Base Word
אַגְמוֹן
Short Definitiona rush (as growing there); collectively a rope of rushes
Long Definitionrush, bulrush
Derivationfrom the same as H0098; a marshy pool (others from a different root, a kettle); by implication
International Phonetic Alphabetʔɑɡˈmon̪
IPA modʔɑɡˈmo̞wn
Syllableʾagmôn
Dictionaɡ-MONE
Diction Modaɡ-MONE
Usagebulrush, caldron, hook, rush
Part of speechn-m

ଆୟୁବ ପୁସ୍ତକ 41:2
ତୁମ୍ଭେ ତା' ନାକରେ ରସି ପୁରାଇ ପାରିବ କି ? ତା'ର ଦାନ୍ତ ମାଢ଼ି ରେ ଅଙ୍କୁଶ ପୁରାଇ ପାରିବ କି ?

ଆୟୁବ ପୁସ୍ତକ 41:20
ତା'ର ନାକରୁ ଧୂଆଁ ବାହା ରେ ସତେ ଯମେିତି ରନ୍ଧା ହାଣ୍ଡିରୁ ଜଳନ୍ତା କୁଟା ବାମ୍ଫ ବାହା ରେ।

ଯିଶାଇୟ 9:14
ତେଣୁ ସଦାପ୍ରଭୁ ଇଶ୍ରାୟେଲର ମସ୍ତକ ଓ ଲାଞ୍ଜ ଛଦନେ କରିବେ। ଆଉମଧ୍ଯ ତାଳବୃକ୍ଷର ଡ଼ାଳ ବାହୁଙ୍ଗା ଓ ଜଳଜ ତୃଣ ଗୋଟିଏ ଦିନ ରେ କାଟି ପକାଇବେ।

ଯିଶାଇୟ 19:15
ଅଧିପତିମାନେ ମିଶର ପାଇଁ କିଛି କରିପାରିବେ ନାହିଁ। ସମାନେେ, ମସ୍ତକ କି ଲାଙ୍ଗୁଳ, ତଳବାହୁଙ୍ଗା କି ଜଳଜ ତୃଣ ଯାହା କରିପା ରେ ସମାନେେ ତାହା କରିପାରିବେ ନାହିଁ।'

ଯିଶାଇୟ 58:5
ମନୁଷ୍ଯ ଏହିପ୍ରକାର ଉପବାସଦ୍ବାରା ନିଜର ପ୍ରାଣକୁ କ୍ଲେଶ ଦେଉ, ଆମ୍ଭେ କ'ଣ ଏହିପ୍ରକାର ଦିନ ମନୋନୀତ କରିଅଛୁ ? ପୁଣି ନଳବୃକ୍ଷ ପରି ମୁଣ୍ଡ ନୁଆଁଇ, ଚଟବସ୍ତ୍ର ପରିଧାନ କରି ଓ ଭସ୍ମ ଜଳେ ବିଛାଇ ତା'ଉପ ରେ ବସିଲେ ସଦାପ୍ରଭୁ ସେପ୍ରକାର ଉପବାସ ଦିନକୁ ଗ୍ରହଣ କରିବେ ବୋଲି ତୁମ୍ଭେ କହିବ ?

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்