1 Chronicles 2 - WEB (Oriya)
1 These are the sons of Israel: Reuben, Simeon, Levi, and Judah, Issachar, and Zebulun,ଇଶ୍ରାୟେଲଙ୍କର ପୁତ୍ରମାନେ ଥିଲେ ରୁବନ୍େ,ଶିମିଯୋନ, ଲବେୀ, ଯିହୁଦା, ଇଷାଖର, ସବୂଲୂନ
2 Dan, Joseph, and Benjamin, Naphtali, Gad, and Asher.ଦାନ୍, ଯୋଷଫେ, ବିନ୍ଯାମୀନ, ନପ୍ତାଲୀ, ଗାଦ୍ ଓ ଆଶରେ,
3 The sons of Judah: Er, and Onan, and Shelah; which three were born to him of Shua's daughter the Canaanitess. Er, Judah's firstborn, was wicked in the sight of Yahweh; and he killed him.ଯିହୁଦାଙ୍କର ପୁତ୍ରମାନେ ଥିଲେ ଏର୍, ଓନନ୍ ଓ ଶଲୋ, ବତ୍ଶୂଯା। ସମାନଙ୍କେର ମାତା ବତ୍ଶୂଯା କିଣାନ୍ ଦେଶରୁ ଆଗତା ଜଣେ ସ୍ତ୍ରୀ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଯିହୁଦାଙ୍କର ପ୍ରଥମ ପୁତ୍ର ଏଲ୍ ଅତ୍ଯନ୍ତ ମନ୍ଦ ଥିଲା। ତେଣୁ ସଦାପ୍ରଭୁ ତାହାକୁ ହତ୍ଯା କଲେ।
4 Tamar his daughter-in-law bore him Perez and Zerah. All the sons of Judah were five.ଯିହୁଦାଙ୍କର ପୁତ୍ରବଧୂ ତାମର ପରେସ ଓ ସରହଙ୍କେୁ ଜନ୍ମ ଦଲୋ। ଏହିପରି ଯିହୁଦାଙ୍କର ପାଞ୍ଚ ପୁତ୍ର ଥିଲେ।
5 The sons of Perez: Hezron, and Hamul.ପରେସଙ୍କର ପୁତ୍ରମାନେ ଥିଲେ ହିଷ୍ରୋଣ୍, ଓ ହାମୂଲ।
6 The sons of Zerah: Zimri, and Ethan, and Heman, and Calcol, and Dara; five of them in all.ସରହଙ୍କେର ପାଞ୍ଚପୁତ୍ର ଥିଲେ। ସମାନଙ୍କେର ନାମ ଥିଲା ସିମ୍ରି, ଏଥନ୍, ହମେନ୍, କଲକୋଲ୍ ଓ ଦରୋ।
7 The sons of Carmi: Achar, the troubler of Israel, who committed a trespass in the devoted thing.ସିମ୍ରିଙ୍କର ପୁତ୍ର ଥିଲେ କାର୍ମି। କାର୍ମିଙ୍କର ପୁତ୍ର ଥିଲେ ଆଖାର । ଏହି ଆଖାର ଇଶ୍ରାୟେଲ ନିମନ୍ତେ ବହୁତ ଦୁଃଖ ବିପଦକୁ ଡ଼ାକି ଆଣିଥିଲେ ୟିଏକି ଆଖର ୟୁଦ୍ଧ ରେ ପାଇଥିବା ବସ୍ତୁଗୁଡ଼ିକୁ ନିଜ ପାଖ ରେ ରଖିଥିଲେ, କିନ୍ତୁ ସେ ସହେି ବସ୍ତୁଗୁଡ଼ିକୁ ପରମେଶ୍ବରଙ୍କୁ ଦଇେ ଦବୋର ଥିଲା।
8 The sons of Ethan: Azariah.ଏଥନ୍ଙ୍କର ପୁତ୍ର ଥିଲେ ଅସରିଯା।
9 The sons also of Hezron, who were born to him: Jerahmeel, and Ram, and Chelubai.ହିଷ୍ରୋଣଙ୍କର ପୁତ୍ରମାନେ ଥିଲେ ୟିରହମଲେ, ରାମ୍ ଓ କାଲୁବାଯ।
