1 Corinthians 3:3
ତୁମ୍ଭମାନେେ ଆତ୍ମିକ ଜୀବନ ରେ ଏବେ ମଧ୍ଯ ଶିଶୁ ଭଳି ଅଛ। ତୁମ୍ଭମାନେେ ପରସ୍ପରକୁ ଈର୍ଷା କରୁଛ ଓ ପରସ୍ପର ମଧିଅରେ କଳହ କରୁଛ। ଏଥିରୁ ଜଣାପଡ଼େ ତୁମ୍ଭମାନେେ ଏବେ ମଧ୍ଯ ଆତ୍ମିକ ନୁହଁ। ତୁମ୍ଭେ ଜାଗତିକ ଲୋକମାନଙ୍କ ଭଳି ଆଚରଣ କରୁଛ।
1 Corinthians 3:3 in Other Translations
King James Version (KJV)
For ye are yet carnal: for whereas there is among you envying, and strife, and divisions, are ye not carnal, and walk as men?
American Standard Version (ASV)
for ye are yet carnal: for whereas there is among you jealousy and strife, are ye not carnal, and do ye not walk after the manner of men?
Bible in Basic English (BBE)
Because you are still in the flesh: for when there is envy and division among you, are you not still walking after the way of the flesh, even as natural men?
Darby English Bible (DBY)
for ye are yet carnal. For whereas [there are] among you emulation and strife, are ye not carnal, and walk according to man?
World English Bible (WEB)
for you are still fleshly. For insofar as there is jealousy, strife, and factions among you, aren't you fleshly, and don't you walk in the ways of men?
Young's Literal Translation (YLT)
for yet ye are fleshly, for where `there is' among you envying, and strife, and divisions, are ye not fleshly, and in the manner of men do walk?
| For | ἔτι | eti | A-tee |
| ye are | γὰρ | gar | gahr |
| yet | σαρκικοί | sarkikoi | sahr-kee-KOO |
| carnal: | ἐστε | este | ay-stay |
| for | ὅπου | hopou | OH-poo |
| whereas | γὰρ | gar | gahr |
| there is among | ἐν | en | ane |
| you | ὑμῖν | hymin | yoo-MEEN |
| envying, | ζῆλος | zēlos | ZAY-lose |
| and | καὶ | kai | kay |
| strife, | ἔρις | eris | A-rees |
| and | καὶ | kai | kay |
| divisions, | διχοστασίαι, | dichostasiai | thee-hoh-sta-SEE-ay |
| are ye | οὐχὶ | ouchi | oo-HEE |
| not | σαρκικοί | sarkikoi | sahr-kee-KOO |
| carnal, | ἐστε | este | ay-stay |
| and | καὶ | kai | kay |
| walk | κατὰ | kata | ka-TA |
| as | ἄνθρωπον | anthrōpon | AN-throh-pone |
| men? | περιπατεῖτε | peripateite | pay-ree-pa-TEE-tay |
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:18
ପ୍ରଥମେ ମୁଁ ଶୁଣିଛି ଯେ, ତୁମ୍ଭମାନେେ ମଣ୍ଡଳୀ ସଭା ରେ ସମବତେ ହେଲା ବେଳେ ତୁମ୍ଭମାନଙ୍କ ମଧିଅରେ ଦଳ ଭଦେ ଘଟେ।
ଯାକୁବଙ୍କ ପତ୍ 3:16
ଯେଉଁଠା ରେ ଈର୍ଷାଭାବ ଓ ସ୍ବାର୍ଥପର ମନୋଭାବ ଅଛି, ସହେିଠା ରେ ସମସ୍ତ ପ୍ରକାର ବିଶୃଙ୍ଖଳା ଓ ସମସ୍ତ ପ୍ରକାରର ମନ୍ଦତା ଦଖାଯାେଏ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:11
ହେ ଭାଇ ଓ ଭଉଣୀମାନେ ଖ୍ଲଯୀଙ୍କ ପରିବାରର କେତକେ ଲୋକ ତୁମ୍ଭମାନଙ୍କ ବିଷୟ ରେ ମାେତେ କହିଛନ୍ତି ଯେ, ତୁମ୍ଭମାନଙ୍କ ଭିତ ରେ ପରସ୍ପର ବାଦବିବାଦ ଅଛି।
ଯାକୁବଙ୍କ ପତ୍ 4:1
ପରମେଶ୍ବରଙ୍କଠା ରେ ସମର୍ପିତ ହୁଅ ତୁମ୍ଭେ କ'ଣ ଜାଣିଛ କି ତୁମ୍ଭମାନଙ୍କ ଭିତ ରେ ଝଗଡ଼ା ଓ ୟୁକ୍ତିତର୍କ କାହିଁକି ହୁଏ ? ତୁମ୍ଭର ଝଗଡ଼ା ଓ ୟୁକ୍ତିତର୍କ ସ୍ବାର୍ଥପର ଇଚ୍ଛାରୁ ଆ ସେ ଓ ତୁମ୍ଭ୍ ମଧିଅରେ ବିବାଦ ସୃଷ୍ଟି କରିଥାଏ ?
