ପ୍ରଥମ ବଂଶାବଳୀ 22:4 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ବଂଶାବଳୀ ପ୍ରଥମ ବଂଶାବଳୀ 22 ପ୍ରଥମ ବଂଶାବଳୀ 22:4

1 Chronicles 22:4
ଦାଉଦ ଏତେ ସଂଖ୍ଯକ ଦବଦୋରୁ କାଠଗଣ୍ଡିମାନ ସଂଗ୍ରହ କଲେ ଯେ, ତାହା ଗଣାୟାଇ ନ ପା ରେ। ସୀଦୋନ ଓ ସୋର ନଗରର ଲୋକମାନେ ଦାଉଦଙ୍କ ନିମନ୍ତେ ଅସଂଖ୍ଯ ଦବଦୋରୁ କାଠ ଆଣିଲେ।

1 Chronicles 22:31 Chronicles 221 Chronicles 22:5

1 Chronicles 22:4 in Other Translations

King James Version (KJV)
Also cedar trees in abundance: for the Zidonians and they of Tyre brought much cedar wood to David.

American Standard Version (ASV)
and cedar-trees without number: for the Sidonians and they of Tyre brought cedar-trees in abundance to David.

Bible in Basic English (BBE)
And cedar-trees without number, for the Zidonians and the men of Tyre came with a great amount of cedar-trees for David.

Darby English Bible (DBY)
and cedar-trees innumerable; for the Zidonians and they of Tyre brought cedar-wood in abundance to David.

Webster's Bible (WBT)
Also cedar trees in abundance: for the Zidonians and they of Tyre brought much cedar wood to David.

World English Bible (WEB)
and cedar trees without number: for the Sidonians and they of Tyre brought cedar trees in abundance to David.

Young's Literal Translation (YLT)
And cedar-trees even without number, for the Zidonians and the Tyrians brought in cedar-trees in abundance to David.

Also
cedar
וַֽעֲצֵ֥יwaʿăṣêva-uh-TSAY
trees
אֲרָזִ֖יםʾărāzîmuh-ra-ZEEM
in
abundance:
לְאֵ֣יןlĕʾênleh-ANE

מִסְפָּ֑רmispārmees-PAHR
for
כִּֽיkee
the
Zidonians
הֵ֠בִיאוּhēbîʾûHAY-vee-oo
Tyre
of
they
and
הַצִּֽידֹנִ֨יםhaṣṣîdōnîmha-tsee-doh-NEEM
brought
וְהַצֹּרִ֜יםwĕhaṣṣōrîmveh-ha-tsoh-REEM
much
עֲצֵ֧יʿăṣêuh-TSAY
cedar
אֲרָזִ֛יםʾărāzîmuh-ra-ZEEM
wood
לָרֹ֖בlārōbla-ROVE
to
David.
לְדָוִֽיד׃lĕdāwîdleh-da-VEED

Cross Reference

ପ୍ରଥମ ରାଜାବଳୀ 5:6
ତେଣୁ ଏବେ ମାେ ପାଇଁ ଲିବା ନୋନରୁ ଏରସ ବୃକ୍ଷ କାଟିବାକୁ ଆପଣ ଲୋକ ପଠାନ୍ତୁ। ମାରେଲୋକମାନେ ଆପଣଙ୍କ ଲୋକମାନଙ୍କ ସଙ୍ଗ ରେ ଥିବେ; ପୁଣି ଆପଣଙ୍କ କହିବାନୁସା ରେ ମୁଁ ଆପଣଙ୍କ ଲୋକମାନଙ୍କୁ ମୂଲ ଦବେି; କାରଣ ଆପଣ ଜାଣନ୍ତି କାଠ କାଟିବା କାର୍ୟ୍ଯ ରେ ସୀଦୋନୀଯମାନଙ୍କ ପରି ନିପୁଣ ଲୋକ ଆମ୍ଭମାନଙ୍କ ମଧିଅରେ କହେି ନାହିଁ।

ଦିତୀୟ ଶାମୁୟେଲ 5:11
ସୋରର ରାଜା ହୀରମ୍ ଦାଉଦଙ୍କ ନିକଟକକ୍ସ୍ଟ ଦୂତଗଣ ପଠାଇଲେ। ହୀରମ୍ ମଧ୍ଯ ଏରସ କାଠ, ବଢାଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲେ। ସମାନେେ ଦାଉଦଙ୍କ ପାଇଁ ଏକ ଘର ତିଆରି କଲେ।

ଦିତୀୟ ବଂଶାବଳୀ 2:3
ଏହାପରେ ଶଲୋମନ, ହୂରମ ନିକଟକୁ ବାର୍ତ୍ତା ପଠାଇଲେ। ହୂରମ୍, ସୋର ସହରର ରାଜା ଥିଲେ। ଶଲୋମନ କହିଲେ, ମାରେ ବାପା ଦାଉଦଙ୍କୁ ସାହାୟ୍ଯ କଲାପରି ମାେତେ ମଧ୍ଯ ସାହାୟ୍ଯ କର। ତୁମ୍ଭେ ଦବଦୋରୁ ଗଛର କାଠ ତାଙ୍କ ନିକଟକୁ ପଠାଇଲେ, ଯେପରି ସେ ବାସ କରିବା ନିମନ୍ତେ ଏକ ଗୃହ ନିର୍ମାଣ କରିପାରନ୍ତି।

ଏଜ୍ରା 3:7
ସମାନେେ ପାରସ୍ଯର ରାଜା କୋରସର ଅନୁମତି ଅନୁସାରେ ରାଜମିସ୍ତ୍ରୀ ଓ ସୂତ୍ରଧାରମାନଙ୍କୁ ମୁଦ୍ରା ଦେଲେ। ଏବଂ ଲିବାନୋନଠାରୁ ୟାଫୋସ୍ଥିତ ସମୁଦ୍ରତୀର ପର୍ୟ୍ଯନ୍ତ ଏରସ କାଠ ଆଣିବା ପାଇଁ ସୀଦୋନୀଯ ଓ ସୋରୀଯ ଲୋକମାନଙ୍କୁ ଖାଦ୍ୟ, ପାନୀଯ ଓ ତୈଳ ଦେଲେ।