Base Word
בָּטַח
Short Definitionproperly, to hie for refuge (but not so precipitately as H2620); figuratively, to trust, be confident or sure
Long Definitionto trust
Derivationa primitive root
International Phonetic Alphabetbɔːˈt̪’ɑħ
IPA modbɑːˈtɑχ
Syllablebāṭaḥ
Dictionbaw-TA
Diction Modba-TAHK
Usagebe bold (confident, secure, sure), careless (one, woman), put confidence, (make to) hope, (put, make to) trust
Part of speechv

ଦିତୀୟ ବିବରଣ 28:52
ଅନ୍ୟ ଜାତୀଯମାନେ ତୁମ୍ଭମାନଙ୍କୁ ଘରୋଉ କରି ରଖିବେ ଓ ତୁମ୍ଭମାନଙ୍କ ସହରକକ୍ସ୍ଟ ଆକ୍ରମଣ କରିବେ। ତୁମ୍ଭମାନେେ ଭାବିବ ଯେ ତୁମ୍ଭମାନଙ୍କର ଉଚ୍ଚ ଓ ଦୃଢ ପାଚରେୀ ତୁମ୍ଭମାନଙ୍କୁ ସକ୍ସ୍ଟରକ୍ଷା ଦବେ ମାତ୍ର ତାହା ତୁମ୍ଭମାନଙ୍କୁ ସକ୍ସ୍ଟରକ୍ଷା ଦଇପୋରିବ ନାହିଁ। ସହେି ପାଚରେୀମାନ ଭାଙ୍ଗି ପଡିବ। ସଦାପ୍ରଭୁ ଦଇେଥିବା ଦେଶ ରେ ସବୁଆଡେ ଶତୃମାନଙ୍କର ଛାଉଣୀ ହାଇଯେିବ।

ବିଚାରକର୍ତାମାନଙ୍କ ବିବରଣ 9:26
ଏବଦର ପକ୍ସ୍ଟତ୍ର ଗାଲ୍ ନିଜର ଭାଇମାନଙ୍କୁ ସାଙ୍ଗ ରେ ନଇେ ଶିଖିମକକ୍ସ୍ଟ ଗଲା। ଶିଖିମର ନତେୃବର୍ଗମାନେ ତାଙ୍କ ଉପରେ ବିଶ୍ବାସ କଲେ।

ବିଚାରକର୍ତାମାନଙ୍କ ବିବରଣ 18:7
ଏହାପରେ ସହେି ପାଞ୍ଚଜଣ ପ୍ରସ୍ଥାନ କରି ଲଯିଶ ରେ ପହନ୍ଚିଲେ। ସଠାେରେ ସମାନେେ ଦେଖିଲେ, ସୀଦୋନୀଯମାନଙ୍କ ଶାସନ ରେ ଲୋକମାନେ କିପରି ନିରାପଦ ରେ ରହକ୍ସ୍ଟଥିଲେ। ସହେି ଦେଶ ରେ ଶାନ୍ତି ଥିଲା, ସମାନଙ୍କେର ସବୁକିଛି ୟଥେଷ୍ଟ ଥିଲା। ସଠାେରେ ଅତ୍ଯାଗ୍ଭରୀ ଶାସକ ନଥିଲେ। ଆଉ ସମାନେେ ସୀଦୋନଠାରକ୍ସ୍ଟ ଦୂର ରେ ଥିଲେ ଓ ଅନ୍ୟ କାହାରି ସହିତ ସମାନଙ୍କେର ସଐର୍କ ନ ଥିଲା।