10 Ram became the father of Amminadab, and Amminadab became the father of Nahshon, prince of the children of Judah;ରାମ୍ ଅମ୍ମୀନାଦବଙ୍କର ପିତା ଥିଲେ ଓ ଅମ୍ମୀନାଦବ ଯିହୁଦାର ପରିବାରବର୍ଗ ମୁଖ୍ଯ ନ ହଶାେନଙ୍କର ପିତା ଥିଲେ।
11 and Nahshon became the father of Salma, and Salma became the father of Boaz,ନ ହଶାେନ ସଲମାଙ୍କର ପିତା ଥିଲେ। ସଲମା ବୋଯାଜଙ୍କ ପିତା ଥିଲେ।
12 and Boaz became the father of Obed, and Obed became the father of Jesse;ବୋୟଜ ଓବଦଙ୍କେର ପିତା ଥିଲେ। ଓବଦେ ୟିଶୀଙ୍କର ପିତା ଥିଲେ।
13 and Jesse became the father of his firstborn Eliab, and Abinadab the second, and Shimea the third,ୟିଶୀ ଇଲିଯାବଙ୍କର ପିତା ଥିଲେ। ଇଲିଯାବ ୟିଶୀଙ୍କର ପ୍ରଥମ ଜାତ ପୁତ୍ର ଥିଲେ। ୟିଶୀଙ୍କର ଦ୍ବିତୀୟ ପୁତ୍ର ଥିଲେ ଅବିନାଦବ, ତାଙ୍କର ତୃତୀୟ ପୁତ୍ର ଥିଲେ ଶମ୍ମ।
14 Nethanel the fourth, Raddai the fifth,ନଥନଲେ ୟିଶୀଙ୍କର ଚତୁର୍ଥ ପୁତ୍ର ଥିଲେ। ୟିଶୀଙ୍କର ପଞ୍ଚମ ପୁତ୍ର ଥିଲେ ରଦ୍ଦଯ।
15 Ozem the sixth, David the seventh;ଓତସମ ୟିଶୀଙ୍କର ଷଷ୍ଠ ପୁତ୍ର ଥିଲେ ଓ ଦାଉଦ ଥିଲେ ତାଙ୍କର ସପ୍ତମ ପୁତ୍ର। ସମାନଙ୍କେର ଭଉଣୀମାନେ ଥିଲେ ସରୁଯା ଓ ଅବୀଗର।
16 and their sisters were Zeruiah and Abigail. The sons of Zeruiah: Abishai, and Joab, and Asahel, three.ସରୁଯାର ତିନି ପୁତ୍ର ଥିଲେ ଅବୀଶଯ, ଯୋୟାବ ଓ ଅସା ହେଲ।
17 Abigail bore Amasa; and the father of Amasa was Jether the Ishmaelite.ଅବୀଯଲେ ଅମାସାର ମାତା ଥିଲେ। ଅମାସାଙ୍କର ପିତା ଥିଲେ ଯେଥର। ଏହି ଯେଥର୍ ଇଶମାଯଲେୀଯ ଲୋକଙ୍କ ମଧ୍ଯରୁ ଆସିଥିଲା।
18 Caleb the son of Hezron became the father of [children] of Azubah [his] wife, and of Jerioth; and these were her sons: Jesher, and Shobab, and Ardon.କାଲେବ୍ ହିଷ୍ରୋଣଙ୍କର ପୁତ୍ର ଥିଲେ। କାଲବଙ୍କେର ନିଜ ସ୍ତ୍ରୀ ଅସୂବାରଙ୍କଠାରୁ ସନ୍ତାନ ଜନ୍ମ ହାଇେଥିଲେ। ଅସୂବାର ୟିରୀଯୋତର କନ୍ଯା ଥିଲେ। ଅସୂବାରଙ୍କର ପୁତ୍ରମାନେ ଥିଲେ : ଯେଶର, ଶୋବବ୍ ଓ ଅର୍ଦୋନ।
19 Azubah died, and Caleb took to him Ephrath, who bore him Hur.ଅସୁବାରଙ୍କର ମୃତ୍ଯୁ ପରେ କାଲବେ ଇଫ୍ରାଥାଙ୍କୁ ବିବାହ କଲେ। କାଲବେ ଓ ଇଫ୍ରାଥାଙ୍କର ଗୋଟିଏ ପୁତ୍ର ହେଲା। ସମାନେେ ତାହାର ନାମ ହୂର ଦେଲେ।
