ଦିତୀୟ ବଂଶାବଳୀ 5:4 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବଂଶାବଳୀ ଦିତୀୟ ବଂଶାବଳୀ 5 ଦିତୀୟ ବଂଶାବଳୀ 5:4

2 Chronicles 5:4
ଯେତବେେଳେ ଇଶ୍ରାୟେଲର ସବୁ ମୁଖିଆମାନେ ଆସିଗଲେ, ଲବେୀୟମାନେ ନିଯମ-ସିନ୍ଦୁକକୁ ଆଣିଲେ।

2 Chronicles 5:32 Chronicles 52 Chronicles 5:5

2 Chronicles 5:4 in Other Translations

King James Version (KJV)
And all the elders of Israel came; and the Levites took up the ark.

American Standard Version (ASV)
And all the elders of Israel came: and the Levites took up the ark;

Bible in Basic English (BBE)
All the responsible men of Israel came, and the Levites took up the ark.

Darby English Bible (DBY)
And all the elders of Israel came; and the Levites took up the ark.

Webster's Bible (WBT)
And all the elders of Israel came; and the Levites took up the ark.

World English Bible (WEB)
All the elders of Israel came: and the Levites took up the ark;

Young's Literal Translation (YLT)
and all the elders of Israel come in, and the Levites lift up the ark,

And
all
וַיָּבֹ֕אוּwayyābōʾûva-ya-VOH-oo
the
elders
כֹּ֖לkōlkole
of
Israel
זִקְנֵ֣יziqnêzeek-NAY
came;
יִשְׂרָאֵ֑לyiśrāʾēlyees-ra-ALE
Levites
the
and
וַיִּשְׂא֥וּwayyiśʾûva-yees-OO
took
up
הַלְוִיִּ֖םhalwiyyimhahl-vee-YEEM

אֶתʾetet
the
ark.
הָֽאָרֽוֹן׃hāʾārônHA-ah-RONE

Cross Reference

ଯିହୋଶୂୟ 3:6
ତା'ପରେ ୟିହୋଶୂଯ ଯାଜକମାନଙ୍କୁ କହିଲେ, ନିଯମ ସିନ୍ଦକ୍ସ୍ଟକ ଉଠାଅ ଏବଂ ଲୋକମାନଙ୍କର ସମ୍ମକ୍ସ୍ଟଖ ରେ ନଦୀ ମଧିଅରେ ଏହା ବହି ନିଅ। ତେଣୁ ଯାଜକମାନେ ନିଯମ ସିନ୍ଦକ୍ସ୍ଟକ ବହନ କରି ଲୋକମାନଙ୍କର ଆଗେ ଆଗେ ଚାଲିଲେ।

ପ୍ରଥମ ରାଜାବଳୀ 8:3
ପୁଣି ଇଶ୍ରାୟେଲର ସମସ୍ତ ପ୍ରାଚୀନବର୍ଗ ଉପସ୍ଥିତ ହବୋପରେ ଯାଜକମାନେ ନିଯମ ସିନ୍ଦୁକ ଉଠାଇଲେ।

ଗଣନା ପୁସ୍ତକ 4:15
ଏହି ରୂପେ ଯେତବେେଳେ ଛାଉଣୀ ଅଗ୍ରସର ହବୋ ବେଳେ ହାରୋଣ ଓ ତାଙ୍କର ପୁତ୍ରଗଣ ପବିତ୍ରସ୍ଥାନ ଓ ପବିତ୍ର ସମସ୍ତ ଆସବାବ ଦ୍ରବ୍ଯ ଢାଙ୍କି ଦବେେ। ତାହାପରେ କହାତ ପୁତ୍ରଗଣ ତାହା ବହନ କରିବା ପାଇଁ ଆସିବା ଉଚିତ୍। ସେଥିପାଇଁ ସମାନେେ ନିଶ୍ଚଯ କୌଣସି ପବିତ୍ର ବସ୍ତ୍ର ସ୍ପର୍ଶ କରିବେ ନାହିଁ ନ ହେଲେ ସମାନେ ମୁତ୍ଯୁବରଣ କରିବେ। ପବିତ୍ର ତମ୍ବୁ ରେ ଏହାହିଁ କହାତ ପୁତ୍ରଗଣର କର୍ତ୍ତବ୍ଯ ହବେ।

ଯିହୋଶୂୟ 6:6
ତେଣୁ ନୂନର ପକ୍ସ୍ଟତ୍ର ଯିହାଶୂେୟ ସମସ୍ତ ଯାଜକମାନଙ୍କୁ ଏକତ୍ରୀତ କଲେ। ଯିହାଶୂେୟ ସମାନଙ୍କେୁ କହିଲେ, ତୁମ୍ଭମାନେେ ପବିତ୍ର ନିଯମ ସିନ୍ଦକ୍ସ୍ଟକ ଆଣ ଓ ସାତଜଣ ଯାଜକ ସଦାପ୍ରଭୁଙ୍କର ପବିତ୍ର ସିନ୍ଦକ୍ସ୍ଟକ ଆଗ ରେ ମଷେଶିଙ୍ଗା ବଜାଇବେ।

ପ୍ରଥମ ବଂଶାବଳୀ 15:2
ଏହାପରେ ଦାଉଦ କହିଲେ, କବଳେ ଲବେୀୟମାନେ ନିଯମସିନ୍ଦୁକକୁ ବହି ନଇେ ପାରିବେ। କାରଣ ସଦାପ୍ରଭୁ ସମାନଙ୍କେୁ ନିଯମସିନ୍ଦୁକ ବହିନବୋ ନିମନ୍ତେ ଓ ଚିରକାଳ ତାଙ୍କର ସବୋ କରିବା ନିମନ୍ତେ ମନୋନୀତ କରିଅଛନ୍ତି।

ପ୍ରଥମ ବଂଶାବଳୀ 15:12
ଦାଉଦ ସମାନଙ୍କେୁ କହିଲେ, ତୁମ୍ଭମାନେେ ଲବେୀ ଗୋଷ୍ଠୀର ନେତା ଅଟ। ତୁମ୍ଭେ ଓ ଅନ୍ୟ ଲବେୀୟମାନେ ନିଜକୁ ପବିତ୍ର କରିବା ନିତାନ୍ତ ଆବଶ୍ଯକ। ଏହାପରେ ମୁଁ ନିଯମସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ତୁମ୍ଭମାନେେ ତାହାକୁ ସହେି ସ୍ଥାନକୁ ଆଣିବ।

ଦିତୀୟ ବଂଶାବଳୀ 5:7
ଏହାପରେ ଯାଜକମାନେ ସଦାପ୍ରଭୁଙ୍କର ନିଯମ-ସିନ୍ଦୁକକୁ ତହିଁ ନିମନ୍ତେ ପ୍ରସ୍ତୁତ ହାଇେଥିବା ସ୍ଥାନକୁ ଆଣିଲେ। ସହେି ସ୍ଥାନ ମନ୍ଦିରର ଭିତର ପାଶର୍‌ବ କୋଠରୀ ରେ ଥିଲା ଓ ସବୁଠାରୁ ପବିତ୍ର ସ୍ଥାନ ଥିଲା ଏବଂ ଏହି କିରୁବଦୂତ ପକ୍ଷ ତଳେ ଥିଲା।