Base Word
χαίρω
Short Definitionto be "cheer"ful, i.e., calmly happy or well-off; impersonally, especially as salutation (on meeting or parting), be well
Long Definitionto rejoice, be glad
Derivationa primary verb
Same as
International Phonetic Alphabetˈxɛ.ro
IPA modˈxe.row
Syllablechairō
DictionHEH-roh
Diction ModHAY-roh
Usagefarewell, be glad, God speed, greeting, hall, joy(-fully), rejoice

ମାଥିଉଲିଖିତ ସୁସମାଚାର 2:10
ତାରା ଦେଖି ପଣ୍ଡିତମାନେ ବହୁତ ଖୁସି ହେଲ. ସମାନେେ ଆନନ୍ଦ ରେ ପରିପୂର୍ଣ ହେଲ।

ମାଥିଉଲିଖିତ ସୁସମାଚାର 5:12
ତେଣୁ ଖୁସି ହାଇେ ଆନନ୍ଦ କର। କାରଣ ସ୍ବର୍ଗ ରେ ତୁମ୍ଭମାନେେ ଏକ ମହତ୍ ପୁରସ୍କାର ପାଇବ। ତାମ୍ଭର ପୂର୍ବବର୍ତ୍ତୀ ଭବିଷ୍ଯଦ୍ବକ୍ତାମାନଙ୍କୁ ମଧ୍ଯ ଲୋକମାନେ ଏହି ଭଳି ଯାତନା ଦଇେଥିଲେ।

ମାଥିଉଲିଖିତ ସୁସମାଚାର 18:13
ମୁଁ ତୁମ୍ଭକୁ ସତ୍ଯ କହୁଛି। ଯଦି ସେ ମେଣ୍ଢାଟି ଖାଜେି ପାଇଯାଏ ତବେେ ନହଜିଥିବା ଅନେଶ୍ବତ ମେଣ୍ଢାଙ୍କ ଅପେକ୍ଷା ମିଳିଯାଇଥିବା ମେଣ୍ଢା ପାଇଁ ସେ ଅଧିକ ଖୁସି ହବେ।

ମାଥିଉଲିଖିତ ସୁସମାଚାର 26:49
ତା'ପରେ ୟିହୂଦା ଯୀଶୁଙ୍କ ପାଖ ରେ ପହଞ୍ଚି ତାହାଙ୍କୁ କହିଲେ, ହେ ଗୁରୁ, ନମସ୍କାର ତାପରେ ସେ ଯୀଶୁଙ୍କୁ ଚୁମ୍ବନ ଦେଲେ।

ମାଥିଉଲିଖିତ ସୁସମାଚାର 27:29
ସମାନେେ କଣ୍ଟାଡ଼ାଳ ରେ ଗୋଟିଏ ମୁକୁଟ ତିଆରି କଲେ ଓ ସହେି କଣ୍ଟା ମୁକୁଟ ଯୀଶୁଙ୍କ ମୁଣ୍ଡ ରେ ପିନ୍ଧାଇ ଦେଲେ। ତାହାଙ୍କର ଡ଼ାହାଣ ହାତ ରେ ବାଡ଼ିଟି ଧ ରଇେ ଦେଲେ। ତା'ପରେ ତାହାଙ୍କ ଆଗ ରେ ଆଣ୍ଠୁମାଡ଼ି ବସି ପଡ଼ି ତାହାଙ୍କୁ ଥଟ୍ଟା କଲେ। ସମାନେେ କହିଲେ, ହେ ଯିହୂଦୀମାନଙ୍କର ରାଜା! ତୁମ୍ଭେ ଦୀର୍ଘଜୀବୀ ହୁଅ।

ମାଥିଉଲିଖିତ ସୁସମାଚାର 28:9
ହଠାତ୍ ସମାନେେ ଦେଖିଲେ, ଯୀଶୁ ତାହାଙ୍କ ଆଗ ରେ ଠିଆ ହାଇେଛନ୍ତି। ସେ କହିଲେ, ତୁମ୍ଭମାନଙ୍କର ମଙ୍ଗଳ ହେଉ! ସ୍ତ୍ରୀଲୋକମାନେ ଯୀଶୁଙ୍କ ପାଖକୁ ଗଲେ। ସମାନେେ ତାହାଙ୍କ ପାଦ ଧରି ତାହାଙ୍କର ଉପାସନା କଲେ।

ମାର୍କଲିଖିତ ସୁସମାଚାର 14:11
ପ୍ରଧାନ ଯାଜକମାନେ ଯୀହୁଦାର ଏ କଥା ରେ ବହୁତ ଖୁସି ହେଲେ। ଏହି କାମ କରି ଦେଲେ ସମାନେେ ଯିହୁଦାକୁ ଟଙ୍କା ଦବେେ ବୋଲି କଥା ଦେଲେ। ତେଣୁ ୟିହୂଦା ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହାତ ରେ ଧ ରଇେ ଦବୋ ପାଇଁ ସୁ ଯୋଗର ଅପେକ୍ଷା ରେ ରହିଲା।

ମାର୍କଲିଖିତ ସୁସମାଚାର 15:18
ତା'ପରେ ସମାନେେ ତାହାଙ୍କୁ ସ୍ବାଗତ କରି ଥଟ୍ଟା ରେ କହିଲେ, ହେ ୟିହୁଦୀମାନଙ୍କର ରାଜା, କହି ପ୍ରଣାମ କଲେ।

ଲୂକଲିଖିତ ସୁସମାଚାର 1:14
ତୁମ୍ଭେ ଅତ୍ଯନ୍ତ ଖୁସି ହବେ। ତାହାଙ୍କର ଜନ୍ମ ହତେୁ ବହୁତ ଲୋକ ଖୁସି ହବେେ।

ଲୂକଲିଖିତ ସୁସମାଚାର 1:28
ସ୍ବର୍ଗଦୂତ ସହେି କନ୍ଯା ପାଖକୁ ଆସି କହିଲେ, ନମସ୍କାର। ପ୍ରଭୁ ତୁମ୍ଭକୁ ଅନୁଗ୍ରହ କରିଛନ୍ତି। ସେ ତୁମ୍ଭ ସହିତ ଅଛନ୍ତି।

Occurences : 74

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்