2 Chronicles 10:19
ସହେି ସମୟଠାରୁ ଆଜି ପର୍ୟ୍ଯନ୍ତ ଇଶ୍ରାୟେଲର ଲୋକମାନେ ଦାଉଦଙ୍କ ବଂଶର ବିରୋଧୀ ହାଇେଅଛନ୍ତି।
2 Chronicles 10:19 in Other Translations
King James Version (KJV)
And Israel rebelled against the house of David unto this day.
American Standard Version (ASV)
So Israel rebelled against the house of David unto this day.
Bible in Basic English (BBE)
So Israel was turned away from the family of David to this day.
Darby English Bible (DBY)
And Israel rebelled against the house of David, unto this day.
Webster's Bible (WBT)
And Israel rebelled against the house of David to this day.
World English Bible (WEB)
So Israel rebelled against the house of David to this day.
Young's Literal Translation (YLT)
and Israel transgress against the house of David unto this day.
| And Israel | וַיִּפְשְׁע֤וּ | wayyipšĕʿû | va-yeef-sheh-OO |
| rebelled | יִשְׂרָאֵל֙ | yiśrāʾēl | yees-ra-ALE |
| house the against | בְּבֵ֣ית | bĕbêt | beh-VATE |
| of David | דָּוִ֔יד | dāwîd | da-VEED |
| unto | עַ֖ד | ʿad | ad |
| this | הַיּ֥וֹם | hayyôm | HA-yome |
| day. | הַזֶּֽה׃ | hazze | ha-ZEH |
Cross Reference
ଯିହୋଶୂୟ 4:9
ଯିହାଶୂେୟ ୟର୍ଦ୍ଦନ ନଦୀର ମଝି ରେ ବାର ଖଣ୍ତ ପଥର ବସାଇଲେ। ଯେଉଁଠା ରେ ବାର ଜଣ ଯାଜକ ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ଧରି ଠିଆ ହାଇେଥିଲେ। ଯାହାକି ଆଜି ପର୍ୟ୍ଯନ୍ତ ପଥରଖଣ୍ତଗକ୍ସ୍ଟଡିକ ସହେି ସ୍ଥାନ ରେ ଅଛି।
ପ୍ରଥମ ରାଜାବଳୀ 12:19
ତେଣୁ ଇଶ୍ରାୟେଲର ଲୋକମାନେ ଦାଉଦ ବଂଶ ବିପକ୍ଷ ରେ ବିଦ୍ରୋହ କଲେ ଓ ଏବେ ମଧ୍ଯ ସମାନେେ ଦାଉଦ ବଂଶର ବିଦ୍ରୋହୀ ହାଇେ ରହିଛନ୍ତି।
ଦିତୀୟ ରାଜାବଳୀ 17:21
