Base Word
אֲשֵׁרָה
Short DefinitionAsherah (or Astarte) a Phoenician goddess; also an image of the same
Long Definitiona Babylonian and Canaanite goddess (of fortune and happiness), the goddess Astarte (in Babylonian), the supposed consort of Baal
Derivationor אֲשֵׁירָה; from H0833; happy
International Phonetic Alphabetʔə̆.ʃeˈrɔː
IPA modʔə̆.ʃeˈʁɑː
Syllableʾăšērâ
Dictionuh-shay-RAW
Diction Moduh-shay-RA
Usagegrove
Part of speechn-pr-f

ଯାତ୍ରା ପୁସ୍ତକ 34:13
ତେଣୁ ସମାନଙ୍କେର ୟଜ୍ଞବଦେୀସବୁ ଧ୍ବଂସ କର। ସମାନଙ୍କେର ସ୍ତମ୍ଭସବୁ ଭାଙ୍ଗିଦିଅ। ସମାନଙ୍କେର ପବିତ୍ର କାଷ୍ଠ ସ୍ତମ୍ଭ ସବୁକାଟି ପକାଇବ।

ଦିତୀୟ ବିବରଣ 7:5
ମାତ୍ର ତୁମ୍ଭମାନେେ ସମାନଙ୍କେ ପ୍ରତି ଏରୂପେ ବ୍ଯବହାର କରିବ। ତୁମ୍ଭମାନେେ ସମାନଙ୍କେ ୟଜ୍ଞବଦେୀ ସକଳ ଭଗ୍ନ କରିବ ଓ ସମାନଙ୍କେ ସ୍ମରଣାର୍ଥକ ପ୍ରସ୍ତର ସବୁ ଭାଙ୍ଗି ପକାଇବ ଓ ଆଶରୋର ମୂର୍ତ୍ତିସଳକ ହାଣି ପକାଇବ। ପକ୍ସ୍ଟଣି ସମାନଙ୍କେ ଖାଦେିତ ପ୍ରତିମାସବୁ ଅଗ୍ନି ରେ ଦଗ୍ଧ କରିବ।

ଦିତୀୟ ବିବରଣ 12:3
ତୁମ୍ଭମାନେେ ସମାନଙ୍କେ ୟଜ୍ଞଦବେୀ ସକଳ ଭଗ୍ନ କରିବ ଓ ସମାନଙ୍କେର ସ୍ମରଣାର୍ଥକ ପ୍ରସ୍ଥର ସକଳ ଭାଙ୍ଗି ପକାଇବ ଓ ଆଶରୋର ମୀର୍ତ୍ତୀ ସବୁକକ୍ସ୍ଟ ଅଗ୍ନି ରେ ଦଗ୍ଧ କରିବ। ସମାନଙ୍କେର ଖୋଦିତ ଦବେ ପ୍ରତିମାଗଣଙ୍କକ୍ସ୍ଟ ହାଣି ପକାଇବ। ସେ ସ୍ଥାନରକ୍ସ୍ଟ ସମାନଙ୍କେ ନାମ ଲୋପ କରିବ।

ଦିତୀୟ ବିବରଣ 16:21
ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ତୁମ୍ଭେ ଯେଉଁ ୟଜ୍ଞବଦେୀ ନିର୍ମାଣ କରିବ, ତହିଁ ନିକଟରେ ଆଶରୋର ମୂର୍ତ୍ତି ବୋଲି କୌଣସି ପ୍ରକାର କାଠ ସ୍ଥାପନ କରିବ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 3:7
ସଦାପ୍ରଭୁଙ୍କ ଦୃଷ୍ଟି ରେ ଇଶ୍ରାୟେଲିର ଲୋକମାନେ ସବୁ ପ୍ରକାର କର୍ମ ରେ ରତ ଥିଲେ। ଯାହାସବୁ ସଦାପ୍ରଭୁଙ୍କ ଚକ୍ଷକ୍ସ୍ଟ ରେ ପାପ ଥିଲା। ଏବଂ ବାଲ୍ ଦେଶର ଦବେତାଗଣଙ୍କର ପୂଜା କଲେ ଏବଂ ଆଶରୋ ଏବଂ ସଦାପ୍ରଭୁଙ୍କ ବିଷଯସବୁ ପାଶୋରି ଗଲେ।

ବିଚାରକର୍ତାମାନଙ୍କ ବିବରଣ 6:25
ସହେିଦିନ ରାତ୍ରି ରେ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ କହିଲେ, ତକ୍ସ୍ଟମ୍ଭ ପିତାଙ୍କର ଏକ ଷଣ୍ତ, ଯାହାକକ୍ସ୍ଟ ସାତବର୍ଷ ହାଇେଛି ତାକକ୍ସ୍ଟ ନିଅ। ତକ୍ସ୍ଟମ୍ଭ ପିତାଙ୍କର ବାଲ୍ ଦବେତା ନିମନ୍ତେ ଥିବା ୟଜ୍ଞବଦେୀ ଭାଙ୍ଗି ପକାଅ। ସହେି ବଦେୀ ନିକଟରେ ଥିବା ଆଶରୋର ମୃର୍ତ୍ତିକକ୍ସ୍ଟ କାଟି ପକାଅ।