20 Hur became the father of Uri, and Uri became the father of Bezalel.ହୂର ଊରିଙ୍କର ପିତା ଥିଲେ। ଊରି ବତ୍ସଲଲଙ୍କେର ପିତା ଥିଲେ।
21 Afterward Hezron went in to the daughter of Machir the father of Gilead, whom he took [as wife] when he was sixty years old; and she bore him Segub.ପରେ, ହିଷ୍ରୋଣ ଷାଠିଏ ବର୍ଷ ବଯସ ରେ ମାଖୀରଙ୍କର ଝିଅକୁ ବିବାହ କଲେ। ମାଖୀର ଗିଲିଯଦ୍ଙ୍କର ପିତା ଥିଲେ। ହିଷ୍ରୋଣ ମାଖୀରଙ୍କ ଝିଅ ସହିତ ସହବାସ କଲେ ଓ ସେ ସରୂବଙ୍କୁ ଜନ୍ମ ଦେଲେ।
22 Segub became the father of Jair, who had twenty-three cities in the land of Gilead.ସରୂବ ୟାଯୀରଙ୍କର ପିତା ଥିଲେ। ଗିଲିଯଦ ଦେଶ ରେ ୟାଯୀରଙ୍କର ତଇେଶ ଗୋଟି ସହର ଥିଲା,
23 Geshur and Aram took the towns of Jair from them, with Kenath, and the villages of it, even sixty cities. All these were the sons of Machir the father of Gilead.କିନ୍ତୁ ଗଶୂର ଓ ଅରାମ୍ ୟାଯୀରଙ୍କର ଗ୍ରାମଗୁଡ଼ିକୁ ନଇଗେଲେ। ସଗେୁଡ଼ିକ ମଧିଅରେ କନାତ୍ ଓ ତା' ଚାରିପଟେ େଛାଟ େଛାଟ ସହରଗୁଡ଼ିକ ଥିଲା। ସମୁଦାଯ ଷାଠିଏଟି ସହର ଥିଲା। ଗିଲିଯଦଙ୍କର ପିତା ମାଖୀରଙ୍କର ଏହିସବୁ ସହର ଥିଲା।
24 After that Hezron was dead in Caleb Ephrathah, then Abijah Hezron's wife bore him Ashhur the father of Tekoa.ହିଷ୍ରୋଣ ମୃତ୍ଯୁବରଣ କଲାପରେ, କାଲବଙ୍କେର ସ୍ତ୍ରୀ ଇଫ୍ରଥା ଏକ ପୁତ୍ରକୁ ଜନ୍ମ ଦେଲେ। (ହିଷ୍ରୋଣର ସ୍ତ୍ରୀ ନାମ ଅବିଯାହ) ସହେି ପୁତ୍ରର ନାମ ଦିଆଗଲା ଅହୂସର। ଅହୂସର ତକୋଯ ସହର ପ୍ରତିଷ୍ଠା କରିଥିଲେ।
25 The sons of Jerahmeel the firstborn of Hezron were Ram the firstborn, and Bunah, and Oren, and Ozem, Ahijah.ୟିରହମଲେ ହିଷ୍ରୋଣଙ୍କର ପ୍ରଥମ ପୁତ୍ର ଥିଲେ। ୟିରହମଲଙ୍କେର ପୁତ୍ରମାନେ ଥିଲେ ରାମ, ବୁନା, ଓରଣ, ଓତସମ ଓ ଅହିଯ। ରାମ ୟିରହମଲଙ୍କେର ପ୍ରଥମ ପୁତ୍ର ଥିଲେ।
26 Jerahmeel had another wife, whose name was Atarah; she was the mother of Onam.ୟିରହମଲଙ୍କେର ଅଟାରା ନାମ ରେ ଆଉ ଜଣେ ସ୍ତ୍ରୀ ଥିଲେ। ଏହି ଅଟାରା, ନାସଙ୍କର ମାତା ଥିଲେ।
27 The sons of Ram the firstborn of Jerahmeel were Maaz, and Jamin, and Eker.ୟିରହମଲଙ୍କେର ପ୍ରଥମ ପୁତ୍ର ଅରାମଙ୍କର ପୁତ୍ରମାନେ ଥିଲେ ମାଷ୍, ୟାମୀନ ଓ ଏକର।
