ଦିତୀୟ ବଂଶାବଳୀ 17:6 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବଂଶାବଳୀ ଦିତୀୟ ବଂଶାବଳୀ 17 ଦିତୀୟ ବଂଶାବଳୀ 17:6

2 Chronicles 17:6
ଯିହାଶାଫେଟ୍ ସମ୍ପୂର୍ଣ୍ଣ ଆନ୍ତରିକତାର ସହିତ ସଦାପ୍ରଭୁଙ୍କୁ ଉତ୍ସର୍ଗୀକୃତ ହାଇେଥିଲେ। ସେ ସମସ୍ତ ଉଚ୍ଚସ୍ଥାନ ଓ ଆଶରୋ ସ୍ତମ୍ଭଗୁଡ଼ିକୁ ଯିହୁଦା ଦେଶରୁ ଫୋପାଡ଼ି ଦେଲେ।

2 Chronicles 17:52 Chronicles 172 Chronicles 17:7

2 Chronicles 17:6 in Other Translations

King James Version (KJV)
And his heart was lifted up in the ways of the LORD: moreover he took away the high places and groves out of Judah.

American Standard Version (ASV)
And his heart was lifted up in the ways of Jehovah: and furthermore he took away the high places and the Asherim out of Judah.

Bible in Basic English (BBE)
His heart was lifted up in the ways of the Lord; and he went so far as to take away the high places and the wood pillars out of Judah.

Darby English Bible (DBY)
And he took courage in the ways of Jehovah; moreover, he removed the high places and Asherahs out of Judah.

Webster's Bible (WBT)
And his heart was lifted up in the ways of the LORD: moreover he took away the high places and groves out of Judah.

World English Bible (WEB)
His heart was lifted up in the ways of Yahweh: and furthermore he took away the high places and the Asherim out of Judah.

Young's Literal Translation (YLT)
and his heart is high in the ways of Jehovah, and again he hath turned aside the high places and the shrines out of Judah.

And
his
heart
וַיִּגְבַּ֥הּwayyigbahva-yeeɡ-BA
was
lifted
up
לִבּ֖וֹlibbôLEE-boh
ways
the
in
בְּדַרְכֵ֣יbĕdarkêbeh-dahr-HAY
of
the
Lord:
יְהוָ֑הyĕhwâyeh-VA
moreover
וְע֗וֹדwĕʿôdveh-ODE
he
took
away
הֵסִ֛ירhēsîrhay-SEER

אֶתʾetet
places
high
the
הַבָּמ֥וֹתhabbāmôtha-ba-MOTE
and
groves
וְאֶתwĕʾetveh-ET
out
of
Judah.
הָֽאֲשֵׁרִ֖יםhāʾăšērîmha-uh-shay-REEM
מִֽיהוּדָֽה׃mîhûdâMEE-hoo-DA

Cross Reference

ଦିତୀୟ ବଂଶାବଳୀ 15:17
ଯଦିଓ ଇଶ୍ରାୟେଲରୁ ଉଚ୍ଚସ୍ଥାନଗୁଡ଼ିକ ଧ୍ବଂସ କରାୟାଇ ନ ଥିଲା, କିନ୍ତୁ ଆସାଙ୍କର ଜୀବନ ସାରା ତାଙ୍କର ହୃଦଯ ସଦାପ୍ରଭୁଙ୍କ ପ୍ରତି ବିଶ୍ବସ୍ତ ଥିଲା।

ଦିତୀୟ ବଂଶାବଳୀ 20:33
କିନ୍ତୁ ଉଚ୍ଚସ୍ଥାନଗୁଡ଼ିକ ଦୂରୀକୃତ ହାଇେ ନ ଥିଲା। ଆଉ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ସମାନଙ୍କେ ପରମେଶ୍ବରଙ୍କର ଅନୁଗାମୀ ହେଲେ ନାହିଁ, ଯାହାଙ୍କର ଅନୁଗାମୀ ତାଙ୍କ ପୂର୍ବପୁରୁଷମାନେ ହାଇେଥିଲେ।

ଦିତୀୟ ବଂଶାବଳୀ 19:3
କିନ୍ତୁ ତୁମ୍ଭେ ଜୀବନ ରେ କେତକେ ଉତ୍ତମ ବିଷଯ କରିଅଛ। ତୁମ୍ଭେ ଏହି ଦେଶରୁ ଆଶରୋ ସ୍ତମ୍ଭଗୁଡ଼ିକୁ ଧ୍ବଂସ କରି ଦଇେଅଛ ଓ ତୁମ୍ଭେ ପରମେଶ୍ବରଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭ ଅନ୍ତର ରେ ସିଦ୍ଧାନ୍ତ ନଇେଅଛ।