ବିଚାରକର୍ତାମାନଙ୍କ ବିବରଣ 18:10
ତୁମ୍ଭମାନେେ ଗଲେ ନିର୍ଭୟ ରେ ଥିବା ଲୋକମାନଙ୍କୁ ପାଇବ ଓ ଦେଶ ଅତି ବିସ୍ତୃତ, ପରମେଶ୍ବର ତାହା ତୁମ୍ଭମାନଙ୍କ ହସ୍ତ ରେ ସମର୍ପଣ କରିଅଛନ୍ତି। ସେ ସ୍ଥାନ ରେ ପୃଥିବୀସ୍ଥ କୌଣସି କଥାର ଅଭାବ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 18:27
ତା'ପରେ ସମାନେେ ମୀଖାର ପ୍ରତିମା ଓ ତାହାର ଯାଜକକକ୍ସ୍ଟ ଛାଡି ଲଯିଶ ରେ ପହନ୍ଚିଲେ। ସମାନେେ ସହେି ଲୋକମାନଙ୍କୁ ଆକ୍ରମଣ କଲେ, ଯେଉଁମାନେ ସଠାେରେ ଶାନ୍ତି ରେ ଓ ନିରାପଦ ରେ ବାସ କରୁଥିଲେ। ସମାନେେ ଖଡ୍ଗ ରେ ଲୋକମାନଙ୍କୁ ହତ୍ଯା କଲେ ଓ ନଗରକକ୍ସ୍ଟ ଅଗ୍ନି ରେ ଦଗ୍ଧ କଲେ।

ବିଚାରକର୍ତାମାନଙ୍କ ବିବରଣ 20:36
ତେଣୁ ବିନ୍ଯାମୀନ ଲୋକମାନେ ଦେଖିଲେ ଯେ ସମାନେେ ହାରି ଯିବେ।

ଦିତୀୟ ରାଜାବଳୀ 18:5
ହିଜକିଯ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କଠା ରେ ଦୃଢ ବିଶ୍ବାସ କରୁଥିଲେ। ଯିହୁଦାର କୌଣସି ରାଜା ତାଙ୍କ ପୁର୍ବବର୍ତ୍ତୀ ବା ପରବର୍ତ୍ତୀ ହିଜକିଯଙ୍କ ପରି ନଥିଲେ।

ଦିତୀୟ ରାଜାବଳୀ 18:19
ସନୋଧ୍ଯକ୍ଷମାନଙ୍କ ମଧ୍ଯରୁ ରବଶାକି ସମାନଙ୍କେୁ କହିଲା, ତୁମ୍ଭମାନେେ ହିଜକିଯଙ୍କୁ କୁହ, ମହାରାଜା ଅଶୂରର ରାଜା ଏହି କଥା କୁହନ୍ତି,

ଦିତୀୟ ରାଜାବଳୀ 18:20
ତୁମ୍ଭର ଏକଥା ନିରର୍ଥକ। କାରଣ ତୁମ୍ଭେ କୁହ, ୟୁଦ୍ଧ ରେ ଜଯଲାଭ କରିବା ପାଇଁ ମାରେ ବହୁତ ମନ୍ତ୍ରଣା ଓ ବଳ ଅଛି। କିନ୍ତୁ ତୁମ୍ଭେ କାହା ଉପରେ ନିର୍ଭର କର, ଯେ ହତେୁ ମାେ ବିପକ୍ଷ ରେ ବିଦ୍ରୋହ କରୁଛ?

ଦିତୀୟ ରାଜାବଳୀ 18:21
ଏଠାକୁ ଦେଖ, ତୁମ୍ଭେ ଭଙ୍ଗା ହାଇେଥିବା ଆଶାବାଡି ଉପରେ ନିର୍ଭର କରୁଅଛ। ଏହି ଆଶାବାଡି ମିଶରର ଅଟେ। କିନ୍ତୁ ଯଦି କହେି ତା' ଉପରେ ଆଉଜେ ଏହା ଭାଙ୍ଗି ୟିବ ଏବଂ ହାତ ରେ ପଶି ଫୋଡି ହାଇଯେିବ ଓ ଏହାକୁ ଘାଆ କରିଦବେ। ଯେଉଁମାନେ ମିଶରର ରାଜା ଫାରୋ ଉପରେ ନିର୍ଭର କରୁଛନ୍ତି, ସମାନେେ ଏହି ଭାଗ୍ଯର ଅଂଶିଦାର ହବେ।

Occurences : 120

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்