Luke 19:6
ତା'ପରେ ଜଖିୟ ଖୁବ୍ ଶୀଘ୍ର ତଳକୁ ଓହ୍ଲାଇ ଆସିଲେ। ଅତ୍ଯନ୍ତ ଖୁସି ରେ ସେ ଯୀଶୁଙ୍କୁ ନିଜ ଘ ରେ ସ୍ବାଗତ କଲେ।
Luke 19:6 in Other Translations
King James Version (KJV)
And he made haste, and came down, and received him joyfully.
American Standard Version (ASV)
And he made haste, and came down, and received him joyfully.
Bible in Basic English (BBE)
And he came down quickly, and took him into his house with joy.
Darby English Bible (DBY)
And he made haste and came down, and received him with joy.
World English Bible (WEB)
He hurried, came down, and received him joyfully.
Young's Literal Translation (YLT)
and he having hastened did come down, and did receive him rejoicing;
| And | καὶ | kai | kay |
| he made haste, | σπεύσας | speusas | SPAYF-sahs |
| down, came and | κατέβη | katebē | ka-TAY-vay |
| and | καὶ | kai | kay |
| received | ὑπεδέξατο | hypedexato | yoo-pay-THAY-ksa-toh |
| him | αὐτὸν | auton | af-TONE |
| joyfully. | χαίρων | chairōn | HAY-rone |
Cross Reference
ଆଦି ପୁସ୍ତକ 18:6
ଅବ୍ରହାମ ଶିଘ୍ର ତମ୍ବୁ ଭିତରକୁ ପ୍ରବେଶ କରି ସାରାକୁ କହିଲେ, ତିନି ସରେ ଉତ୍ତମ ମଇଦା ନଇେ ଛାଣି ଶିଘ୍ର ରୋଟି ପ୍ରସ୍ତୁତ କର।
ଗୀତସଂହିତା 119:59
ମୁଁ ମାେ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି। ଏବଂ ମୁଁ ତୁମ୍ଭର ନିଯମକୁ ପୁଣି ଫରେିଲି।
ଯିଶାଇୟ 64:5
ଯେଉଁମାନେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସହେିମାନଙ୍କୁ ଆଘାତ କରିଛ। ମାତ୍ର ଅତୀତ କାଳ ରେ ଆମ୍ଭେ ପାପ କଲୁ ଏବଂ ତୁମ୍ଭେ ରାଗିଲ। ଅତୀତ କାଳ ରେ ଆମ୍ଭମାନେେ ଦୋଷ କଲୁ।
ଲୂକଲିଖିତ ସୁସମାଚାର 2:16
ତେଣୁ ସମାନେେ ଶୀଘ୍ର ଗଲେ ଓ ମରିୟମ ଏବଂ ୟୋ ସଫଙ୍କେୁ ଖାଜେି ପାଇଲେ। ସହେି ଶିଶୁ ଗୋଟିଏ ଗୋରୁ କୁଣ୍ଡ ରେ ଶାଇେଥିଲେ।
ଲୂକଲିଖିତ ସୁସମାଚାର 5:29
ଲବେୀ ଯୀଶୁଙ୍କ ସମ୍ମାନାର୍ଥେ ନିଜ ଘ ରେ ଗୋଟିଏ ବଡ ଭୋଜି ଦେଲେ। ଅନକେ କର ଆଦାୟକାରୀ ଓ ଅନ୍ୟ କେତକେ ଲୋକ ମଧ୍ଯ ଯୀଶୁଙ୍କ ସହ ଏକତ୍ର ଭୋଜନ କରୁଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2:41
ଯେଉଁମାନେ ତାହାଙ୍କର ଏହି କଥା ଗ୍ରହଣ କଲେ ସମାନେେ ବାପ୍ତିଜିତ ହେଲେ। ସଦେିନ ସହେି ବିଶ୍ବାସୀ ଦଳ ସହିତ ଆହୁରି ପ୍ରାୟ ତିନି ହଜାର ଲୋକ ୟୋଗ ଦେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 16:15
ସେ ଓ ତା'ର ଘ ରେ ରହୁଥିବା ସମସ୍ତେ ବାପ୍ତିଜିତ ହବୋପରେ, ସେ ଆମ୍ଭମାନଙ୍କୁ ଅନୁରୋଧ କରି ଡ଼ାକି କହିଲା, ତୁମ୍ଭମାନେେ ଯଦି ମାେତେ ପ୍ରଭୁଙ୍କଠା ରେ ଜଣେ ପ୍ରକୃତ ବିଶ୍ବାସୀ ବୋଲି ଭାବୁଛ, ତବେେ ମାେ ଘ ରେ ଆସି ରୁହ। ଏହିପରି ସେ ଆମ୍ଭମାନଙ୍କୁ ତା'ର ଘରକୁ ୟିବାପାଇଁ ରାଜି କରାଇଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 16:34
ତା'ପରେ ସହେି କାରାଧ୍ଯକ୍ଷ ପାଉଲ ଓ ଶୀଲାଙ୍କୁ ଘରକୁ ଡ଼ାକି ନଇେ ଖାଇବାକୁ ଦେଲେ। ସେ ଓ ତାହାଙ୍କର ପରିବାରର ସମସ୍ତେ ଆନନ୍ଦିତ ହେଲେ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:15
କିନ୍ତୁ ପରମେଶ୍ବର ମାେ ଜନ୍ମ ପୂର୍ବରୁ ମାେତେ ଅନୁଗ୍ରହ କରି ବାଛି ନଇେଥିଲେ। ସେ ସ୍ଥିର କରିଥିଲେ ଯେ, ମୁଁ ଅଣଯିହୂଦୀମାନଙ୍କୁ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କର ସୁସମାଚାର କହିବି।