Base Word
שְׁנַיִם
Short Definitiontwo; also (as ordinal) twofold
Long Definitiontwo
Derivationdual of H8145; feminine שְׁתַּיִם
International Phonetic Alphabetʃɛ̆.n̪ɑˈjɪm
IPA modʃɛ̆.nɑˈjim
Syllablešĕnayim
Dictionsheh-na-YIM
Diction Modsheh-na-YEEM
Usageboth, couple, double, second, twain, + twelfth, + twelve, + twenty (sixscore) thousand, twice, two
Part of speechn

Genesis 1:16
ତେଣୁ ପରମେଶ୍ବର ଦୁଇଟି ମହାଜାତିେ ସୃଷ୍ଟି କଲେ। ପରମେଶ୍ବର ଦିନ ରେ କତ୍ତୁର୍ତ୍ବ କରିବା ପାଇଁ ବଡ଼ ଜ୍ଯୋତି ଓ ରାତ୍ରି ରେ କତ୍ତୁର୍ତ୍ବ କରିବା ପାଇଁ ସାନ ଜାତିେ ନିର୍ମାଣ କଲେ। ପରମେଶ୍ବର ତାରାଗଣଙ୍କୁ ମଧ୍ଯ ସୃଷ୍ଟି କଲେ।

Genesis 2:25
ମନୁଷ୍ଯ ଓ ତାଙ୍କର ସ୍ତ୍ରୀ ଉଲଗ୍ନ ଥିଲେ, କିନ୍ତୁ ସମାନେେ ଲଜ୍ଜାବୋଧ କରୁନଥିଲେ।

Genesis 3:7
ସମାନଙ୍କେର ଚ଼କ୍ଷୁ ପ୍ରସନ୍ନ ହେଲା ଏବଂ ସମାନେେ ଜାଣିପାରିଲେ ଯେ, ସମାନେେ ଉଲଗ୍ନ। ତେଣୁ ସମାନେେ କିଛି ଡ଼ିମିରି ବୃକ୍ଷର ପତ୍ର ସଂଗ୍ରହ କରି ତାକୁ ସିଇଁ ତାହାକୁ ବସ୍ତ୍ର ଭାବରେ ଗ୍ରହଣ କଲେ।

Genesis 4:19
ଲମେକ ଦୁଇଟି ସ୍ତ୍ରୀ ବିବାହ କଲେ, ଜଣଙ୍କର ନାମ ଆଦା ଓ ଅନ୍ୟ ଜଣଙ୍କର ନାମ ଥିଲା ସିଲ୍ଲା।

Genesis 5:8
ଏହାପରେ ଶେଥ ମାଟେ ରେ 912 ବର୍ଷ ବଞ୍ଚିବା ପରେ ମୃତ୍ଯୁବରଣ କଲେ।

Genesis 5:18
ଯରଦେକୁ ଯେତବେେଳେ 162 ବର୍ଷ ବଯସ ହାଇେଥିଲା ସେ ସମୟରେ ତାଙ୍କର ଏକପୁତ୍ର ଜନ୍ମ ହେଲ, ତାହାର ନାମ ହନୋକ।

Genesis 5:20
ଏହିପରି ଭାବରେ ଯରଦେ 962 ବର୍ଷ ବଞ୍ଚି ମୃତ୍ଯୁବରଣ କଲେ।

Genesis 5:26
ଲମେକର ଜନ୍ମ ପରେ ମଥୂଶଲହେ 782 ବର୍ଷ ବଞ୍ଚିଲେ ଏବଂ ସେ ଆହୁରି ଅନକେ ପୁତ୍ର କନ୍ଯାମାନଙ୍କୁ ଜନ୍ମ ଦଇେଥିଲେ।

Genesis 5:28
ଯେତବେେଳେ ଲମେକକୁ 182 ବର୍ଷ ବଯସ ହାଇେଥିଲା, ତାଙ୍କର ଗୋଟିଏ ପୁତ୍ର ଜନ୍ମ ହେଲା।

Genesis 6:19
ପ୍ରାଣରକ୍ଷାର୍ଥେ ସର୍ବ ପ୍ରକାରର ଜୀବଜନ୍ତୁର ଏକ ଏକ ଦମ୍ପତ୍ତି ଆପଣା ସଂଗ ରେ ଧରି ଜାହାଜ ରେ ପ୍ରବେଶ କରିବ।

Occurences : 769

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்