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:15
ଯଦି ତୁମ୍ଭେ ଏକ ଆ ରକେକୁ ଆଘାତ ପ୍ରଦାନ କରୁଥାଅ, ଓ ତଦ୍ଦ୍ବାରା ପରସ୍ପରକୁ ଗ୍ରାସ କରି ଚାଲ, ତା ହେଲେ ତୁମ୍ଭମାନେେ ନିଜେ ନିଜେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହାଇେ ୟିବ। ତେଣୁ ସାବଧାନ ରୁହ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 12:20
ଏଭଳି କହିବାର ଉଦ୍ଦେଶ୍ଯ ଯେ, ମାରେଭୟ ହେଉଛି : ଯେତବେେଳେ ମୁଁ ତୁମ୍ଭମାନଙ୍କ ପାଖକୁ ୟିବି ସେତବେେଳେ ମୁଁ ତୁମ୍ଭମାନଙ୍କୁ ଯାହା ଭାବିଛି, ଠିକ୍ ସହେି ରୂପରେ ନ ପାଇ ପା ରେ ଓ ତୁମ୍ଭମାନେେ ମଧ୍ଯ ମାେତେ ଯାହା ଭାବିଛ ଠିକ୍ ସହେି ରୂପରେ ପାଇ ନ ପାର। ମାରେଭୟ ଯେ, କାଳେ ତୁମ୍ଭମାନଙ୍କ ମଧିଅରେ କଳହ, ଇର୍ଷା, କୋର୍ଧ, ସ୍ବାର୍ଥପରତା, ପରଚର୍ଚ୍ଚା, କାନ କୁହାକୋହି, ଗର୍ବ ଓ ଦ୍ବନ୍ଦ ଦେଖିବାକୁ ମିଳିବ।
ପିତରଙ୍କ ପ୍ରଥମ ପତ୍ 4:2
ତୁମ୍ଭେ ଏପରି ଭାବରେ ନିଜକୁ ଶକ୍ତିଶାଳୀ କର, ଯେପରି ତୁମ୍ଭେ ପରମଶ୍ବରଙ୍କ ଇଚ୍ଛାନୁସା ରେ ଜୀବନଯାପନ କରିବ, ଲୋକମାନଙ୍କ ଇଚ୍ଛା ରେ, ମନ୍ଦକାର୍ୟ୍ଯ କରି ଜୀବନଯାପନ କରିବ ନାହିଁ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 3:3
ଅତୀତ ରେ ଆମ୍ଭେ ମଧ୍ଯ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଇର୍ଷାଳୁ ଓ ଦ୍ବଷେପୂର୍ଣ୍ଣ ଜୀବନ ଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:22
ତୁମ୍ଭମାନଙ୍କୁ ଶିକ୍ଷା ଦିଆଯାଇଛି ଯେ ତୁମ୍ଭର ପୁରୁଣା ଆଚରଣ ଓ ତୁମ୍ଭର ପୂର୍ବର ଜୀବନଯାପନ ଛାଡ଼ି ଦିଅ। କାରଣ ଲୋକମାନେ ମନ୍ଦକାର୍ୟ୍ଯ କରିବାକୁ ଭଲ ପାଇବାରୁ ତଦ୍ଦ୍ବାରା ପ୍ରବଞ୍ଚିତ ହୁଅନ୍ତି ଓ ତାହା ଫଳେ ରେ ପୁରୁଣାରୂପ ଦ୍ବାରା ମନ୍ଦ ଆହୁରି ହାଇଯୋଏ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:2