28 The sons of Onam were Shammai, and Jada. The sons of Shammai: Nadab, and Abishur.ଓନମଙ୍କର ପୁତ୍ରମାନେ ଥିଲେ : ଶମ୍ମଯ ଓ ୟାଦା। ଶମ୍ମଯଙ୍କର ପୁତ୍ରମାନେ ଥିଲେ : ନାଦବ ଓ ଅବୀଶୂର।
29 The name of the wife of Abishur was Abihail; and she bore him Ahban, and Molid.ଅବୀଶୂରଙ୍କର ପତ୍ନୀଙ୍କର ନାମ ଥିଲା : ଅବୀହଯିଲ୍। ସମାନଙ୍କେର ଦୁଇ ପୁତ୍ର ଥିଲେ। ସହେି ପୁତ୍ରମାନଙ୍କର ନାମ ଥିଲା : ଅହବାନ୍ ଓ ମାେଲୀଦ୍।
30 The sons of Nadab: Seled, and Appaim; but Seled died without children.ନାଦବଙ୍କର ପୁତ୍ରମାନେ ଥିଲେ : ସେଲଦ୍ ଓ ଅପ୍ପଯିମ। ସେଲଦ୍ ନିଃସନ୍ତାନ ହାଇେ ମୃତ୍ଯୁବରଣ କରିଥିଲେ।
31 The sons of Appaim: Ishi. The sons of Ishi: Sheshan. The sons of Sheshan: Ahlai.ୟିଶଯି ଅପ୍ପଯିମଙ୍କର ପୁତ୍ର ଥିଲେ। ୟିଶଯିଙ୍କର ପୁତ୍ର ଥିଲେ : ଶେଶନ୍। ଶେଶନ୍ଙ୍କର ପୁତ୍ର ଥିଲେ : ଅହଲଯ।
32 The sons of Jada the brother of Shammai: Jether, and Jonathan; and Jether died without children.ୟାଦା ଶମ୍ମଯଙ୍କର ଭ୍ରାତା ଥିଲେ। ୟାଦାଙ୍କର ପୁତ୍ରମାନେ ଥିଲେ : ଯେଥର, ଯୋନାଥନ। ଯେଥର ନିଃସନ୍ତାନ ହାଇେ ମୃତ୍ଯୁବରଣ କଲେ।
33 The sons of Jonathan: Peleth, and Zaza. These were the sons of Jerahmeel.ଯୋନାଥନଙ୍କର ପୁତ୍ରମାନେ ଥିଲେ : ପଲେତ୍ ଓ ସାସା। ଏହା ୟିରହମଲଙ୍କେ ସନ୍ତାନଗଣଙ୍କର ତାଲିକା ଅଟେ।
34 Now Sheshan had no sons, but daughters. Sheshan had a servant, an Egyptian, whose name was Jarha.ଶେଶନ୍ଙ୍କର କୌଣସି ପୁତ୍ର ନ ଥିଲେ। ତାଙ୍କର କବଳେ କନ୍ଯାମାନେ ଥିଲେ। ଶେଶନ୍ଙ୍କର ୟାର୍ହା ନାମ ରେ ଜଣେ ମିଶରୀଯ କ୍ରୀତଦାସୀ ଥିଲା।
35 Sheshan gave his daughter to Jarha his servant as wife; and she bore him Attai.ଶେଶନ୍ ନିଜ ଝିଅକୁ ୟାର୍ହା ସହିତ ବିବାହ ଦେଲେ। ସମାନଙ୍କେର ପୁତ୍ରଟିଏ ଜନ୍ମ ହେଲା। ତାହାର ନାମ ଥିଲା : ଅତ୍ତଯ।
36 Attai became the father of Nathan, and Nathan became the father of Zabad,ଅତ୍ତଯ ନାଥନଙ୍କର ପିତା ଥିଲେ। ନାଥନ ସାବଦ୍କର ପିତା ଥିଲେ।
37 and Zabad became the father of Ephlal, and Ephlal became the father of Obed,ସାବଦକ୍ ଇଫଲଲଙ୍କର ପିତା ଥିଲେ। ଇଫଲଲ ଓବଦଙ୍କେର ପିତା ଥିଲେ।
