1 Chronicles 6:81
ସହେି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ଯ ସମାନେେ ଲାଭ କଲେ।
1 Chronicles 6:81 in Other Translations
King James Version (KJV)
And Heshbon with her suburbs, and Jazer with her suburbs.
American Standard Version (ASV)
and Heshbon with its suburbs, and Jazer with its suburbs.
Bible in Basic English (BBE)
And Heshbon with its outskirts, and Jazer with its outskirts.
Darby English Bible (DBY)
and Heshbon and its suburbs, and Jaazer and its suburbs.
Webster's Bible (WBT)
And Heshbon with its suburbs, and Jazer with its suburbs.
World English Bible (WEB)
and Heshbon with its suburbs, and Jazer with its suburbs.
Young's Literal Translation (YLT)
and Heshbon and its suburbs, and Jazer and its suburbs.
| And Heshbon | וְאֶת | wĕʾet | veh-ET |
| with her suburbs, | חֶשְׁבּוֹן֙ | ḥešbôn | hesh-BONE |
| Jazer and | וְאֶת | wĕʾet | veh-ET |
| with her suburbs. | מִגְרָשֶׁ֔יהָ | migrāšêhā | meeɡ-ra-SHAY-ha |
| וְאֶת | wĕʾet | veh-ET | |
| יַעְזֵ֖יר | yaʿzêr | ya-ZARE | |
| וְאֶת | wĕʾet | veh-ET | |
| מִגְרָשֶֽׁיהָ׃ | migrāšêhā | meeɡ-ra-SHAY-ha |
Cross Reference
ଯିହୋଶୂୟ 21:39
ହିଷବୋନ୍, ୟା ସରେ ଓ ତା'ର ତଳଭୂମି, ଏହିପରି ଭାବରେ ଗ୍ଭରିଟି ନଗର ଓ ତଳଭୂମି ଦେଲେ।
ପରମଗୀତ 7:4
ତୁମ୍ଭର ଗଳଦେଶ ଗଳଦନ୍ତମଯ ଦୁର୍ଗ ସଦୃଶ। ତୁମ୍ଭ ନେତ୍ର ୟୁଗଳ ବେଥି-ଗଦ୍ଦୀମ ନଗର ଦ୍ବାର ନିକଟସ୍ଥ ହିଶ୍ବୋନ୍ ସରୋବର ସଦୃଶ। ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ ଲିବାନୋନର ଦୁର୍ଗ ତୁଲ୍ଯ।
ନିହିମିୟା 9:22
ହେ ସଦାପ୍ରଭୁ, ତୁମ୍ଭେ ତାଙ୍କୁ ନାନା ରାଜ୍ଯ ଓ ଗୋଷ୍ଠୀ ଦଲେ ଓ ତାହା ସମାନଙ୍କେ ବାଣ୍ଟ ଅନୁସାରେ ନିରୂପଣ କଲ। ତେଣୁ ସମାନେେ ସୀହାନେ ଦେଶ ହିଷ୍ବୋନ୍ ରାଜାର ଦେଶ, ବାଶନର ଓଗ୍ ରାଜାର ଦେଶ ଅଧିକାର କଲେ।
ଯିହୋଶୂୟ 13:25
ୟା ସରମାନଙ୍କେର ଭୂମି ଏବଂ ଗିଲିଯଦର ସମସ୍ତ ସହର ମାଶାେ ସମାନଙ୍କେୁ ଦେଲେ। ସେ ମଧ୍ଯ ଅମ୍ମାନେ ସନ୍ତାନଗଣମାନଙ୍କ ଅର୍ଦ୍ଧକେ ଜମିକକ୍ସ୍ଟ ଦାନ କରିଥିଲେ। ତାହା ଅରୋଯରେ ପୂର୍ବସ୍ଥିତ ରଦ୍ଦାରଠା ରେ ଥିଲା।
ଦିତୀୟ ବିବରଣ 2:24
ସଦାପ୍ରଭୁ ମାେତେ କହିଲେ, 'ଅର୍ଣୋନ ଇପତ୍ଯାକା ପାର ହବୋପାଇଁ ପ୍ରସ୍ତକ୍ସ୍ଟତ ହକ୍ସ୍ଟଅ। ଆମ୍ଭେ ହିଷବୋନର ରାଜା ଇ ମାରେୀଯ ସୀହାନକେୁ ଓ ତାଙ୍କ ଦେଶକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କଲକ୍ସ୍ଟ। ତେଣୁ ତାଙ୍କ ସହିତ ୟକ୍ସ୍ଟଦ୍ଧ କର ଓ ତାଙ୍କର ଦେଶ ଅଧିକାର କର।
ଗଣନା ପୁସ୍ତକ 32:37
ରୁବନେ ଗୋଷ୍ଠୀଗଣ ହିଷ୍ ବୋନ୍, ଇଲିଯାଲୀ ଓ କିରିଯାଥଯିମ୍କୁ।
ଗଣନା ପୁସ୍ତକ 32:3
ସମାନେେ କହିଲେ, ତୁମ୍ଭର ଏହି ସବେକମାନଙ୍କର ବହୁ ମଷେ ଓ ଗୋରୁଗାଈ ଅଛନ୍ତି। ଯେଉଁ ସବୁ ଦେଶକୁ ସଦାପ୍ରଭୁ ଇଶ୍ରାୟେଲର ପାଇଁ ପରାସ୍ତ କରିଅଛନ୍ତି, ତାହା ଆମ୍ଭର ମଷଗେୁଡିକ ନିମନ୍ତେ ଓ ଗୋରୁଗାଈ ନିମନ୍ତେ ଉତ୍ତମ ଅଟେ।
ଗଣନା ପୁସ୍ତକ 32:1
ରୁବନେ ସନ୍ତାନଗଣର ଓ ଗାଦ-ସନ୍ତାନଗଣର ଅନକେ ପଶୁ ପଲ ଥିଲା। ଏଣୁ ସମାନେେ ୟା ସରେ ଓ ଗିଲିଯଦ ଦେଶଗୁଡିକୁ ଦେଖିଲେ, ସେ ସ୍ଥାନଗୁଡିକ ପଶୁପଲ ପାଇଁ ଉପୟୁକ୍ତ।
ଗଣନା ପୁସ୍ତକ 21:32
ମାଶାେ ୟା ସରେ ଅନୁସନ୍ଧାନ କରିବାପାଇଁ ତାଙ୍କର ଲୋକ ପଠାଇଲେ ଏବଂ ତାଙ୍କର ଲୋକମାନେ ତହିଁର ସମସ୍ତ େଛାଟ ନଗରଗୁଡିକୁ ଅକ୍ତିଆର କଲେ ଓ ସଠାେରେ ବାସ କରୁଥିବା ଇ ମାରେୀଯମାନଙ୍କୁ ତଡି ଦେଲେ।
ଗଣନା ପୁସ୍ତକ 21:25
ଏହିରୂପେ ଇଶ୍ରାୟେଲ ସେ ସମସ୍ତ ନଗର ଦଖଲ କଲେ। ଇଶ୍ରାୟେଲ ଇମାରେୀୟମାନଙ୍କ ସମସ୍ତ ନଗର ରେ ଅର୍ଥାତ୍ ହିଷବୋନ ରେ ଓ ତହିଁର ସମସ୍ତ ନଗର ରେ ବାସକଲେ।