ପ୍ରଥମ ବଂଶାବଳୀ 10:3 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ବଂଶାବଳୀ ପ୍ରଥମ ବଂଶାବଳୀ 10 ପ୍ରଥମ ବଂଶାବଳୀ 10:3

1 Chronicles 10:3
ଶାଉଲଙ୍କ ଚତୁର୍ଦ୍ଦିଗ ରେ ୟୁଦ୍ଧ କ୍ରମେ ପ୍ରବଳତର ହବୋକୁ ଲାଗିଲା। ଏବଂ ଧନୁର୍ଦ୍ଧରମାନେ ଶାଉଲଙ୍କୁ ତାଙ୍କ ଶର ଦ୍ବାରା ବିନ୍ଧି ପକାଇଲେ ଏବଂ ସେ ସମାନଙ୍କେ ଶର ଦ୍ବାରା କ୍ଷତାକ୍ତ ହେଲେ।

1 Chronicles 10:21 Chronicles 101 Chronicles 10:4

1 Chronicles 10:3 in Other Translations

King James Version (KJV)
And the battle went sore against Saul, and the archers hit him, and he was wounded of the archers.

American Standard Version (ASV)
And the battle went sore against Saul, and the archers overtook him; and he was distressed by reason of the archers.

Bible in Basic English (BBE)
And the fight was going against Saul, and the archers came across him, and he was wounded by the archers.

Darby English Bible (DBY)
And the battle went sore against Saul, and the archers came up with him, and he was terrified by the archers.

Webster's Bible (WBT)
And the battle prevailed against Saul, and the archers hit him, and he was wounded by the archers.

World English Bible (WEB)
The battle went sore against Saul, and the archers overtook him; and he was distressed by reason of the archers.

Young's Literal Translation (YLT)
And the battle `is' heavy on Saul, and those shooting with the bow find him, and he is wounded by those shooting,

And
the
battle
וַתִּכְבַּ֤דwattikbadva-teek-BAHD
went
sore
הַמִּלְחָמָה֙hammilḥāmāhha-meel-ha-MA
against
עַלʿalal
Saul,
שָׁא֔וּלšāʾûlsha-OOL
and
the
archers
וַיִּמְצָאֻ֖הוּwayyimṣāʾuhûva-yeem-tsa-OO-hoo

הַמּוֹרִ֣יםhammôrîmha-moh-REEM
hit
בַּקָּ֑שֶׁתbaqqāšetba-KA-shet
him,
and
he
was
wounded
וַיָּ֖חֶלwayyāḥelva-YA-hel
of
מִןminmeen
the
archers.
הַיּוֹרִֽים׃hayyôrîmha-yoh-REEM

Cross Reference

ଆଦି ପୁସ୍ତକ 49:23
ଧନୁର୍ଦ୍ଧରମାନେ ତାଙ୍କୁ ଅତିଶଯ କ୍ଲେଶ ଦଇେଛନ୍ତି। ପୁଣି ତାକୁ ବାଣ ବିନ୍ଧି ତାକୁ ତାଡ଼ନା କରିଛନ୍ତି।

ପ୍ରଥମ ଶାମୁୟେଲ 31:3
ୟକ୍ସ୍ଟଦ୍ଧ ଭୟଙ୍କର ରୂପ ଧାରଣ କଲା, ଶାଉଲଙ୍କ ବିରକ୍ସ୍ଟଦ୍ଧ ରେ ଧନକ୍ସ୍ଟର୍ଦ୍ଧାରିମାନେ ଅତି ଦୈନ୍ଯ ଭାବେ ତୀରମାରି ଶାଉଲକକ୍ସ୍ଟ ଆଘାତ କଲେ।

ଦିତୀୟ ଶାମୁୟେଲ 1:4
ଦାଉଦ ସହେି ଲୋକଟିକକ୍ସ୍ଟ ପଚାରିଲେ, ଏ ୟକ୍ସ୍ଟଦ୍ଧ ରେ କିଏ ଜିତିଲା?

ଆମୋଷ 2:14
କୌଣସି ଲୋକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡାଳି ମଧ୍ଯ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ ଲୋକର ମଧ୍ଯ ବଳ ନଥିବ। ସୈନ୍ଯମାନେ ନିଜକୁ ରକ୍ଷା କରିପାରିବେ ନାହିଁ।