ପୁଣି ସଦାପ୍ରଭୁ ଦାଉଦ ବଂଶରୁ ଇଶ୍ରାୟେଲକୁ ଛିନ୍ନ କଲେ। ଆଉ ସମାନେେ ନବାଟର ପୁତ୍ର ୟାରବିଯାମଙ୍କୁ ସମାନଙ୍କେର ରାଜା କଲେ। ୟାରବିଯାମ ଇଶ୍ରାୟେଲୀୟମାନଙ୍କୁ ସଦାପ୍ରଭୁଙ୍କୁ ଅନୁଗାମୀ ହବୋରୁ ନିବୃତ୍ତ କଲେ ଓ ସମାନଙ୍କେୁ ମହାପାପ କରାଇଲେ।
ଦିତୀୟ ବଂଶାବଳୀ 5:9
ସହେି ଖମ୍ବଗୁଡ଼ିକ ଏତେ ଲମ୍ବା ଥିଲା ଯେ ପବିତ୍ର ତମ୍ବୁ ସ୍ଥାନର ସମ୍ମୁଖରୁ ତାହାର ଦୁଇପାଶର୍ବ ଦଖାଯାେଉଥିଲା। କିନ୍ତୁ ମନ୍ଦିର ସମ୍ମୁଖରୁ କୌଣସି ବ୍ଯକ୍ତି ସହେି ଖମ୍ବଗୁଡ଼ିକୁ ଦେଖିପାରୁ ନ ଥିଲେ। ଆଜି ମଧ୍ଯ ସହେି ଖମ୍ବଗୁଡ଼ିକ ସହେି ସ୍ଥାନ ରେ ରହିଅଛି।
ଦିତୀୟ ବଂଶାବଳୀ 10:16
ଇଶ୍ରାୟେଲର ଲୋକମାନେ ଦେଖିଲେ ଯେ ରାଜା ରିହବିଯାମ୍ ସମାନଙ୍କେର କଥା ଶୁଣିଲେ ନାହିଁ। ତେଣୁ ସମାନେେ ରାଜାଙ୍କୁ କହିଲେ, ଆମ୍ଭମାନେେ କ'ଣ ଦାଉଦଙ୍କ ବଂଶର ଅଂଶ ବିଶଷେ ଅଟୁ ? ନା ! ଆମ୍ଭମାନେେ କ'ଣ ୟିଶୀଙ୍କ ପୁତ୍ର ଠାରୁ କିଛି ପାଇଅଛୁ ? ନା ! ତେଣୁ ଇଶ୍ରାୟେଲ, ଆସ ଆମ୍ଭୋମନେ ନିଜ ନିଜ ଗୃହକୁ ଫରେିୟିବା। ଦାଉଦ ତାଙ୍କର ଆତ୍ମୀଯମାନଙ୍କ ଉପରେ ରାଜତ୍ବ କରନ୍ତୁ। ଏହାପରେ ଇଶ୍ରାୟେଲର ସମସ୍ତ ଲୋକ ସମାନଙ୍କେର ଗୃହସବୁକୁ ଫରେିଗଲେ।
ଦିତୀୟ ବଂଶାବଳୀ 13:5
ତୁମ୍ଭମାନେେ ଜାଣିବା ଉଚିତ ଯେ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ଦାଉଦ ଓ ତାଙ୍କର ପୁତ୍ରମାନଙ୍କୁ ଚିରକାଳ ନିମନ୍ତେ ଇଶ୍ରାୟେଲର ରାଜା ହବୋ ନିମନ୍ତେ ଅଧିକାର ଦଇେଥିଲେ। ପରମେଶ୍ବର ଦାଉଦଙ୍କୁ ଲବଣ ଚୁକ୍ତି ସହିତ ଏହି ଅଧିକାର ପ୍ରଦାନ କରିଥିଲେ।
ଏଜ୍ରା 9:7
ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମଯାବଧି ଆଜି ପର୍ୟ୍ଯନ୍ତ ଆମ୍ଭମାନେେ ଅତିଶଯ ଦୋଷୀ ହାଇେଅଛୁ। ଆମ୍ଭମାନଙ୍କର ଅପରାଧ ପାଇଁ ଆଜିର ନ୍ଯାଯ ଆମ୍ଭମାନେେ ଆମ୍ଭମାନଙ୍କ ରାଜଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀଯ ରାଜଗଣ ହସ୍ତ ରେ, ଖଡ୍ଗ ରେ, ବନ୍ଦୀତ୍ବ ରେ ଓ ଅପମାନିତ ହବୋ ପାଇଁ ସମର୍ପିତ ହାଇେଅଛୁ।
ଗୀତସଂହିତା 89:30
ୟଦି ବଂଶଧରଗଣ ଆମ୍ଭ ବ୍ଯବସ୍ଥା ପରିତ୍ଯାଗ କରନ୍ତି ଓ ଆମ୍ଭର ଆଜ୍ଞା ଅନୁସରଣ ନ କରନ୍ତି, ଆମ୍ଭେ ସମାନଙ୍କେୁ ଦଣ୍ଡ ଦବୋ।