Mark 15:18
ତା'ପରେ ସମାନେେ ତାହାଙ୍କୁ ସ୍ବାଗତ କରି ଥଟ୍ଟା ରେ କହିଲେ, ହେ ୟିହୁଦୀମାନଙ୍କର ରାଜା, କହି ପ୍ରଣାମ କଲେ।
Mark 15:18 in Other Translations
King James Version (KJV)
And began to salute him, Hail, King of the Jews!
American Standard Version (ASV)
and they began to salute him, Hail, King of the Jews!
Bible in Basic English (BBE)
And, as if honouring him, they said, Long life to the King of the Jews!
Darby English Bible (DBY)
And they began to salute him, Hail, King of the Jews!
World English Bible (WEB)
They began to salute him, "Hail, King of the Jews!"
Young's Literal Translation (YLT)
and began to salute him, `Hail, King of the Jews.'
| And | καὶ | kai | kay |
| began | ἤρξαντο | ērxanto | ARE-ksahn-toh |
| to salute | ἀσπάζεσθαι | aspazesthai | ah-SPA-zay-sthay |
| him, | αὐτόν | auton | af-TONE |
| Hail, | Χαῖρε | chaire | HAY-ray |
| King | βασιλεῦ | basileu | va-see-LAYF |
| of the | τῶν | tōn | tone |
| Jews! | Ἰουδαίων· | ioudaiōn | ee-oo-THAY-one |
Cross Reference
ଆଦି ପୁସ୍ତକ 37:10
ଯୋଷଫେ ତାଙ୍କର ସହେି ସ୍ବପ୍ନର କଥା ତାଙ୍କ ପିତାଙ୍କୁ ମଧ୍ଯ ଜଣାଇଲେ। କିନ୍ତୁ ତାଙ୍କର ପିତା ତାଙ୍କୁ ଗାଳି ଦେଲେ। ତାଙ୍କର ପିତା ତାଙ୍କୁ କହିଲେ, ଏ କି ପ୍ରକାର ସ୍ବପ୍ନ? ତୁ କ'ଣ ଭାବୁଛି ମୁଁ ତୋର ମା ଏବଂ ତୋର ଭାଇମାନେ ତୋତେ ପ୍ରଣାମ କରିବାକୁ ଆସିବୁ?
ଆଦି ପୁସ୍ତକ 37:20
ଆସ ତାକୁ ହତ୍ଯାକରିବା ଏବଂ ଶୁଷ୍କ କୂଅ ରେ ପକାଇ ଦବୋ। ଆମ୍ଭେ ଆମ୍ଭର ପିତାଙ୍କୁ କହିବା ଯେ ତାକୁ ଏକ ହିଂସ୍ର ଜନ୍ତୁ ଖାଇ ଗଲା। ତା'ପରେ ଦେଖିବା ତା'ର ସ୍ବପ୍ନର କ'ଣ ହବେ।
ମାଥିଉଲିଖିତ ସୁସମାଚାର 27:42
ସମାନେେ କହୁଥିଲେ, ସେ ଅନ୍ୟମାନଙ୍କୁ ରକ୍ଷା କରୁଥିଲେ। ଏବେ କିନ୍ତୁ ସେ ନିଜକୁ ରକ୍ଷା କରି ପାରୁନାହାନ୍ତି। ଲୋକେ କହନ୍ତୁ ଯେ ସେ ଇଶ୍ରାୟେଲର ରାଜା। ଏକଥା ଯଦି ସତ, ତବେେ ସେ ବର୍ତ୍ତମାନ କୃଶ ଉପରୁ ତଳକୁ ଓହ୍ଲଇେ ଆସନ୍ତୁ। ତବେେ ଅମ୍ଭେ ତାହାଙ୍କୁ ବିଶ୍ବାସ କରିବୁ।
ମାର୍କଲିଖିତ ସୁସମାଚାର 15:2
ପୀଲାତ ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା?
ମାର୍କଲିଖିତ ସୁସମାଚାର 15:29
ଯୀଶୁଙ୍କ ପାଖ ଦଇେ ଚାଲିଯାଉଥିବା ଲୋକେ ତାହାଙ୍କୁ ଅପମାନିତ କରୁଥିିଲେ। ସମାନେେ ମୁଣ୍ଡ ହଲଇେ ହଲଇେ କହୁଥିଲେ, ଆ ରେ ବାଃ, ତୁ ସହେି ଲୋକ, ୟିଏ ମନ୍ଦିରକୁ ଭାଙ୍ଗି ଦଇେ ତିନି ଦିନ ମଧିଅରେ ତାହା ପୁଣି ତିଆରି କରି ଦବେୁ ବୋଲି କହୁଥିଲୁ।
ଲୂକଲିଖିତ ସୁସମାଚାର 23:36
ଏପରିକି ସୈନ୍ଯମାନେ ଯୀଶୁଙ୍କ ପ୍ରତି ଉପହାସ କଲେ ଓ ତାହାଙ୍କୁ ଥଟ୍ଟା କରିଲେ। ସମାନେେ ଯୀଶୁଙ୍କ ପାଖକୁ ଆସିଲେ ଓ ତାହାଙ୍କୁ ଅମ୍ଲରସ ଯାଚିଲେ।
ଯୋହନଲିଖିତ ସୁସମାଚାର 19:14
ସଦେିନ ନିସ୍ତାରପର୍ବ ସପ୍ତାହର ପ୍ରସ୍ତୁତି ଦିନର ମଧ୍ଯାହ୍ନ ସମୟ ଥିଲା। ପୀଲାତ ଯିହୂଦୀମାନଙ୍କୁ କହିଲେ, ତୁମ୍ଭର ରାଜାଙ୍କୁ ଦେଖ।