ପ୍ରଥମ ରାଜାବଳୀ 13:16 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ରାଜାବଳୀ ପ୍ରଥମ ରାଜାବଳୀ 13 ପ୍ରଥମ ରାଜାବଳୀ 13:16

1 Kings 13:16
ମାତ୍ର ପରମେଶ୍ବରଙ୍କ ଲୋକ ଉତ୍ତର ଦେଲେ, ମୁଁ ତୁମ୍ଭ ସହିତ ତୁମ୍ଭ ଗୃହକୁ ୟାଇପାରିବି ନାହିଁ କି ତୁମ୍ଭ ସହିତ ଏ ସ୍ଥାନ ରେ ପାନ ବା ଭୋଜନ କରିବି ନାହିଁ।

1 Kings 13:151 Kings 131 Kings 13:17

1 Kings 13:16 in Other Translations

King James Version (KJV)
And he said, I may not return with thee, nor go in with thee: neither will I eat bread nor drink water with thee in this place:

American Standard Version (ASV)
And he said, I may not return with thee, nor go in with thee; neither will I eat bread nor drink water with thee in this place:

Bible in Basic English (BBE)
But he said, I may not go back with you or go into your house; and I will not take food or a drink of water with you in this place;

Darby English Bible (DBY)
And he said, I cannot return with thee, nor go in with thee; neither will I eat bread nor drink water with thee in this place.

Webster's Bible (WBT)
And he said, I may not return with thee, nor go in with thee: neither will I eat bread nor drink water with thee in this place:

World English Bible (WEB)
He said, I may not return with you, nor go in with you; neither will I eat bread nor drink water with you in this place:

Young's Literal Translation (YLT)
And he saith, `I am not able to turn back with thee, and to go in with thee, nor do I eat bread or drink with thee water in this place,

And
he
said,
וַיֹּ֗אמֶרwayyōʾmerva-YOH-mer
I
may
לֹ֥אlōʾloh
not
אוּכַ֛לʾûkaloo-HAHL
return
לָשׁ֥וּבlāšûbla-SHOOV
with
אִתָּ֖ךְʾittākee-TAHK
thee,
nor
go
in
וְלָב֣וֹאwĕlābôʾveh-la-VOH
with
אִתָּ֑ךְʾittākee-TAHK
neither
thee:
וְלֹאwĕlōʾveh-LOH
will
I
eat
אֹ֣כַלʾōkalOH-hahl
bread
לֶ֗חֶםleḥemLEH-hem
nor
וְלֹֽאwĕlōʾveh-LOH
drink
אֶשְׁתֶּ֤הʾešteesh-TEH
water
אִתְּךָ֙ʾittĕkāee-teh-HA
with
מַ֔יִםmayimMA-yeem
thee
in
this
בַּמָּק֖וֹםbammāqômba-ma-KOME
place:
הַזֶּֽה׃hazzeha-ZEH

Cross Reference

ପ୍ରଥମ ରାଜାବଳୀ 13:8
ମାତ୍ର ପରମେଶ୍ବରଙ୍କ ଲୋକ ରାଜାଙ୍କୁ କହିଲେ, ତୁମ୍ଭେ ଆପଣା ରାଜ୍ଯର ଅର୍ଦ୍ଧକେ ଅଂଶ ଦେଲେ ମଧ୍ଯ ମୁଁ ତୁମ୍ଭ ସହିତ ୟିବି ନାହିଁ। ଆଉ ମଧ୍ଯ ମୁଁ ଏ ସ୍ଥାନ ରେ ଅନ୍ନ ସ୍ପର୍ଶ କରିବି ନାହିଁ କିମ୍ବା ଜଳ ପାନ କରିବି ନାହିଁ।

ଆଦି ପୁସ୍ତକ 3:1
ସଦାପ୍ରଭୁ ପରମେଶ୍ବରଙ୍କର ସୃଷ୍ଟି କରିଥିବା ପ୍ରାଣୀମାନଙ୍କ ମଧିଅରେ ସର୍ପ ସମସ୍ତଙ୍କଠାରୁ ଚ଼ତୁର ଥିଲା। ସର୍ପଟି ସ୍ତ୍ରୀ ଲୋକଟିକୁ କହିଲା, ଏହା କ'ଣ ସତ୍ଯ ଯେ ପରମେଶ୍ବର ଉଦ୍ୟାନର କୌଣସି ବୃକ୍ଷର ଫଳ ନଖାଇବା ପାଇଁ ତୁମ୍ଭଙ୍କୁ କହିଲେ?

ଗଣନା ପୁସ୍ତକ 22:13
ଏଥି ରେ ବିଲିଯମ ପ୍ରାତଃକାଳ ରେ ଉଠି ବାଲାକ୍ଙ୍କ ଅଧିପତିମାନଙ୍କୁ କହିଲେ, ତୁମ୍ଭମାନେେ ଆପଣା ଦେଶକୁ ଚାଲିୟାଅ, କାରଣ ସଦାପ୍ରଭୁ ମାେତେ ତୁମ୍ଭମାନଙ୍କ ସହିତ ୟିବାକୁ ଅନୁମତି ଦେଲେ ନାହିଁ।

ଗଣନା ପୁସ୍ତକ 22:19
ମାତ୍ର ମୁଁ ତୁମ୍ଭମାନଙ୍କୁ ବିନଯ କରୁଛି, ତୁମ୍ଭମାନେେ ପୂର୍ବ ଲୋକମାନଙ୍କ ପରି ଆଜି ରାତ୍ରି ଏଠା ରେ ରୁହ। ସଦାପ୍ରଭୁ ମାେତେ ଆଉ ଯାହା କହିବେ ତାହା ମୁଁ ଜାଣିବି।

ମାଥିଉଲିଖିତ ସୁସମାଚାର 4:10
ଯୀଶୁ ତାକୁ କହିଲେ, ଶୟତାନ, ମାେ ପାଖରୁ ଦୂରହୁଅ। କାରଣ ଶାସ୍ତ୍ର ରେ ଲଖାେଅଛି:

ମାଥିଉଲିଖିତ ସୁସମାଚାର 16:23
ଯୀଶୁ ବୁଲିପଡି ପିତରଙ୍କୁ କହିଲେ, ଶୟତାନ! ମାେ ପାଖରୁ ଚାଲିଯାଅ। ତୁମ୍ଭେ ମାେ ପାଇଁ ଗୋଟିଏ ବିଘ୍ନ। ତୁମ୍ଭେ ପରମେଶ୍ବରଙ୍କ ନିୟମକୁ ଖାତିର୍ କରୁନାହଁ। ଲୋକମାନେ ଯାହାକୁ ସହତ୍ତ୍ବପୂର୍ଣ୍ଣ ବୋଲି ଭାବନ୍ତି, ତୁମ୍ଭମାନେେ ମଧ୍ଯ ସହେିଭଳି ଭାବୁଛ।