1 John 2

fullscreen1 ମାରେପ୍ରିୟ ପିଲାମାନେ, ମୁଁ ଏହିସବୁ ତୁମ୍ଭମାନଙ୍କୁ ଲେଖୁଅଛି ଯେପରି, ତୁମ୍ଭମାନେେ ପାପ ନ କର। କିନ୍ତୁ ଯଦି କହେି ପାପ କରେ, ଆମ୍ଭର ଯୀଶୁ ଖ୍ରୀଷ୍ଟ ୟିଏ କି ଧାର୍ମିକ ଓ ୟିଏ ପିତାଙ୍କ ଛାମୁ ରେ ଆମ୍ଭମାନଙ୍କର ସପକ୍ଷବାଦୀ ; ସେ ଆମ୍ଭମାନଙ୍କୁ ସାହାୟ୍ଯ କରିବେ।

fullscreen2 ଯୀଶୁ ହେଉଛନ୍ତି ପଥ ଓ ଆମ୍ଭର ସବୁ ପାପ ବହିନିଅନ୍ତି। କବଳେ ଆମ୍ଭମାନଙ୍କ ନୁହେଁ, ମାତ୍ର ସମସ୍ତ ଜଗତର ପାପ ମଧ୍ଯ ସେ ବହିନିଅନ୍ତି।

fullscreen3 ଆମ୍ଭେ ଯଦି ପରମେଶ୍ବରଙ୍କର ଆଜ୍ଞା ପାଳନ କରୁ, ତବେେ ଆମ୍ଭମାନେେ ସୁନିଶ୍ଚିତ ଯେ, ଆମ୍ଭେ ପ୍ରକୃତ ରେ ତାହାଙ୍କୁ ଜାଣିଛୁ।

fullscreen4 ଯଦି କିଏ କୁ ହେ, ମୁଁ ପରମେଶ୍ବରଙ୍କୁ ଜାଣେ, କିନ୍ତୁ ତାହାଙ୍କ ଆଜ୍ଞା ପାଳନ କରେ ନାହିଁ, ତବେେ ସେ ଜଣେ ମିଥ୍ଯାବାଦୀ। ତାହାଙ୍କଠା ରେ ସତ୍ଯ ନାହିଁ।

fullscreen5 ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ଶିକ୍ଷା ପାଳନ କରେ, ତା'ଠା ରେ ପରମେଶ୍ବରଙ୍କ ପ୍ ରମରେ ଉଦ୍ଦେଶ୍ଯ ସାଧିତ ହାଇେଛି। ଏହିଭଳି ଭାବେ ଆମ୍ଭମାନେେ ପରମେଶ୍ବରଙ୍କର ଅନୁଗମନ କରୁଛୁ ବୋଲି ଜାଣିପାରିବା।

fullscreen6 ପରମେଶ୍ବରଙ୍କ ସହ ଜୀବନଯାପନ କରୁଛୁ ବୋଲି ଦାବି କରୁଥିବା ବ୍ଯକ୍ତି ଯୀଶୁଙ୍କ ଭଳି ଜୀବନଯାପନ କରିବା ଉଚିତ।

1 My little children, these things write I unto you, that ye sin not. And if any man sin, we have an advocate with the Father, Jesus Christ the righteous:

2 And he is the propitiation for our sins: and not for ours only, but also for the sins of the whole world.

3 And hereby we do know that we know him, if we keep his commandments.

4 He that saith, I know him, and keepeth not his commandments, is a liar, and the truth is not in him.

5 But whoso keepeth his word, in him verily is the love of God perfected: hereby know we that we are in him.

6 He that saith he abideth in him ought himself also so to walk, even as he walked.

1 John 2 in Tamil and English

1 ମାରେପ୍ରିୟ ପିଲାମାନେ, ମୁଁ ଏହିସବୁ ତୁମ୍ଭମାନଙ୍କୁ ଲେଖୁଅଛି ଯେପରି, ତୁମ୍ଭମାନେେ ପାପ ନ କର। କିନ୍ତୁ ଯଦି କହେି ପାପ କରେ, ଆମ୍ଭର ଯୀଶୁ ଖ୍ରୀଷ୍ଟ ୟିଏ କି ଧାର୍ମିକ ଓ ୟିଏ ପିତାଙ୍କ ଛାମୁ ରେ ଆମ୍ଭମାନଙ୍କର ସପକ୍ଷବାଦୀ ; ସେ ଆମ୍ଭମାନଙ୍କୁ ସାହାୟ୍ଯ କରିବେ।
My little children, these things write I unto you, that ye sin not. And if any man sin, we have an advocate with the Father, Jesus Christ the righteous:

2 ଯୀଶୁ ହେଉଛନ୍ତି ପଥ ଓ ଆମ୍ଭର ସବୁ ପାପ ବହିନିଅନ୍ତି। କବଳେ ଆମ୍ଭମାନଙ୍କ ନୁହେଁ, ମାତ୍ର ସମସ୍ତ ଜଗତର ପାପ ମଧ୍ଯ ସେ ବହିନିଅନ୍ତି।
And he is the propitiation for our sins: and not for ours only, but also for the sins of the whole world.

3 ଆମ୍ଭେ ଯଦି ପରମେଶ୍ବରଙ୍କର ଆଜ୍ଞା ପାଳନ କରୁ, ତବେେ ଆମ୍ଭମାନେେ ସୁନିଶ୍ଚିତ ଯେ, ଆମ୍ଭେ ପ୍ରକୃତ ରେ ତାହାଙ୍କୁ ଜାଣିଛୁ।
And hereby we do know that we know him, if we keep his commandments.

4 ଯଦି କିଏ କୁ ହେ, ମୁଁ ପରମେଶ୍ବରଙ୍କୁ ଜାଣେ, କିନ୍ତୁ ତାହାଙ୍କ ଆଜ୍ଞା ପାଳନ କରେ ନାହିଁ, ତବେେ ସେ ଜଣେ ମିଥ୍ଯାବାଦୀ। ତାହାଙ୍କଠା ରେ ସତ୍ଯ ନାହିଁ।
He that saith, I know him, and keepeth not his commandments, is a liar, and the truth is not in him.

5 ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ଶିକ୍ଷା ପାଳନ କରେ, ତା'ଠା ରେ ପରମେଶ୍ବରଙ୍କ ପ୍ ରମରେ ଉଦ୍ଦେଶ୍ଯ ସାଧିତ ହାଇେଛି। ଏହିଭଳି ଭାବେ ଆମ୍ଭମାନେେ ପରମେଶ୍ବରଙ୍କର ଅନୁଗମନ କରୁଛୁ ବୋଲି ଜାଣିପାରିବା।
But whoso keepeth his word, in him verily is the love of God perfected: hereby know we that we are in him.

6 ପରମେଶ୍ବରଙ୍କ ସହ ଜୀବନଯାପନ କରୁଛୁ ବୋଲି ଦାବି କରୁଥିବା ବ୍ଯକ୍ତି ଯୀଶୁଙ୍କ ଭଳି ଜୀବନଯାପନ କରିବା ଉଚିତ।
He that saith he abideth in him ought himself also so to walk, even as he walked.