ପ୍ରଥମ ରାଜାବଳୀ 22:43
ୟିହୋଶାଫଟ୍ ଅତି ଉତ୍ତମ ଥିଲେ। ସେ ତାଙ୍କର ପିତା ଆସାଙ୍କର ପଥ ଅନୁସରଣ କଲେ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ଯଥାର୍ଥ ତାହାହିଁ କଲେ। କିନ୍ତୁ ସେ ଉଚ୍ଚସ୍ଥଳୀଗୁଡିକୁ ଧ୍ବଂସ କଲେ ନାହିଁ। ସେ ସମୟରେ ଲୋକମାନେ ସହେି ଉଚ୍ଚସ୍ଥଳୀ ରେ ବଳିଦାନ ଉତ୍ସର୍ଗ କଲେ ଓ ଧୂପ ଜଳାଇଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:10
ତୁମ୍ଭେ ସବୁ ପ୍ରକାର ମନ୍ଦ କାର୍ୟ୍ଯ ଓ ମିଥ୍ଯା ରେ ପରିପୂର୍ଣ୍ଣ ଅଟ। ତୁମ୍ଭେ ସର୍ବଦା ପ୍ରଭୁଙ୍କ ସତ୍ଯକୁ ମିଥ୍ଯା ରେ ପରିଣତ କରିବାକୁ ଚେ଼ଷ୍ଟା କରିଥାଅ।

ହୋଶେୟ 14:9
ଜଣେ ଜ୍ଞାନୀ ବ୍ଯକ୍ତି ଏହି ଜିନିଷଗୁଡିକୁ ବୁଝେ। ଜଣେ କର୍ମଠ ବ୍ଯକ୍ତି ଏହିସବୁ ଜିନିଷଗୁଡିକୁ ଶିକ୍ଷା କରିବା ଉଚିତ। ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍। ଉତ୍ତମଲୋକ ସହେି ମାର୍ଗ ଦ୍ବାରା ବଞ୍ଚିବେ ଓ ପାପୀମାନେ ତା' ଦ୍ବାରା ମୃତ୍ଯୁବରଣ କରିବେ।

ଗୀତସଂହିତା 138:5
ସମାନେେ ସଦାପ୍ରଭୁଙ୍କର ପଥ ବିଷଯରେ ଗାନ କରିବେ, କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ୍।

ଗୀତସଂହିତା 119:1
ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନୟାପନ କରନ୍ତି, ଓ ଯେଉଁମାନେ ସଦାପ୍ରଭୁଙ୍କର ନିଯମସବୁ ଅନୁସରଣ କରନ୍ତି, ସମାନେେ ଧନ୍ଯ !

ଗୀତସଂହିତା 18:21
କାରଣ ମୁଁ ସଦାପ୍ରଭୁଙ୍କ ଆଦେଶକୁ ପାଳନ କରେ। ମୁଁ ପରମେଶ୍ବରଙ୍କ ବିରୁଦ୍ଧରେ କୌଣସି ପାପ କରି ନାହିଁ।

ଆୟୁବ ପୁସ୍ତକ 22:26
ତା'ପରେ ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ବରଙ୍କୁ ଉପ ଭୋଗ କର। ସମାନେେ ତା'ପରେ ପରମେଶ୍ବରଙ୍କୁ ଅନାଇବେ।

ଦିତୀୟ ବଂଶାବଳୀ 34:3
ଯୋଶିୟ ପରମେଶ୍ବରଙ୍କର ଇଚ୍ଛା ଅନୁସରଣ କରିବାକୁ ଲାଗିଲେ, ଯାହାଙ୍କୁ ତାଙ୍କର ପୂର୍ବପୁରୁଷ ଦାଉଦ ତାଙ୍କ ରାଜତ୍ବର ଅଷ୍ଟମ ବର୍ଷ ରେ ଅନୁସରଣ କରିଥିଲେ। ଯୋଶିୟଯ ପରମେଶ୍ବରଙ୍କୁ ଅନୁସରଣ କରିବାକୁ ଆରମ୍ଭ କରିବା ସମୟରେ ତଥାପି ଅଳ୍ପବଯସ୍କ ଥିଲେ। ଯୋଶିୟଯଙ୍କ ରାଜତ୍ବର ଦ୍ବାଦଶ ବର୍ଷ ରେ ସେ ଯିହୁଦା ଓ ୟିରୁଶାଲମ ରେ ଥିବା ଉଚ୍ଚସ୍ଥାନ, ଆଶରୋ ସ୍ତମ୍ଭ ଖାଦେିତ ପ୍ରତିମା ଓ ଢ଼ାଞ୍ଚା ରେ ଢ଼ଳା ମୂର୍ତ୍ତିସବୁକୁ ବିନଷ୍ଟ କଲେ।