ବିଚାରକର୍ତାମାନଙ୍କ ବିବରଣ 6:26
ଏହାପରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ନିମନ୍ତେ ଗୋଟିଏ ଯଥାର୍ଥ ପ୍ରକାର ୟଜ୍ଞବଦେୀ ନିର୍ମାଣ କର। ଏହି ୟଜ୍ଞବଦେୀକକ୍ସ୍ଟ ଉଚ୍ଚାସ୍ଥାନ ରେ ନିର୍ମାଣ କର। ସହେି ଷଣ୍ତଟିକକ୍ସ୍ଟ ହୋମବଳୀରୂପେ ସହେି ୟଜ୍ଞବଦେୀ ଉପରେ ଉତ୍ସର୍ଗ କର, ତୁମ୍ଭମାନଙ୍କର ହାମବେଳି ଦଗ୍ଧ କରିବା ପାଇଁ ସହେି ୟଜ୍ଞବଦେୀ ନିକଟରେ ଥିବା ଆଶରୋ ସ୍ତମ୍ବର କାଠକକ୍ସ୍ଟ ବ୍ଯବହାର କର।

ବିଚାରକର୍ତାମାନଙ୍କ ବିବରଣ 6:28
ତା'ର ପରଦିନ ପ୍ରଭାତ ରେ ସହର ଲୋକମାନେ ଦେଖିଲେ ବାଲ ଦବେତାଙ୍କ ପାଇଁ ହାଇେଥିବା ୟଜ୍ଞବଦେୀ ସଐୂର୍ଣ୍ଣ ଭାବରେ ଧ୍ବଂସ ହାଇେ ୟାଇଛି। ଏବଂ ସମାନେେ ଦେଖିଲେ ଆଶରୋ ସ୍ତମ୍ଭ ମଧ୍ଯ କଟାୟାଇଛି। ଏବଂ ସମାନେେ ମଧ୍ଯ ନିରୀକ୍ଷଣ କଲେ ଯେ, ବୋହିନବୋ ନିର୍ମିତ ୟଜ୍ଞବଦେୀ ଉପରେ ଏକ ଷଣ୍ତ ଉତ୍ସର୍ଗ କରାୟାଇଥିଲା।

ବିଚାରକର୍ତାମାନଙ୍କ ବିବରଣ 6:30
ତେଣୁ ସହରର ସମସ୍ତ ଲୋକ ୟୋଯାଶ ନିକଟକକ୍ସ୍ଟ ଗଲେ ଏବଂ ତାକକ୍ସ୍ଟ କହିଲେ। ତୋର ପକ୍ସ୍ଟଅକକ୍ସ୍ଟ ବାହାର କର, ସେ ବାଲ- ଦବେତାର ୟଜ୍ଞବଦେୀକକ୍ସ୍ଟ ଧ୍ବଂସ କରିଛି ଏବଂ ଆଶରେ ସ୍ତମ୍ଭକକ୍ସ୍ଟ କାଟି ପକାଇଛି ଯାହାକି ୟଜ୍ଞବଦେୀ ନିକଟରେ ଥିଲା। ସେଥିପାଇଁ ତୁମ୍ଭର ପକ୍ସ୍ଟଅ ନିଶ୍ଚିତ ମରିବ।

ପ୍ରଥମ ରାଜାବଳୀ 14:15
ତା'ପରେ ସଦାପ୍ରଭୁ ଇଶ୍ରାୟେଲକୁ ଆଘାତ କରିବେ। ଇଶ୍ରାୟେଲୀୟମାନେ ପାଣିଭିତ ରେ ଥରୁଥିବା ଘାସପରି ଥରିବେ। ପୁଣି ସମାନଙ୍କେ ପୂର୍ବପୁରୁଷମାନଙ୍କୁ ସଦାପ୍ରଭୁ ଏହି ଯେଉଁ ଉତ୍ତମ ଦେଶ ଦଇେଥିଲେ, ତହିଁରୁ ଇଶ୍ରାୟେଲକୁ ଉତ୍ପାଟନ କରି ଇଉଫ୍ ରଟେିସ ନଦୀ ଆରପାରିକୁ ଛିନ୍ନ ଭିନ୍ନ କରିବେ। ଏହା ଘଟିବାର କାରଣ ହେଉଛି ସମାନେେ ନିଜ ପାଇଁ ଆଶରୋ ସ୍ତମ୍ଭମାନ ନିର୍ମାଣ କରି ସଦାପ୍ରଭୁଙ୍କୁ ବିରକ୍ତ କରି ଅଛନ୍ତି।

Occurences : 40

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்