Isaiah 19:15
ଅଧିପତିମାନେ ମିଶର ପାଇଁ କିଛି କରିପାରିବେ ନାହିଁ। ସମାନେେ, ମସ୍ତକ କି ଲାଙ୍ଗୁଳ, ତଳବାହୁଙ୍ଗା କି ଜଳଜ ତୃଣ ଯାହା କରିପା ରେ ସମାନେେ ତାହା କରିପାରିବେ ନାହିଁ।'
Isaiah 19:15 in Other Translations
King James Version (KJV)
Neither shall there be any work for Egypt, which the head or tail, branch or rush, may do.
American Standard Version (ASV)
Neither shall there be for Egypt any work, which head or tail, palm-branch or rush, may do.
Bible in Basic English (BBE)
And in Egypt there will be no work for any man, head or tail, high or low, to do.
Darby English Bible (DBY)
Neither shall there be any work for Egypt, which the head or tail, palm-branch or rush, may do.
World English Bible (WEB)
Neither shall there be for Egypt any work, which head or tail, palm-branch or rush, may do.
Young's Literal Translation (YLT)
And there is no work to Egypt, That head or tail, branch or reed, may do.
| Neither | וְלֹֽא | wĕlōʾ | veh-LOH |
| shall there be | יִהְיֶ֥ה | yihye | yee-YEH |
| work any | לְמִצְרַ֖יִם | lĕmiṣrayim | leh-meets-RA-yeem |
| for Egypt, | מַֽעֲשֶׂ֑ה | maʿăśe | ma-uh-SEH |
| which | אֲשֶׁ֧ר | ʾăšer | uh-SHER |
| head the | יַעֲשֶׂ֛ה | yaʿăśe | ya-uh-SEH |
| or tail, | רֹ֥אשׁ | rōš | rohsh |
| branch | וְזָנָ֖ב | wĕzānāb | veh-za-NAHV |
| or rush, | כִּפָּ֥ה | kippâ | kee-PA |
| may do. | וְאַגְמֽוֹן׃ | wĕʾagmôn | veh-aɡ-MONE |
Cross Reference
ଯିଶାଇୟ 9:14
ତେଣୁ ସଦାପ୍ରଭୁ ଇଶ୍ରାୟେଲର ମସ୍ତକ ଓ ଲାଞ୍ଜ ଛଦନେ କରିବେ। ଆଉମଧ୍ଯ ତାଳବୃକ୍ଷର ଡ଼ାଳ ବାହୁଙ୍ଗା ଓ ଜଳଜ ତୃଣ ଗୋଟିଏ ଦିନ ରେ କାଟି ପକାଇବେ।
ଗୀତସଂହିତା 128:2
ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ। ତୁମ୍ଭେ ସୁଖୀ ହବେ ଓ ତୁମ୍ଭର ମଙ୍ଗଳ ହବେ।
ହିତୋପଦେଶ 14:23
ପ୍ରେତ୍ୟକକ କଠିନ ପରିଶ୍ରମର ପୁରସ୍କାର ଅଛି, କିନ୍ତୁ ଯଦି ଜଣେ ବ୍ଯକ୍ତି କବଳେ କଥା କହିବା ଚାଲୁରେଖ, ଏହା ତାକୁ ଦରିଦ୍ରତା ଆଡ଼କୁ ଆଗଇେ ନିଏ।
ହବକକୂକ 3:17
ଡିମିରି ଗଛ ରେ ଡିମିରି ଫଳ ନପା ରେ, ଦ୍ରାକ୍ଷାଲତା ରେ ଅଙ୍ଗୁର ଫଳି ନପା ରେ, ଅଲିଭ ଗଛ ରେ ଅଲିଭ୍ ଉତ୍ପନ୍ନ ନ ହାଇପୋ ରେ, କ୍ଷତେ ରେ ଖାଦ୍ୟଶସ୍ଯ ନ ହାଇପୋ ରେ, ମେଣ୍ତାଶାଳ ରେ ମେଣ୍ତା ନରହି ପାରନ୍ତି ଓ ଶସ୍ଯଖଳା ରେ ଗୋରୁପଲ ନଥାଇ ପାରନ୍ତି।
ହଗୟ 1:11
ସଦାପ୍ରଭୁ କୁହନ୍ତି, ପର୍ବତ ଓ ପୃଥିବୀ ଶୁଷ୍କ ହବୋକୁ ଆମ୍ଭେ ଆଦେଶ ଦଲେୁ। ଶସ୍ଯ, ସଦ୍ଯ ଦ୍ରାକ୍ଷାରସ, ଅଲିଭ ତଲେ ଏବଂ ପୃଥିବୀ ଉତ୍ପାଦନ କରୁଥିବା ସମସ୍ତ ଜିନିଷ ଶୁଷ୍କ ହାଇଯେିବ। ଏହି ମରୁଡି ମଧ୍ଯ ପ୍ରେତ୍ୟକକ ପଶୁ, ମନୁଷ୍ଯ ଓ ତୁମ୍ଭର ଶ୍ରମିକ ଉପ ରେ ପ୍ରଭାବ ପକାଇବ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:11
ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ଯାହା ସମ୍ଭବ, ତାହା କର। ନିଜ କାର୍ୟ୍ଯର ଯତ୍ନ ନିଅ। ନିଜ ହାତ ରେ କାମ କର। ଆମ୍ଭେ ଏହି କଥାଗୁଡ଼ିକ କରିବା ପାଇଁ ତୁମ୍ଭମାନଙ୍କୁ ଆଗରୁ କହିଛୁ।