ଯିଶାଇୟ 36:5 in Oriya

ଓଡିଆ ଓଡିଆ ବାଇବେଲ ଯିଶାଇୟ ଯିଶାଇୟ 36 ଯିଶାଇୟ 36:5

Isaiah 36:5
ମୁଁ କହୁଛି ୟୁଦ୍ଧ ପାଇଁ ତୁମ୍ଭମାନଙ୍କର ଏହି ଯେଉଁ ବଳ ଓ ମନ୍ତ୍ରଣା ବୃଥା କଥା, ତୁମ୍ଭମାନେେ କାହା ଉପ ରେ ବିଶ୍ବାସ କରି ମାେ ବିପକ୍ଷ ରେ ବିଦ୍ରୋହ କରିଛ ?

Isaiah 36:4Isaiah 36Isaiah 36:6

Isaiah 36:5 in Other Translations

King James Version (KJV)
I say, sayest thou, (but they are but vain words) I have counsel and strength for war: now on whom dost thou trust, that thou rebellest against me?

American Standard Version (ASV)
I say, `thy' counsel and strength for the war are but vain words: now on whom dost thou trust, that thou hast rebelled against me?

Bible in Basic English (BBE)
You say you have a design and strength for war, but these are only words: now to whom are you looking for support, that you have gone against my authority?

Darby English Bible (DBY)
Thou sayest, but it is a word of the lips, [There is] counsel and strength for war. Now on whom dost thou rely, that thou hast revolted against me?

World English Bible (WEB)
I say, [your] counsel and strength for the war are but vain words: now on whom do you trust, that you have rebelled against me?

Young's Literal Translation (YLT)
I have said: Only, a word of the lips! counsel and might `are' for battle: now, on whom hast thou trusted, that thou hast rebelled against me?

I
say,
אָמַ֙רְתִּי֙ʾāmartiyah-MAHR-TEE
sayest
thou,
(but
אַךְʾakak
vain
but
are
they
דְּבַרdĕbardeh-VAHR
words)
שְׂפָתַ֔יִםśĕpātayimseh-fa-TA-yeem
I
have
counsel
עֵצָ֥הʿēṣâay-TSA
strength
and
וּגְבוּרָ֖הûgĕbûrâoo-ɡeh-voo-RA
for
war:
לַמִּלְחָמָ֑הlammilḥāmâla-meel-ha-MA
now
עַתָּה֙ʿattāhah-TA
on
עַלʿalal
whom
מִ֣יmee
trust,
thou
dost
בָטַ֔חְתָּbāṭaḥtāva-TAHK-ta
that
כִּ֥יkee
thou
rebellest
מָרַ֖דְתָּmāradtāma-RAHD-ta
against
me?
בִּֽי׃bee

Cross Reference

ଦିତୀୟ ରାଜାବଳୀ 18:7
ପୁଣି ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ ସେ ଯେ କୌଣସି କାର୍ୟ୍ଯ କଲେ ସବୁ ରେ କୃତକାର୍ୟ୍ଯ ହେଲେ।

ଦିତୀୟ ରାଜାବଳୀ 24:1
ଯିହାୟୋକୀମ୍ର ରାଜତ୍ବ କାଳ ରେ, ବାବିଲର ରାଜା ନବୂଖଦ୍ନିତ୍ସର ୟିହୂଦା ଓ ଯିହାୟୋକୀମ୍କୁ ତିନି ବର୍ଷ ଧରି ଆକ୍ରମଣ କଲେ। ତା'ପରେ ସେ ତାଙ୍କୁ ଅମାନ୍ଯ କରି ତାଙ୍କର ବିଦ୍ରୋହୀ ହେଲ।

ନିହିମିୟା 2:19
କନ୍ତୁ ହୋରୋଣୀଯ ସନ୍ବଲ୍ଲଟ୍ ଓ ଅେମ୍ମାନୀୟ ଟୋବିୟ ଓ ଆରବୀଯ ଗେଶମ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ କଲେ ଓ ଘୃଣା କଲେ। ସମାନେେ କହିଲେ, ତୁମ୍ଭମାନେେ କ'ଣ ଏ କି କାର୍ୟ୍ଯ କରୁଅଛ? ତୁମ୍ଭମାନେେ କ'ଣ ରାଜଦ୍ରୋହ କରୁଛ?

ହିତୋପଦେଶ 21:30
ସଦାପ୍ରଭୁଙ୍କ ବିରୁଦ୍ଧ ରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।

ହିତୋପଦେଶ 24:5
ଜ୍ଞାନବାନ ଲୋକମାନେ ବଳବାନ୍ ଅଟନ୍ତି। ଏବଂ ବିଦ୍ବାନ୍ ଲୋକମାନେ ବଳ ବଢ଼ାନ୍ତି।

ଯିରିମିୟ 52:3
ୟିରୁଶାଲମ ଓ ଯିହୁଦା ରେ ଭୟଙ୍କର ଘଟଣାମାନ ଘଟିଲା, କାରଣ ସଦାପ୍ରଭୁ ସମାନଙ୍କେ ପ୍ରତି କୋର୍ଧାନ୍ବିତ ଥିଲେ। ଶଷେ ରେ ସଦାପ୍ରଭୁ ସମାନଙ୍କେୁ ଆପଣା ସମ୍ମୁଖରୁ ଦୂର କରି ଦେଲେ।

ଯିହିଜିକଲ 17:15
କିନ୍ତୁ ସେ ବାବିଲର ରାଜା ବିରୁଦ୍ଧ ରେ ଗଲା। ସେ ତା'ର ବାର୍ତ୍ତାବହମାନଙ୍କୁ ଅଶ୍ବ ଓ ସୈନ୍ଯ ସାହାୟ୍ଯ ପାଇବା ନିମନ୍ତେ ମିଶରକୁ ପଠାଇଲା, ସେ କ'ଣ କୃତକାର୍ୟ୍ଯ ହବେ ? ୟିଏ ଏପରି କାର୍ୟ୍ଯସବୁ କରେ, ସେ କ'ଣ ରକ୍ଷା ପାଇବ ? ଆଉ ସେ ଚୁକ୍ତି ଲଙ୍ଘନ କରି କ'ଣ ଦଣ୍ଡ ପାଇବ ନାହିଁ ?