38 and Obed became the father of Jehu, and Jehu became the father of Azariah,ଓବଦେ ଯହେୁଙ୍କର ପିତା ଥିଲେ। ଯହେୁ ଅସରିଯଙ୍କ ପିତା ଥିଲେ।
39 and Azariah became the father of Helez, and Helez became the father of Eleasah,ଅସରିଯ ହେଲସଙ୍କର ପିତା ଥିଲେ। ହରେସ ଇଲୀଯାସଙ୍କ ପିତା ଥିଲେ।
40 and Eleasah became the father of Sismai, and Sismai became the father of Shallum,ଇଲୀଯାସ ସିସମୟଙ୍କର ପିତା ଥିଲେ। ସିସମୟ ଶଲ୍ଲୁମଙ୍କର ପିତା ଥିଲେ।
41 and Shallum became the father of Jekamiah, and Jekamiah became the father of Elishama.ଶଲ୍ଲୁମ୍ ୟିକମିଯଙ୍କ ପିତା ଥିଲେ ଏବଂ ୟିକମିଯ ଇଲୀଶାମଙ୍କର ପିତା ଥିଲେ।
42 The sons of Caleb the brother of Jerahmeel were Mesha his firstborn, who was the father of Ziph; and the sons of Mareshah the father of Hebron.କାଲେବ୍ ୟିରହମଲଙ୍କେର ଭ୍ରାତା ଥିଲେ। କାଲବଙ୍କେର କେତାଟେି ପୁତ୍ର ଥିଲେ। ପ୍ରଥମ ପୁତ୍ର ଥିଲେ ମଶାେ। ମଶାେ ସୀଫ୍ଙ୍କର ପିତା ଥିଲେ। କାଲବଙ୍କେର ଆହୁରି ମଧ୍ଯ ପୁତ୍ର ଥିଲେ। ମା ରଶାେ ହିବ୍ରୋଣଙ୍କ ପିତା ଥିଲେ।
43 The sons of Hebron: Korah, and Tappuah, and Rekem, and Shema.ହିବ୍ରୋଣଙ୍କ ପୁତ୍ରମାନେ ଥିଲେ : କୋରହ, ତପୂହ, ରକେମ୍ ଓ ଶମାେ।
44 Shema became the father of Raham, the father of Jorkeam; and Rekem became the father of Shammai.ଶମାେ ରହମ୍ଙ୍କ ପିତା ଥିଲେ। ରହମ୍ ୟର୍କିଯମଙ୍କ ପିତା ଥିଲେ। ରକେମ୍ ଶମ୍ମଯଙ୍କ ପିତା ଥିଲେ।
45 The son of Shammai was Maon; and Maon was the father of Beth Zur.ଶମ୍ମଯ ମାଯୋନ୍ଙ୍କର ପୁତ୍ର ଥିଲେ। ମାଯୋନ୍ ବୈଥ୍-ସୂରଙ୍କର ପିତା ଥିଲେ।
46 Ephah, Caleb's concubine, bore Haran, and Moza, and Gazez; and Haran became the father of Gazez.କାଲବଙ୍କେର ଦାସୀର ନାମ ଥିଲା ଐଫା। ଐଫା ହାରଣ, ମାେତ୍ସା ଓ ଗା ସେସଙ୍କର ମାତା ଥିଲେ। ହାରଣ ଗା ସେସଙ୍କର ପିତା ଥିଲେ।
47 The sons of Jahdai: Regem, and Jothan, and Geshan, and Pelet, and Ephah, and Shaaph.ଯହଦେଯଙ୍କର ପୁତ୍ରମାନେ ଥିଲେ : ରଗେମ୍, ଯୋଥମ୍, ଗେଶନ୍, ପଲଟେ, ଐଫା ଓ ଶାଫ୍।
48 Maacah, Caleb's concubine, bore Sheber and Tirhanah.ମାଖା ନାମ୍ନୀ କାଲବରଙ୍କେର ଆଉ ଜଣେ ଦାସୀ ଥିଲେ। ମାଖା ଶବରେ ଓ ତିର୍ହନଃଙ୍କର ମାତା ଥିଲେ।
