2 Chronicles 20:32
ଯିହାଶାଫେଟ୍ ତାଙ୍କର ପିତା ଆସାଙ୍କ ପରି ଉତ୍ତମ ପଥରେ ଜୀବନୟାପନ କଲେ। ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ଯଥାର୍ଥ, ଯିହାଶାଫେଟ୍ ସହେିପରି କର୍ମ କଲେ।
2 Chronicles 20:32 in Other Translations
King James Version (KJV)
And he walked in the way of Asa his father, and departed not from it, doing that which was right in the sight of the LORD.
American Standard Version (ASV)
And he walked in the way of Asa his father, and turned not aside from it, doing that which was right in the eyes of Jehovah.
Bible in Basic English (BBE)
He went in the ways of his father Asa, not turning away, but doing right in the eyes of the Lord.
Darby English Bible (DBY)
And he walked in the way of Asa his father, and turned not aside from it, doing what was right in the sight of Jehovah.
Webster's Bible (WBT)
And he walked in the way of Asa his father, and departed not from it, doing that which was right in the sight of the LORD.
World English Bible (WEB)
He walked in the way of Asa his father, and didn't turn aside from it, doing that which was right in the eyes of Yahweh.
Young's Literal Translation (YLT)
And he walketh in the way of his father Asa, and hath not turned aside from it, to do that which is right in the eyes of Jehovah.
| And he walked | וַיֵּ֗לֶךְ | wayyēlek | va-YAY-lek |
| in the way | בְּדֶ֛רֶךְ | bĕderek | beh-DEH-rek |
| Asa of | אָבִ֥יו | ʾābîw | ah-VEEOO |
| his father, | אָסָ֖א | ʾāsāʾ | ah-SA |
| and departed | וְלֹא | wĕlōʾ | veh-LOH |
| not | סָ֣ר | sār | sahr |
| from | מִמֶּ֑נָּה | mimmennâ | mee-MEH-na |
| it, doing | לַֽעֲשׂ֥וֹת | laʿăśôt | la-uh-SOTE |
| that which was right | הַיָּשָׁ֖ר | hayyāšār | ha-ya-SHAHR |
| sight the in | בְּעֵינֵ֥י | bĕʿênê | beh-ay-NAY |
| of the Lord. | יְהוָֽה׃ | yĕhwâ | yeh-VA |
Cross Reference
ପ୍ରଥମ ରାଜାବଳୀ 15:11
ଆସା ନିଜ ପୂର୍ବପୁରୁଷ ଦାଉଦଙ୍କ ପରି ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ନ୍ଯାଯ ଓ ଯଥାର୍ଥ ଥିଲା, ସହେିପରି ଉତ୍ତମ କାର୍ୟ୍ଯମାନ କଲେ।
ଦିତୀୟ ବଂଶାବଳୀ 14:2
ଆସା ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ସମ୍ମୁଖ ରେ ଉତ୍ତମ ଓ ଯଥାର୍ଥ ବିଷଯମାନ କଲେ।
ଦିତୀୟ ବଂଶାବଳୀ 14:11
ଆସା ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କୁ ଡ଼ାକ ପକାଇଲେ ଓ କହିଲେ, ସଦାପ୍ରଭୁ, ତୁମ୍ଭ ପାଇଁ ଶକ୍ତିହୀନ ଲୋକଙ୍କୁ ସାହାୟ୍ଯ କରିବା ଯେତିକି ସହଜ ଶକ୍ତିଶାଳୀ ଲୋକଙ୍କୁ ସାହାୟ୍ଯ କରିବା ସତେିକି ସହଜ। ଆମ୍ଭମାନଙ୍କୁ ସାହାୟ୍ଯ କର। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ବର ଅଟ। ଏହି ବିଶାଳ ସୈନ୍ଯବାହିନୀ ବିପକ୍ଷ ରେ ଥିଲେ ହେଁ ଆମ୍ଭମାନେେ ତୁମ୍ଭ ଉପରେ ନିର୍ଭର କରୁ ! ତୁମ୍ଭେ ତୁମ୍ଭ ବିରୁଦ୍ଧ ରେ କାହାରିକୁ ଜଯ ଲାଭ କରିବାକୁ ଦିଅ ନାହିଁ।
ଦିତୀୟ ବଂଶାବଳୀ 16:7
ସହେି ସମୟରେ ଦ୍ରଷ୍ଟା ହନାନି ଯିହୁଦାର ରାଜା ଆସାଙ୍କ ନିକଟକୁ ଆସିଲେ। ହନାନି ତାଙ୍କୁ କହିଲେ, ଆସା, ତୁମ୍ଭେ ଅରାମର ରାଜା ଉପରେ ସାହାୟ୍ଯ ନିମନ୍ତେ ନିର୍ଭର କଲ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ଉପରେ ନିର୍ଭର କଲ ନାହିଁ। କିନ୍ତୁ ଯେ ହତେୁ ତୁମ୍ଭେ ସାହାୟ୍ଯ ନିମନ୍ତେ ସଦାପ୍ରଭୁଙ୍କ ଉପରେ ନିର୍ଭର କଲ ନାହିଁ, ଅରାମ ରାଜାର ସୈନ୍ଯଦଳ ତୁମ୍ଭଠାରୁ ଖସି ପଳାଇଗଲେ।
ଦିତୀୟ ବଂଶାବଳୀ 17:3
ସଦାପ୍ରଭୁ ଯିହାଶାଫେଟ୍ଙ୍କ ସହିତ ଥିଲେ, କାରଣ ଯିହାଶାଫେଟ୍ ଆରମ୍ଭରୁ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ତୁଲ୍ଯ ଉତ୍ତମ କର୍ମମାନ କରିଥିଲେ। ଯିହାଶାଫେଟ୍ ବାଲ୍ ପ୍ରତିମାମାନଙ୍କର ଉପାସନା କଲେ ନାହିଁ।
ଗୀତସଂହିତା 18:21
କାରଣ ମୁଁ ସଦାପ୍ରଭୁଙ୍କ ଆଦେଶକୁ ପାଳନ କରେ। ମୁଁ ପରମେଶ୍ବରଙ୍କ ବିରୁଦ୍ଧରେ କୌଣସି ପାପ କରି ନାହିଁ।
ଗୀତସଂହିତା 36:3
ତା'ର ବାକ୍ଯସବୁ କବଳେ ମୂଲ୍ଯହୀନ ମିଥ୍ଯା ଅଟେ। ସେ ଜ୍ଞାନୀ ହାଇପୋରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।