ଦିତୀୟ ରାଜାବଳୀ 14:1 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ରାଜାବଳୀ ଦିତୀୟ ରାଜାବଳୀ 14 ଦିତୀୟ ରାଜାବଳୀ 14:1

2 Kings 14:1
ଇଶ୍ରାୟେଲର ରାଜା ଯିହାୟୋଦାରହସ୍ଙ୍କ ପୁତ୍ର ୟୋଯାଶଙ୍କର ରାଜତ୍ବର ଦ୍ବିତୀୟ ବର୍ଷ ରେ ଯିହୁଦାର ରାଜା ୟୋଯାଶଙ୍କର ପୁତ୍ର ଅମତ୍ସିଯ ରାଜ୍ଯ କରିବାକୁ ଆରମ୍ଭ କଲେ।

2 Kings 142 Kings 14:2

2 Kings 14:1 in Other Translations

King James Version (KJV)
In the second year of Joash son of Jehoahaz king of Israel reigned Amaziah the son of Joash king of Judah.

American Standard Version (ASV)
In the second year of Joash son of Joahaz king of Israel began Amaziah the son of Joash king of Judah to reign.

Bible in Basic English (BBE)
In the second year of Joash, son of Joahaz, king of Israel, Amaziah, the son of Joash, became king of Judah.

Darby English Bible (DBY)
In the second year of Joash son of Jehoahaz, king of Israel, began Amaziah the son of Joash, king of Judah, to reign.

Webster's Bible (WBT)
In the second year of Joash son of Jehoahaz king of Israel, reigned Amaziah the son of Joash king of Judah.

World English Bible (WEB)
In the second year of Joash son of Joahaz king of Israel began Amaziah the son of Joash king of Judah to reign.

Young's Literal Translation (YLT)
In the second year of Joash son of Jehoahaz king of Israel reigned hath Amaziah son of Joash king of Judah;

In
the
second
בִּשְׁנַ֣תbišnatbeesh-NAHT
year
שְׁתַּ֔יִםšĕttayimsheh-TA-yeem
Joash
of
לְיוֹאָ֥שׁlĕyôʾāšleh-yoh-ASH
son
בֶּןbenben
of
Jehoahaz
יֽוֹאָחָ֖זyôʾāḥāzyoh-ah-HAHZ
king
מֶ֣לֶךְmelekMEH-lek
Israel
of
יִשְׂרָאֵ֑לyiśrāʾēlyees-ra-ALE
reigned
מָלַ֛ךְmālakma-LAHK
Amaziah
אֲמַצְיָ֥הוּʾămaṣyāhûuh-mahts-YA-hoo
the
son
בֶןbenven
Joash
of
יוֹאָ֖שׁyôʾāšyoh-ASH
king
מֶ֥לֶךְmelekMEH-lek
of
Judah.
יְהוּדָֽה׃yĕhûdâyeh-hoo-DA

Cross Reference

ଦିତୀୟ ରାଜାବଳୀ 13:10
ଯିହୁଦା ରେ ଯୋୟାଶ୍ ରାଜାଙ୍କ ସପ୍ତତ୍ରିଂଶ ବର୍ଷ ରାଜତ୍ବ କାଳ ରେ ଯିହାୟୋଦାରଶ୍ଙ୍କ ପୁତ୍ର ଯୋୟାଶ୍ ଶମରିଯା ରେ ଇଶ୍ରାୟେଲ ଉପରେ ରାଜତ୍ବ କରିବାକୁ ୟାଇ ଷୋହଳ ବର୍ଷ ରାଜ୍ଯଶାସନ କଲେ।

ଦିତୀୟ ବଂଶାବଳୀ 25:1
ଅମତ୍ସିଯ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଅଣତିରିଶ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ୟିହୋଯଦ୍ଦନ୍। ୟିହୋଯଦ୍ଦନ୍ ୟିରୁଶାଲମରୁ ଆସିଥିଲେ।

ଦିତୀୟ ରାଜାବଳୀ 14:15
ପୁଣି ୟୋଯାଶଙ୍କର ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିଯା ଓ ପରାକ୍ରମ ଏବଂ ସେ ଯିହୁଦା ରାଜା ଅମତ୍ସିଯଙ୍କ ସଙ୍ଗେ କି ପ୍ରକାର ୟୁଦ୍ଧ କଲେ ସେ ସବୁ ଇଶ୍ରାୟେଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

ପ୍ରଥମ ବଂଶାବଳୀ 3:12
ୟୋଯାଶଙ୍କ ପୁତ୍ର ଥିଲେ ଅମତ୍ସିଯ। ଅମତ୍ସିଯଙ୍କ ପୁତ୍ର ଥିଲେ ଅସରିଯ। ଅସରିଯଙ୍କ ପୁତ୍ର ଥିଲେ ଯୋଥମ୍।