49 She bore also Shaaph the father of Madmannah, Sheva the father of Machbena, and the father of Gibea; and the daughter of Caleb was Achsah.ମାଖା ଶାଫ ଓ ଶିବାଙ୍କର ମଧ୍ଯ ମାତା ଥିଲେ। ଶାଫ ମଦମନ୍ନାଙ୍କର ପିତା ଥିଲେ। ଶିବା ମଗବନୋର ଓ ଗିବିଯାଙ୍କର ପିତା ଥିଲେ। କାଲବରଙ୍କେର ଝିଅ ଥିଲେ ଅକଷା।
50 These were the sons of Caleb, the son of Hur, the firstborn of Ephrathah: Shobal the father of Kiriath Jearim,ଏହା କାଲବଙ୍କେର ଉତ୍ତରାଧିକାରୀ ବଂଶମାନଙ୍କର ତାଲିକା ଅଟେ। ହୂର କାଲବଙ୍କେର ଜେଷ୍ଠ ପୁତ୍ର ଥିଲେ। ସେ ଇଫ୍ରାଥାଙ୍କ ଠାରୁ ଜନ୍ମ ହାଇେଥିଲେ। ହୁରଙ୍କର ପୁତ୍ର ଶାେବଲ ଥିଲେ, କିରିଯତ୍-ୟିଯାରୀମ୍ର ପ୍ରତିଷ୍ଠାତା ଥିଲେ।
51 Salma the father of Bethlehem, Hareph the father of Beth Gader.ଶଲ୍ମ ବୈଥ୍ଲହମରେ ପ୍ରତିଷ୍ଠାତା ଓ ହାଲେଫ୍ ବୈଥ୍ଗାଦର ପ୍ରତିଷ୍ଠାତା ଥିଲେ।
52 Shobal the father of Kiriath Jearim had sons: Haroeh, half of the Menuhoth.ଶାେବଲ କିରିଯତ୍-ୟିଯାରୀମର ପ୍ରତିଷ୍ଠାତା ଥିଲେ। ଏହା ଶାେବଲଙ୍କ ବଂଶଧରମାନଙ୍କର ଏକ ତାଲିକା ଅଟେ। ହରାଯା, ମନୁହୋଥର ଅର୍ଦ୍ଧକେ ଲୋକ ;
53 The families of Kiriath Jearim: The Ithrites, and the Puthites, and the Shumathites, and the Mishraites; of them came the Zorathites and the Eshtaolites.କିରିଯତ୍-ୟିଯାରୀମ ପରିବାର ବର୍ଗମାନେ ଥିଲେ, ୟିତ୍ରୀଯ, ପୁଥୀଯ, ଶୂମାଥୀଯ ଓ ମିଶ୍ରାଯୀଯ। ସରାଯୀଯ ଓ ଇଷ୍ଟାଯୋଲୀଯଗଣ ମିସ୍ରାଯୀଯରୁ ଆସିଥିଲେ।
54 The sons of Salma: Bethlehem, and the Netophathites, Atroth Beth Joab, and half of the Manahathites, the Zorites.ଶଲୂମଙ୍କର ବଂଶଧରମାନେ ଥିଲେ, ବୈଥଲହେମ୍ ନଟୋଫାତୀୟ, ଅଟ୍ରୋତ୍ବେତ୍ ଯୋୟାବ ମନହୋତୀୟର ସରାରୀୟର ଅର୍ଧେକ ଲୋକ,
55 The families of scribes who lived at Jabez: the Tirathites, the Shimeathites, the Sucathites. These are the Kenites who came of Hammath, the father of the house of Rechab.ଏବଂ ୟାବେସ୍ ରେ ବାସ କରୁଥିବା ଲିପିକାରମାନଙ୍କର ପରିବାରସବୁ ତିରିଯାଥୀଯ, ଶିମିଯଥୀଯ ଓ ସୁଖାଥୀଯ ଥିଲେ। ଏହି କୀନୀଯ ଲୋକମାନେ ହମ୍ମତରୁ ଆସିଥିଲେ। ହମ୍ମତ୍ ବେଥ- ରଖାବରେ ପ୍ରତିଷ୍ଠାତା ଥିଲେ।
Oriya Bible