ଦିତୀୟ ବଂଶାବଳୀ 31:1
ନିସ୍ତାରପର୍ବର ଉତ୍ସବ ଶଷେ ହେଲା। ନିସ୍ତାରପର୍ବ ନିମନ୍ତେ ୟିରୁଶାଲମ ରେ ଥିବା ଇଶ୍ରାୟେଲର ଲୋକମାନେ ଯିହୁଦାର ସହରଗୁଡ଼କୁ ଫରେିଗଲେ। ଏହାପରେ ସମାନେେ ସହେି ସହରଗୁଡ଼ିକରେ ଥିବା ପଥରର ମୂର୍ତ୍ତିକୁ ଭାଙ୍ଗି ଧୂଳିସାତ୍ କଲେ। ସହେି ପଥର ମୂର୍ତ୍ତିଗୁଡ଼ିକ ଭଣ୍ଡ ଦବେତାମାନଙ୍କର ପୂଜା କରିବା ନିମନ୍ତେ ବ୍ଯବହୃତ ହେଉଥିଲା। ସହେି ଲୋକମାନେ ଆଶରୋ ସ୍ତମ୍ଭଗୁଡ଼ିକୁ ମଧ୍ଯ କାଟି ପକାଇଲେ। ଆଉ ସମାନେେ ଯିହୁଦା ଓ ବିନ୍ଯାମୀନ ରେ ଥିବା ଉଚ୍ଚ ସ୍ଥାନ ଓ ୟଜ୍ଞବଦେୀଗୁଡ଼ିକୁ ନଷ୍ଟ କରି ଦେଲେ। ଲୋକମାନେ ଇଫ୍ରଯିମ୍ ଓ ମନଃଶିର ସମସ୍ତ ଅଞ୍ଚଳ ରେ ମଧ୍ଯ ସହେି ପ୍ରକାର କଲେ। ଭଣ୍ଡ ଦବେତାର ପୂଜା ଉଦ୍ଦେଶ୍ଯ ରେ ବ୍ଯବହୃତ ସମସ୍ତ ବସ୍ତୁକୁ ବିନଷ୍ଟ ନ କରିବା ପର୍ୟ୍ଯନ୍ତ ଲୋକମାନେ ଏହିପରି କାର୍ୟ୍ଯ କଲେ। ଏହାପରେ ସମସ୍ତ ଇଶ୍ରାୟେଲୀୟମାନେ ସମାନଙ୍କେର ନିଜ ସହର ଓ ଗୃହକୁ ଫରେିଗଲେ।

ଦିତୀୟ ବଂଶାବଳୀ 14:3
ଆସା ଉଚ୍ଚ ସ୍ଥାନ ରେ ଥିବା ବିଦେଶୀଯ ୟଜ୍ଞବଦେୀକୁ ଉଠାଇ ଦେଲେ। ଆସା ଉଚ୍ଚସ୍ଥାନସବୁ ଦୂର କରି ଦେଲେ ଓ ସ୍ମରଣାର୍ଥକ ପବିତ୍ର ପ୍ରସ୍ତରସବୁକୁ ଭାଙ୍ଗି ଚୂରମାର୍ କରି ଦେଲେ। ଆଉ ଆସା ଆଶରୋ ସ୍ତମ୍ଭ ସବୁକୁ ଭାଙ୍ଗି ଦେଲେ।

ଦିତୀୟ ବିବରଣ 28:47
କାରଣ ତୁମ୍ଭେ ସର୍ବପ୍ରକାର ସଐତ୍ତି ବହକ୍ସ୍ଟଳରୂପେ ପାଇଲେ ହେଁ ଆନନ୍ଦ ଚିତ୍ତ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ସବୋ କଲ ନାହିଁ।