ଅତୀତ ରେ ତୁମ୍ଭେ ସହେି ପାପ କାର୍ୟ୍ଯ ସହିତ ଜଡ଼ିତ ଥିଲ। ତୁମ୍ଭେ ସାଂସାରିକ ଜୀବନଯାପନ କରୁଥିଲ। ପୃଥିବୀ ରେ ମନ୍ଦ ଶକ୍ତିର ଶାସକକୁ ତୁମ୍ଭେ ଅନୁସରଣ କରୁ ଥିଲ। ସହେି ମନ୍ଦ ଶକ୍ତି ଏବେ ମଧ୍ଯ ପରମେଶ୍ବରଙ୍କୁ ଅମାନ୍ଯ କରୁଥିବା ଲୋକଙ୍କ ଭିତ ରେ କାମ କରୁଛି।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:19
ଆମ୍ଭର ପାପମୟ ସ୍ବଭାବ ଦ୍ବାରା ହେଉଥିବା ପାପପୂର୍ଣ୍ଣ କ୍ରିଯାଗୁଡ଼ିକ ବିଷୟ ରେ ସମସ୍ତେ ଜାଣନ୍ତି। ସଗେୁଡ଼ିକ ହେଲା : ୟୌନ ପାପାଚାର, ଅପବିତ୍ରତା, ଭୋଗବିଳାସ,
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:1
ଯେତବେେଳେ ତୁମ୍ଭର ଅନ୍ୟ ଖ୍ରୀଷ୍ଟ ବିଶ୍ବାସୀ ବିରୁଦ୍ଧ ରେ ଅଭିଯୋଗ ଥାଏ, ସେତବେେଳେ ତୁମ୍ଭମାନେେ କାହିଁକି ବିଚାରାଳୟର ବିଚାରପତି ନିକଟକୁ ଯାଅ ? ପରମେଶ୍ବରଙ୍କ ଦୃଷ୍ଟି ରେ ସମାନେେ ଧାର୍ମିକ ନୁହଁନ୍ତି। ତେଣୁ ସୁବିଚାର ନିମନ୍ତେ ପରମେଶ୍ବରଙ୍କ ଲୋକ ନିକଟକୁ ନ ଯାଇ ବିଜାତୀୟ ଲୋକ ପାଖକୁ ୟିବାକୁ ଲଜ୍ଜାବୋଧ ହୁଏ ନାହିଁ କି ?
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 13:13
ଆମ୍ଭେ ଉତ୍ତମ ଲୋକଙ୍କ ଭଳି, ଦିବସର ଲୋକଙ୍କ ଭଳି ଠିକ୍ ଭାବରେ ରହିବା ଉଚିତ। ଆମ୍ଭେ ଖର୍ଚ୍ଚାନ୍ତ ରସରଙ୍ଗ ରେ ମାତିବା ଠିକ୍ ନୁହେଁ। ମାତାଲ ହବୋ ଉଚିତ ନୁହେଁ। ୟୌନଗତ ପାପକର୍ମ ଓ ଅନ୍ୟ ସମସ୍ତ ଭୋଗ ବିଳାସ ରେ ଲିପ୍ତ ହବୋ ଠିକ୍ ନୁହେଁ। ୟୁକ୍ତି ତର୍କ କରିବା ଓ ଇର୍ଷାଳୁ ହାବୋ ଉଚିତ୍ ନୁହେଁ।
ମାର୍କଲିଖିତ ସୁସମାଚାର 7:21
ମନୁଷ୍ଯ ଭିତ ରେ, ତାର ମନ ରେ, ଏହି ସବୁ ଖରାପ ଜିନିଷ ଜନ୍ମ ଦିଏ, ମନ୍ଦ ବିଚାର, ୟୌନଗତ ପାପ, ଚୋରି, ହତ୍ଯା।
ହୋଶେୟ 6:7
କିନ୍ତୁ ଠିକ୍ ଆଦମ ପରି ସମାନେେ ଚୁକ୍ତି ଭଙ୍ଗ କଲେ। ସମାନେେ ନିଜ ଭୂମିରେ ଆମ୍ଭ ସହିତ ପ୍ରତାରଣା କଲେ।