଲିଯିବେ ତୁମ୍ଭେ ତାଙ୍କ ପ୍ରତି କ'ଣ କରିଥିଲ। ତା'ପରେ ମୁଁ ଚାକର ପଠାଇ ତୁମ୍ଭକୁ ନଇେ ଆସିବି। ମୁଁ ଏକାଦିନେ ଦୁଇ ଜଣକୁ ହରାଇବାକୁ ଚାହୁଁ ନାହିଁ।

ଆଦି ପୁସ୍ତକ 40:23
ତଥାପି ପ୍ରଧାନ ପାନପାତ୍ର ବାହକ ଯୋଷଫଙ୍କେୁ ସ୍ମରଣ କଲା ନାହିଁ। ସେ ଯୋଷଫଙ୍କେ କଥା ଭୁଲି ୟାଇଥିଲା।

ଆଦି ପୁସ୍ତକ 41:30
କିନ୍ତୁ ତା'ପେଛ ସାତବର୍ଷ ଦୁର୍ଭିକ୍ଷ ପଡ଼ିବ। ସମସ୍ତ ସୁଭିକ୍ଷ ମିଶରଦେଶରୁ ବିସ୍ତୃତ ହବେ। ଦୁର୍ଭିକ୍ଷ ଦେଶକୁ ଧ୍ବଂସ କରିବ।

ଦିତୀୟ ବିବରଣ 4:9
କିନ୍ତୁ ସାବଧାନ ହକ୍ସ୍ଟଅ। ନିଶ୍ଚିତ ରୂପେ ତୁମ୍ଭମାନେେ ବଞ୍ଚିଥିବା ପର୍ୟ୍ଯନ୍ତ ତୁମ୍ଭମାନେେ ଦେଖିଥିବା କାର୍ଯଗୁଡିକ କଦାପି ଭକ୍ସ୍ଟଲିବ ନାହିଁ। ତୁମ୍ଭମାନେେ ତୁମ୍ଭର ସନ୍ତାନମାନଙ୍କୁ ଓ ତୁମ୍ଭର ନାତୀନାତକ୍ସ୍ଟଣୀମାନଙ୍କୁ ସଗେକ୍ସ୍ଟଡିକ ଶିକ୍ଷା ଦିଅ।

ଦିତୀୟ ବିବରଣ 4:23
ତୁମ୍ଭମାନେେ ଆପଣା ବିଷଯ ରେ ସାବଧାନ ହକ୍ସ୍ଟଅ। ନଚେତ୍ ତୁମ୍ଭମାନଙ୍କ ସହିତ ସ୍ଥୀରକୃତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ନିଯମ ତୁମ୍ଭମାନେେ ପାଶୋରି ୟିବ ନାହିଁ ଓ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନିଷିଦ୍ଧ କୌଣସି ବସ୍ତକ୍ସ୍ଟର ପ୍ରତିମୂର୍ତ୍ତି ବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ।

ଦିତୀୟ ବିବରଣ 4:31
ଯେ ହତେକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଜଣେ ଦୟାଳକ୍ସ୍ଟ ପରମେଶ୍ବର ଅଟନ୍ତି, ସେ ତୁମ୍ଭମାନଙ୍କୁ ତ୍ଯାଗ କରିବେ ନାହିଁ, କି ତୁମ୍ଭମାନଙ୍କୁ ସଂପୂର୍ଣ୍ଣ ବିନଷ୍ଟ କରିବେ ନାହିଁ କିଅବା ଶପଥ ଦ୍ବାରା ତକ୍ସ୍ଟମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିଯମ କରିଛନ୍ତି ତାହା ଭୂଲି ଯିବେ ନାହିଁ।

ଦିତୀୟ ବିବରଣ 6:12
ସେତବେେଳେ ତୁମ୍ଭମାନେେ ନିଶ୍ଚିତ ସାବଧାନ ହବୋ ଉଚିତ୍ ଯେ, ୟିଏ ତୁମ୍ଭମାନଙ୍କୁ ଦାସ୍ଯଗୃହରୂପ ମିଶରରକ୍ସ୍ଟ ମକ୍ସ୍ଟକ୍ତ କରି ଆଣିଛନ୍ତି। ତୁମ୍ଭମାନେେ ସହେି ସଦାପ୍ରଭୁଙ୍କୁ ଭୂଲିୟାଅ ନାହିଁ।

ଦିତୀୟ ବିବରଣ 8:11
ସାବଧାନ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ଭକ୍ସ୍ଟଲ ନାହିଁ। ସାବଧାନତା ସହକା ରେ ତାହାଙ୍କ ନିର୍ଦ୍ଦେଶମାନ ତାଙ୍କର ବିଧି ପାଳନ କର , ମୁ ତୁମ୍ଭମାନଙ୍କୁ ଆଜି ଯେଉଁସବୁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା କରୁଅଛି।

ଦିତୀୟ ବିବରଣ 8:14
ଯେତବେେଳେ ଏପରି ହବେ ସାବଧାନ, ଗର୍ବ କରିବ ନାହିଁ। ଏକଥା ଭକ୍ସ୍ଟଲ ନାହିଁ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ମିଶରରକ୍ସ୍ଟ ତୁମ୍ଭମାନଙ୍କୁ ଦାସତ୍ବରକ୍ସ୍ଟ ମକ୍ସ୍ଟକ୍ତ କରିଛନ୍ତି ଓ ମିଶରରକ୍ସ୍ଟ ବାହାର କରି ଆଣିଛନ୍ତି।

ଦିତୀୟ ବିବରଣ 8:19
କବେେ ବି ତୁମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶଓରଙ୍କୁ ଭକ୍ସ୍ଟଲିବ ନାହିଁ। ଅନ୍ୟ ଦବେତାଗଣଙ୍କକ୍ସ୍ଟ ମାନିବ ନାହିଁ କି ତାଙ୍କର ସବୋ କରିବ ନାହିଁ। ଯଦି ତୁମ୍ଭମାନେେ ଏପରି କର, ତବେେ ମୁ ତୁମ୍ଭମାନଙ୍କୁ ସତର୍କ କରାଇଦେଉଛି ତୁମ୍ଭମାନେେ ନିଶ୍ଚିତ ରେ ବିନଷ୍ଟ ହବେ।

Occurences : 102

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்