Base Word
קֶשֶׁת
Short Definitiona bow, for shooting (hence, figuratively, strength) or the iris
Long Definitionbow
Derivationfrom H7185 in the original sense (of H6983) of bending
International Phonetic Alphabetk’ɛˈʃɛt̪
IPA modkɛˈʃɛt
Syllableqešet
Dictionkeh-SHET
Diction Modkeh-SHET
Usage× arch(-er), + arrow, bow(-man, -shot)
Part of speechn-f

ଆଦି ପୁସ୍ତକ 9:13
ମୁଁ ମାହେର ଇନ୍ଦ୍ରଧନୁ ମେଘ ରେ ସ୍ଥାପନ କରିଅଛି। ତାହା ପୃଥିବୀ ସହିତ ମାରେ ଚୁକ୍ତି ରେ ଚିହ୍ନ ହବେ।

ଆଦି ପୁସ୍ତକ 9:14
ଯେତବେେଳେ ମୁଁ ପୃଥିବୀ ଉପରେ ମେଘ ସଂଚ଼ାର କରିବି, ସେତବେେଳେ ସହେି ଇନ୍ଦ୍ରଧନୁ ମେଘ ରେ ଦଖାୟିବେ।

ଆଦି ପୁସ୍ତକ 9:16
ପୁଣି ଇନ୍ଦ୍ରଧନୁ ହେଲ, ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା। ତହିଁରେ ପୃଥିବୀସ୍ଥ ସମସ୍ତ ସଜୀବ ପ୍ରାଣୀ ସହିତ ପରମେଶ୍ବରଙ୍କର ଯେଉଁ ଅନନ୍ତକାଳସ୍ଥାଯୀ ନିଯମ ଅଛି, ତାହା ମୁଁ ସ୍ମରଣ କରିବି।

ଆଦି ପୁସ୍ତକ 21:16
ହାଗାର ସଠାରୁେ କିଛି ଦୂରକୁ ଗଲା, େସତେ ଦୂର ଯେତେ ଦୂର ଗୋଟିଏ ଧନୁରୁ ଶର ମାରିଲେ ୟାଏ। ସଠାେରେ ସେ ୟାଇ ବସି ପଡ଼ିଲା। ହାଗାର ତା'ର ପିଲାଟି ମୃତ୍ଯୁବରଣ କରୁଥିବାର ଦେଖିବାକୁ ଚାହିଁଲା ନାହିଁ। ତେଣୁ ସେ ସଠାେରେ କ୍ରନ୍ଦନ କଲା।

ଆଦି ପୁସ୍ତକ 21:20
ପରମେଶ୍ବରଙ୍କର ଦୟାରୁ ସହେି ବାଳକ ବଡ଼ ହେଲା। ଇଶ୍ମାଯଲେ ମରୁଭୂମିରେ ବାସକଲା ଏବଂ ଏକ ଶିକାରୀ ହେଲା। ସେ ଧନୁ ମାରିବା ନିପୂଣଭାବରେ ଶିକ୍ଷା କଲା।

ଆଦି ପୁସ୍ତକ 27:3
ତେଣୁ ତମ୍ଭେ ତୁମ୍ଭର ଧନୁ ଏବଂ ଶର ନଇେ ଶିକାର କରିବାକୁ ୟାଅ। ମାେ ଖାଦ୍ୟ ପାଇଁ ଏକ ମୃଗ ଶିକାର କର।

ଆଦି ପୁସ୍ତକ 48:22
ମୁଁ ତୁମ୍ଭକୁ କିଛି ଦଲେି ଯାହା ତୁମ୍ଭ ଭାଇମାନଙ୍କୁ ଦଇନେଥିଲି, ମୁଁ ଆପଣା ଖଡ୍ଗ ଓ ଧନୁଦ୍ବାରା ଇମାରେୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭାତୃଗଣ ଅପେକ୍ଷା ସହେି ଅଧିକ ଅଂଶ ତୁମ୍ଭକୁ ଦଲେି।

ଆଦି ପୁସ୍ତକ 49:24
କିନ୍ତୁ ତାହାର ଧନୁ ଦୃଢ଼ ଥିଲା ଏବଂ ତାହାର ବାହୁ ଯାକୁବର ଶକ୍ତିଶାଳି ପରମେଶ୍ବର ଇଶ୍ରାୟେଲର ମଷେପାଳକଠାରୁ କୌଶଳ ପ୍ରାପ୍ତ ହାଇେଥିଲା।

ଯିହୋଶୂୟ 24:12
ଯେତବେେଳେ ତୁମ୍ଭର ସୈନ୍ଯମାନେ ଆଗଇେ ଚାଲିଲେ, ମୁ ସମାନଙ୍କେ ଆଗେ ଆଗେ ବିରକ୍ସ୍ଟଡି ମାନଙ୍କୁ ପଠାଇଲି। ସହେି ବିରକ୍ସ୍ଟଡିମାନେ ସମାନଙ୍କେୁ ସଠାେରକ୍ସ୍ଟ ତଡି ଦେଲେ ଓ ସହେି ଦକ୍ସ୍ଟଇଜଣ ଇମାରେୀୟ ରାଜାଙ୍କକ୍ସ୍ଟ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ତଡି ଦେଲେ। ଯେପରିକି ତୁମ୍ଭର ଖଣ୍ତା କିମ୍ବା ଧନକ୍ସ୍ଟର ବ୍ଯବହାର ନ କରି ତୁମ୍ଭମାନେେ ଜିତିଗଲ ଓ ସମାନଙ୍କେର ଦେଶକକ୍ସ୍ଟ ଅଧିକାର କଲ।

ପ୍ରଥମ ଶାମୁୟେଲ 2:4
ବୀରମାନଙ୍କର ସମସ୍ତ ଧନକ୍ସ୍ଟ ଭଙ୍ଗା ୟାଇଅଛି ଓ ଝକ୍ସ୍ଟଣ୍ଟିପଡକ୍ସ୍ଟଥିବା ଦୁର୍ବଳ ଲୋକମାନେ ବଳଶାଳୀ ହାଇେଛନ୍ତି।

Occurences : 77

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்