Psalm 106:32
ଲୋକମାନେ ମିରୀବାଃ ଜଳଠାରେ ସଦାପ୍ରଭୁଙ୍କୁ ବହୁତ କ୍ରୁଦ୍ଧ କଲେ, ତଣେୁ ସମାନଙ୍କେ ସକାଶୁ ମାଶାଙ୍କେୁ ବହୁତ ବିପଦ ଘଟିଲା।
Psalm 106:32 in Other Translations
King James Version (KJV)
They angered him also at the waters of strife, so that it went ill with Moses for their sakes:
American Standard Version (ASV)
They angered him also at the waters of Meribah, So that it went ill with Moses for their sakes;
Bible in Basic English (BBE)
They made God angry again at the waters of Meribah, so that Moses was troubled because of them;
Darby English Bible (DBY)
And they moved him to wrath at the waters of Meribah, and it went ill with Moses on their account;
World English Bible (WEB)
They angered him also at the waters of Meribah, So that Moses was troubled for their sakes;
Young's Literal Translation (YLT)
And they cause wrath by the waters of Meribah, And it is evil to Moses for their sakes,
| They angered | וַ֭יַּקְצִיפוּ | wayyaqṣîpû | VA-yahk-tsee-foo |
| him also at | עַל | ʿal | al |
| waters the | מֵ֥י | mê | may |
| of strife, | מְרִיבָ֑ה | mĕrîbâ | meh-ree-VA |
| ill went it that so | וַיֵּ֥רַע | wayyēraʿ | va-YAY-ra |
| with Moses | לְ֝מֹשֶׁ֗ה | lĕmōše | LEH-moh-SHEH |
| for their sakes: | בַּעֲבוּרָֽם׃ | baʿăbûrām | ba-uh-voo-RAHM |
Cross Reference
ଗୀତସଂହିତା 81:7
ତୁମ୍ଭମାନେେ ଯେତବେେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାୟ୍ଯ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ। ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦଲେୁ। ଆମେ ମରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।
ଗଣନା ପୁସ୍ତକ 20:2
ସହେି ସ୍ଥାନ ରେ ଲୋକମାନଙ୍କ ପାଇଁ ପ୍ରଚୁର ଜଳ ନ ଥିଲା। ତହୁଁ ଲୋକମାନେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ଏକତ୍ରୀତ ହେଲେ।
ଦିତୀୟ ବିବରଣ 1:37
ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମାେ ଉପରେ କୋରଧିତ ହେଲେ। ସେ ମାେତେ କହିଲେ, ' ମାଶାେ, ତୁମ୍ଭେ ମଧ୍ଯ ସେ ସ୍ଥାନ ରେ ପ୍ରବେଶ କରିବ ନାହିଁ।
ଗଣନା ପୁସ୍ତକ 20:23
ହାରେ ପର୍ବତ ଇଦୋମ ଦେଶର ସୀମା ନିକଟରେ ଅବସ୍ଥିତ। ସେତବେେଳେ ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,
ଗଣନା ପୁସ୍ତକ 27:13
ତାହା ତୁମ୍ଭେ ନିରୀକ୍ଷଣ କଲାପରେ, ହାରୋଣଙ୍କ ତୁଲ୍ଯ ତୁମ୍ଭେ ମଧ୍ଯ ତୁମ୍ଭ ପୁର୍ବପୁରୁଷଗଣ ନିକଟକୁ ୟିବ।
ଦିତୀୟ ବିବରଣ 3:26
ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମାେ ଉପରେ କୋରଧ କଲେ ଓ ମାେ କଥା ଶୁଣିଲେ ନାହିଁ। ଆଉ ସଦାପ୍ରଭୁ ମାେତେ କହିଲେ, 'ତୁମ୍ଭର ୟଥେଷ୍ଟ ହେଲାଣି। ଏ ବିଷଯ ରେ ଆମ୍ଭକକ୍ସ୍ଟ ଆଉ କକ୍ସ୍ଟହ ନାହିଁ।
ଦିତୀୟ ବିବରଣ 4:21
ଏବଂ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମାେ ଉପରେ କୋରଧ ହେଲେ। ପକ୍ସ୍ଟଣି ମୁ ଯେପରି ୟର୍ଦ୍ଦନ ପାର ହାଇେ ନ ୟିବି ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦବେେ, ସହେି ଉତ୍ତମ ଦେଶ ରେ ମୁ ଯେପରି ପ୍ରବେଶ ନ କରିବି, ଏଥିପାଇଁ ଶପଥ କଲେ।
ଗୀତସଂହିତା 78:40
ସହେି ଲୋକମାନେ ମରୁଭୂମି ମଧ୍ୟରେ କେତେଥର ପରମେଶ୍ବରଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସମାନେେ ତାଙ୍କୁ ଦୁଃଖିତ କଲେ।