Base Word
קָשַׁב
Short Definitionto prick up the ears, i.e., hearken
Long Definitionto hear, be attentive, heed, incline (of ears), attend (of ears), hearken, pay attention, listen
Derivationa primitive root
International Phonetic Alphabetk’ɔːˈʃɑb
IPA modkɑːˈʃɑv
Syllableqāšab
Dictionkaw-SHAHB
Diction Modka-SHAHV
Usageattend, (cause to) hear(-ken), give heed, incline, mark (well), regard
Part of speechv

ପ୍ରଥମ ଶାମୁୟେଲ 15:22
କିନ୍ତୁ ଶାମକ୍ସ୍ଟଯଲେ ଉତ୍ତର ଦେଲେ, ସଦାପ୍ରଭୁଙ୍କୁ କ'ଣ ଅଧିକ ପ୍ରସନ୍ନ କଲ, ହାମବେଳି, ନବୈେଦ୍ଯ ନା ପରମେଶ୍ବରଙ୍କର ଆଦେଶଗକ୍ସ୍ଟଡିକ ପାଳନ କରିବା? ପରମେଶ୍ବର ହୃଷ୍ଟପୃଷ୍ଟ ମଷେର ବଳିଦାନଠାରକ୍ସ୍ଟ ତାଙ୍କର ଆଜ୍ଞାମାନକ୍ସ୍ଟ ଥିବା ଲୋକଠା ରେ ଅଧିକ ସନ୍ତକ୍ସ୍ଟଷ୍ଟ ହକ୍ସ୍ଟଅନ୍ତି।

ଦିତୀୟ ବଂଶାବଳୀ 20:15
ୟିଯଯଲେ କହିଲେ, ରାଜା ଯିହାଶାଫେଟ୍, ଯିହୁଦା ଏବଂ ୟିରୁଶାଲମର ସମସ୍ତ ଲୋକ ମାେ କଥା ଶୁଣ। ସଦାପ୍ରଭୁ ତୁମ୍ଭକୁ ଏହିକଥା କହନ୍ତି : ଏହି ବୃହତ୍ ସୈନ୍ଯଦଳ ବିଷଯ ରେ ଭୀତ କିମ୍ବା ବିବ୍ରତ ହୁଅ ନାହିଁ, କାରଣ ଏହି ୟୁଦ୍ଧ ତୁମ୍ଭର ୟୁଦ୍ଧ ନୁହେଁ, ଏହା ପରମେଶ୍ବରଙ୍କର ୟୁଦ୍ଧ ଅଟେ।

ଦିତୀୟ ବଂଶାବଳୀ 33:10
ସଦାପ୍ରଭୁ ମନଃଶିଙ୍କୁ ଓ ତାଙ୍କର ଲୋକମାନଙ୍କୁ କଥା କହିଲେ, ମାତ୍ର ସମାନେେ ତାଙ୍କର କଥା ଶୁଣିଲେ ନାହିଁ।

ନିହିମିୟା 9:34
ପୁଣି ଆମ୍ଭମାନଙ୍କ ରାଜଗଣ, ରାଜତପୁତ୍ଗଣ, ଆମ୍ଭର ଯାଜକଗଣ ଓ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭ ବ୍ଯବସ୍ଥା ପାଳନ କରି ନାହାଁନ୍ତି। ସମାନେେ ତୁମ୍ଭର ଆଜ୍ଞା ଏବଂ ତୁମ୍ଭର ସତର୍କବାଣୀ ଶୁଣିଲେ ନାହିଁ, ଯାହା ତୁମ୍ଭେ ସମାନଙ୍କେ ବିରୁଦ୍ଧ ରେ ଦଇେଥିଲ।

ଆୟୁବ ପୁସ୍ତକ 13:6
ଏବେ ମାରେ ୟୁକ୍ତି ଶୁଣ। ମୁଁ ଯାହା କହିବାକୁ ଇଚ୍ଛାକରେ ତାକୁ ମଧ୍ଯ ଶୁଣ।

ଆୟୁବ ପୁସ୍ତକ 33:31
ଆୟୁବ, ମାେ କଥାକୁ ଧ୍ଯାନ ଦିଅ। ମାେ କଥା ଶୁଣ। ନିରବ ରୁହ ଏବଂ ମାେତେ କହିବାକୁ ଦିଅ।

ଗୀତସଂହିତା 5:2
ହେ ମାରେ ପରମେଶ୍ବର ଓ ରାଜା ମାରେ ପ୍ରାର୍ଥନା ଶୁଣ।

ଗୀତସଂହିତା 10:17
ହେ ସଦାପ୍ରଭୁ, ତୁମ୍ଭେ ସହେି ନିରୀହ ଲୋକମାନଙ୍କର ଡ଼ାକ ଶୁଣିଛ ବା ସମାନେେ ୟାହା ଚାହୁଁଛନ୍ତି ଜାଣିପାରୁଛ। ସମାନଙ୍କେର ପ୍ରାର୍ଥନା ଶୁଣ ଓ ସମାନେେ ୟାହା ଚାହୁଁଛନ୍ତି ତାହା ପ୍ରଦାନ କର।

ଗୀତସଂହିତା 17:1
ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଥରେ ଶୁଣ ଓ ମାେତେ ନ୍ଯାଯ ପ୍ରଦାନ କର। ମୁଁ ତୁମ୍ଭକୁ ଉଚ୍ଚ ସ୍ବରରେ ଡ଼ାକୁ ଅଛି। ୟେ ହତେୁ ମୁଁ ନିଷ୍କପଟ, ତଣେୁ ୟାହା ମୁଁ କହୁଛି, ଦୟାକରି ମାରେ ପ୍ରାର୍ଥନାକୁ ଗ୍ରହଣ କର।

ଗୀତସଂହିତା 55:2
ଦୟାକରି ମାରେ କଥା ଶୁଣ ଓ ମାେତେ ଉତ୍ତର ଦିଅ। ମାେତେ ତୁମ୍ଭକୁ କହିବାକୁ ଦିଅ ଏବଂ ତୁମ୍ଭଙ୍କୁ କହିବି, ୟାହା ମାେତେ ବ୍ଯତିବ୍ଯସ୍ତ କରେ।

Occurences : 46

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்