2 Chronicles 36:13 Image in Oriya
ସିଦିକିଯ ରାଜା ନବୂଖଦ୍ନିତ୍ସରର ବିରୁଦ୍ଧ ରେ ବିଦ୍ରୋହ କଲେ। ଅତୀତ ରେ ନବୂଖଦ୍ନିତ୍ସର ସିଦିକିଯଙ୍କୁ ଏକ ଶପଥ କରାଇଥିଲେ ଯେ, ସେ ନବୂଖଦ୍ନିତ୍ସର ନିକଟରେ ବିଶ୍ବସ୍ତ ରହିବେ। ସିଦିକିଯ ପରମେଶ୍ବରଙ୍କ ନାମ ନଇେ ଶପଥ କରିଥିଲେ ଯେ, ସେ ନବୂଖଦ୍ନିତ୍ସରଙ୍କ ନିକଟରେ ବିଶ୍ବସ୍ତ ରହିବେ। କିନ୍ତୁ ସିଦିକିଯ ବଡ଼ ଦାମ୍ଭିକ ଥିଲେ ଓ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ଫରେିଆସିବାକୁ ଓ ମାନିବା ନିମନ୍ତେ ଅଗ୍ରାହ୍ଯ କଲେ।
ସିଦିକିଯରାଜାନବୂଖଦ୍ନିତ୍ସରରବିରୁଦ୍ଧରେବିଦ୍ରୋହକଲେ।ଅତୀତରେନବୂଖଦ୍ନିତ୍ସରସିଦିକିଯଙ୍କୁଏକଶପଥକରାଇଥିଲେଯେ,ସେନବୂଖଦ୍ନିତ୍ସରନିକଟରେବିଶ୍ବସ୍ତରହିବେ।ସିଦିକିଯପରମେଶ୍ବରଙ୍କନାମନଇେଶପଥକରିଥିଲେଯେ,ସେନବୂଖଦ୍ନିତ୍ସରଙ୍କନିକଟରେବିଶ୍ବସ୍ତରହିବେ।କିନ୍ତୁସିଦିକିଯବଡ଼ଦାମ୍ଭିକଥିଲେଓଇଶ୍ରାୟେଲରସଦାପ୍ରଭୁପରମେଶ୍ବରଙ୍କନିକଟକୁଫରେିଆସିବାକୁଓମାନିବାନିମନ୍ତେଅଗ୍ରାହ୍ଯକଲେ।
2 Chronicles 36:13 Picture in Oriya