Isaiah 10:30
ହେ ଶଲ୍ଲୀମର କନ୍ଯା, ଉଚ୍ଚସ୍ବର ରେ ପାଟି କର। ହେ ଲଯିଶ, ଶୁଣ। ଅନାଥୋଡ୍ ତାକୁ ଉତ୍ତର ଦିଅ।
Isaiah 10:30 in Other Translations
King James Version (KJV)
Lift up thy voice, O daughter of Gallim: cause it to be heard unto Laish, O poor Anathoth.
American Standard Version (ASV)
Cry aloud with thy voice, O daughter of Gallim! hearken, O Laishah! O thou poor Anathoth!
Bible in Basic English (BBE)
Give a loud cry, daughter of Gallim; let Laishah give ear; let Anathoth give answer to her.
Darby English Bible (DBY)
Lift up thy voice, daughter of Gallim! Hearken, O Laish! -- Poor Anathoth!
World English Bible (WEB)
Cry aloud with your voice, daughter of Gallim! listen, Laishah! You poor Anathoth!
Young's Literal Translation (YLT)
Cry aloud `with' thy voice, daughter of Gallim, Give attention, Laish! answer her, Anathoth.
| Lift up | צַהֲלִ֥י | ṣahălî | tsa-huh-LEE |
| thy voice, | קוֹלֵ֖ךְ | qôlēk | koh-LAKE |
| daughter O | בַּת | bat | baht |
| of Gallim: | גַּלִּ֑ים | gallîm | ɡa-LEEM |
| heard be to it cause | הַקְשִׁ֥יבִי | haqšîbî | hahk-SHEE-vee |
| unto Laish, | לַ֖יְשָׁה | layšâ | LA-sha |
| O poor | עֲנִיָּ֥ה | ʿăniyyâ | uh-nee-YA |
| Anathoth. | עֲנָתֽוֹת׃ | ʿănātôt | uh-na-TOTE |
Cross Reference
ପ୍ରଥମ ଶାମୁୟେଲ 25:44
ଶାଉଲ ନିଜର କନ୍ଯା ମୀଖଲକକ୍ସ୍ଟ, ଦାଉଦଙ୍କର ସ୍ତ୍ରୀକକ୍ସ୍ଟ ଗଲିମ ନିବାସୀ ଲଯିସ ପକ୍ସ୍ଟତ୍ର ପଲ୍ଟିକି ନଇେଥିଲେ।
ଯିରିମିୟ 1:1
ଏହା ହେଉଛି ଭବିଷ୍ଯଦବକ୍ତା ଯିରିମିୟଙ୍କ ବାକ୍ଯ। ହିଲବିଯଙ୍କର ପୁତ୍ର ଯିରିମିୟ ଯାଜକମାନଙ୍କ ମଧ୍ଯରୁ ଜଣେ ୟିଏ କି ଅନାେଥାତ୍ ପ୍ରଦେଶର ବିନ୍ଯାମୀନଙ୍କର ଗୋଷ୍ଠୀର ଥିଲେ।
ଯିହୋଶୂୟ 21:18
ଅନାେଥାତ୍ ଓ ତା'ର ତଳଭୂମି, ଅଲ୍ମୋନ୍ ଓ ତା'ର ତଳଭୂମି, ଏହିପରି ଗ୍ଭରିଟି ନଗର ଦେଲେ।
ବିଚାରକର୍ତାମାନଙ୍କ ବିବରଣ 18:7
ଏହାପରେ ସହେି ପାଞ୍ଚଜଣ ପ୍ରସ୍ଥାନ କରି ଲଯିଶ ରେ ପହନ୍ଚିଲେ। ସଠାେରେ ସମାନେେ ଦେଖିଲେ, ସୀଦୋନୀଯମାନଙ୍କ ଶାସନ ରେ ଲୋକମାନେ କିପରି ନିରାପଦ ରେ ରହକ୍ସ୍ଟଥିଲେ। ସହେି ଦେଶ ରେ ଶାନ୍ତି ଥିଲା, ସମାନଙ୍କେର ସବୁକିଛି ୟଥେଷ୍ଟ ଥିଲା। ସଠାେରେ ଅତ୍ଯାଗ୍ଭରୀ ଶାସକ ନଥିଲେ। ଆଉ ସମାନେେ ସୀଦୋନଠାରକ୍ସ୍ଟ ଦୂର ରେ ଥିଲେ ଓ ଅନ୍ୟ କାହାରି ସହିତ ସମାନଙ୍କେର ସଐର୍କ ନ ଥିଲା।
ବିଚାରକର୍ତାମାନଙ୍କ ବିବରଣ 18:29
ଯେ ହତେକ୍ସ୍ଟ ସମାନେେ ଇଶ୍ରାୟେଲର ଜଣେ ପକ୍ସ୍ଟତ୍ର ଦାନର ଭବିଷ୍ଯଦ୍ ବଂଶଧର ଥିଲେ, ସମାନେେ ସହେି ନଗରର ନାମ ଦାନ ରଖିଲେ। ମାତ୍ର ବାସ୍ତବ ରେ ସହେି ନଗରର ନାମ ଲଯିଶ ଥିଲା।
ପ୍ରଥମ ରାଜାବଳୀ 2:26
ତା'ପରେ ରାଜା ଯାଜକ ଅବିଯାଥରକୁ କହିଲେ, ତୁମ୍ଭେ ଅନାେଥାତ ସ୍ଥିତ ତୁମ୍ଭର ଗୃହକୁ ୟାଅ। କାରଣ ତୁମ୍ଭେ ଯଦିଓ ମୃତ୍ଯୁ ଯୋଗ୍ଯ, ମୁଁ ତୁମ୍ଭକୁ ବର୍ତ୍ତମାନ ବଧ କରିବାକୁ ଯାଉନାହିଁ, କାରଣ ତୁମ୍ଭେ ମାରେ ପିତା ଦାଉଦଙ୍କ ସମ୍ମୁଖ ରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ବହନ କରିଥିଲ ଓ ତୁମ୍ଭେ ମାେ ପିତାଙ୍କର କଠିନ ସମୟରେ ସହେି ପ୍ରକାର ବିପଦଗୁଡିକରେ ଭାଗୀ ହାଇେଥିଲା।
ଯିରିମିୟ 32:8
ତତ୍ପ ରେ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ମାରେ ପିତୃବ୍ଯର ପୁତ୍ର ହନନଲେ ପ୍ରହରୀ ପ୍ରାଙ୍ଗଣ ରେ ମାେ ନିକଟକୁ ଆସି କହିଲା, 'ମୁଁ ଅନୁରୋଧ କରୁଛି, ଅନାେଥାତ ରେ ମାରେ ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରଯ କର, ଯାହା ବିନ୍ଯାମୀନଙ୍କର ଗୋଷ୍ଠୀଯ ରେ ଅଛି। କାରଣ ତାହାକୁ କ୍ରଯ କରିବାର ଅଧିକାର କବଳେ ତୁମ୍ଭର ଅଛି।'