Base Word
מְרִיבָה
Short Definitionquarrel
Long Definitionstrife, contention
Derivationfrom H7378
International Phonetic Alphabetmɛ̆.rɪi̯ˈbɔː
IPA modmɛ̆.ʁiːˈvɑː
Syllablemĕrîbâ
Dictionmeh-ree-BAW
Diction Modmeh-ree-VA
Usageprovocation, strife
Part of speechn-f

ଆଦି ପୁସ୍ତକ 13:8
ତେଣୁ ଅବ୍ରାମ ଲୋଟଙ୍କୁ କହିଲେ, ତୁମ୍ଭେ ଆମ୍ଭ ମଧିଅରେ କଳହ ହବୋ ଉଚ଼ିତ ନୁହେଁ। ତୁମ୍ଭର ଲୋକ ଓ ମାେ ଲୋକ ମଧିଅରେ କଳହ ହବୋ ଠାକ୍ ନୁହେଁ କାରଣ ଆମ୍ଭମାନେେ ପରସ୍ପର ଭାଇ।

ଗଣନା ପୁସ୍ତକ 27:14
ମନେ ପକାଅ, ଯେତବେେଳେ ସୀନ ମରୁଭୂମିରେ ଲୋକମାନେ ଜଳ ପାଇଁ କୋର୍ଧିତ ହେଲେ, ତୁମ୍ଭେ ଓ ହାରୋଣ ମାରେ ଆଜ୍ଞା ଅମାନ୍ଯ କଲ। ତୁମ୍ଭମାନେେ ମାରେ ପବିତ୍ରତାକୁ ଲୋକଙ୍କ ସମ୍ମୁଖ ରେ ସମ୍ମାନ କଲ ନାହିଁ। (ଏହି ସୀନ୍ ମରୁଭୂମି କାଦେଶସ୍ଥ ମିରୀବାଃ-ଜଳ ମଧିଅରେ ଘଟଣା କ୍ରମେ ହବେ।)

ଦିତୀୟ ବିବରଣ 32:51
କାରଣ ତୁମ୍ଭମାନେେ ଉଭୟେ ସଠାେରେ ମାେ ବିରକ୍ସ୍ଟଦ୍ଧ ରେ ପାପକରି ଥିଲ। ସିନ୍ ପ୍ରାନ୍ତର ରେ କାଦେଶସ୍ଥ ମରିବା ଜଳ ନିକଟରେ ଥିଲ। ସଠାେରେ ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କ ସମ୍ମକ୍ସ୍ଟଖ ରେ ମାେ ବିରକ୍ସ୍ଟଦ୍ଧ ରେ ପାପ କରିଥିଲ। ମୁ ପବିତ୍ର ବୋଲି ତୁମ୍ଭେ ମାେତେ ସମ୍ମାନ କରି ନ ଥିଲ।

ଗୀତସଂହିତା 95:8
ପରମେଶ୍ବର କହନ୍ତି, ମିରୀବାଃ ଓ ମଃସା ମରୁଭୂମିରେ ହେଲା ପରି ଜିଦ୍ଖୋର ହୁଅ ନାହିଁ।

ଗୀତସଂହିତା 106:32
ଲୋକମାନେ ମିରୀବାଃ ଜଳଠାରେ ସଦାପ୍ରଭୁଙ୍କୁ ବହୁତ କ୍ରୁଦ୍ଧ କଲେ, ତଣେୁ ସମାନଙ୍କେ ସକାଶୁ ମାଶାଙ୍କେୁ ବହୁତ ବିପଦ ଘଟିଲା।

ଯିହିଜିକଲ 47:19
ପୁଣି ଦକ୍ଷିଣ ଦିଗ ରେ ଦକ୍ଷିଣ ସୀମା ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ, ମିଶରର ସୋର୍ତୋମାର୍ଗ ଓ ମହାସମୁଦ୍ର ପର୍ୟ୍ଯନ୍ତ ହବେ। ଏହା ଦକ୍ଷିଣ ଦିଗର ଦକ୍ଷିଣ ସୀମା।

ଯିହିଜିକଲ 48:28
ପୁଣି ଗାଦର ସୀମା ନିକଟସ୍ଥ ଦକ୍ଷିଣ ଆଡ଼େ ଦକ୍ଷିଣ ସୀମା ନିକଟରେ ତାମରଠାରୁ ମୀରାବତ୍-କାଦେଶସ୍ଥ ଜଳ ପର୍ୟ୍ଯନ୍ତ ଅର୍ଥାତ୍ ମିଶରର ନଦୀ ଓ ମହାସମୁଦ୍ର ପର୍ୟ୍ଯନ୍ତ ଦେଶର ସୀମା ହବେ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்