Base Word
מִגְרָשׁ
Short Definitiona suburb (i.e., open country whither flocks are driven from pasture); hence, the area around a building, or the margin of the sea
Long Definitioncommon, common land, open land, suburb
Derivationalso (in plural) feminine (Ezekiel 27:28) מִגְרָשָׁה; from H1644
International Phonetic Alphabetmɪɡˈroʃ
IPA modmiɡˈʁoʃ
Syllablemigroš
Dictionmiɡ-ROHSH
Diction Modmeeɡ-ROHSH
Usagecast out, suburb
Part of speechn-m

ଲେବୀୟ ପୁସ୍ତକ 25:34
ମାତ୍ର ଲବେୀୟମାନଙ୍କ ନଗରର ଗ୍ଭରିପାଖ ରେ ଥିବା କ୍ଷେତ୍ର ଓ ପ୍ରାନ୍ତର ଭୂମି ବିକ୍ରଯ କରାୟିବ ନାହିଁ, କାରଣ ତାହା ସମାନଙ୍କେର ଅନନ୍ତକାଳୀନ ଅଧିକାର।

ଗଣନା ପୁସ୍ତକ 35:2
ଇଶ୍ରାୟେଲର ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ସମାନେେ ଆପଣା ଆପଣା ଅଧିକୃତ ଭାଗରୁ କେତକେ ବସତି ନଗର ଲୋବୀଯମାନଙ୍କୁ ଦିଅନ୍ତୁ। ଆଉ ତୁମ୍ଭମାନେେ ଲବେୀୟମାନଙ୍କୁ ସହେି ନଗର ମାନ ଓ ସେ ସବୁର ଚତୁର୍ଦ୍ଦିଗସ୍ଥ ଚାରଣଭୂମି ଦବେ।

ଗଣନା ପୁସ୍ତକ 35:3
ଲବେୀୟମାନେ ଏହି ନଗରଗୁଡିକ ଅଧିକାର କରିବେ ଓ ସଠାେରେ ବାସ କରିବେ ଏବଂ ସମାନଙ୍କେର ପଶୁଗୁଡିକୁ ଚାରଣ ଭୂମିରେ ଚରାଇବେ।

ଗଣନା ପୁସ୍ତକ 35:4
ଲବେୀୟମାନେ ଯେଉଁ ଚାରଣ ଭୂମି ଅଧିକାର କରିବେ ତାହା ନଗର ପ୍ରାଚୀରଠାରୁ 1,500 ଫୁଟ୍ ଦୂର ରେ ରହିବ।

ଗଣନା ପୁସ୍ତକ 35:5
ଚତୁପାଶର୍‌ବର ଖୋଲା ମାପ 3,000 ଫୁଟ୍ ହବେ। ନଗରଟି ସହେି ଭୂମିର ମଝି ରେ ରହିବ। ତାହା ନଗର ପାଇଁ ଚାରଣ ଭୂମି ହବେ।

ଗଣନା ପୁସ୍ତକ 35:7
ସର୍ବମାଟେ ତୁମ୍ଭମାନେେ ଲବେୀୟମାନଙ୍କୁ ଅଠଚାଳିଶଟି ନଗର ଦବେ। ତୁମ୍ଭମାନେେ ସମାନଙ୍କେୁ ନଗର ସହିତ ଚାରଣ ଭୂମି ଦବେ।

ଯିହୋଶୂୟ 14:4
ବରଟି ବଂଶଧରଙ୍କକ୍ସ୍ଟ ସମାନଙ୍କେର ଭୂମିର ଅଧିକାର ଦଇେଥିଲେ। ଯୋଷଫେର ପକ୍ସ୍ଟତ୍ରଗଣ ଦକ୍ସ୍ଟଇଟି ବଂଶ ରେ ବିଭକ୍ତ ହେଲେ। ସମାନେେ ହେଲେ, ମନଃଶି ଓ ଇଫ୍ରଯିମ। ଏବଂ ପ୍ରେତ୍ୟକକ ବଂଶଧରମାନେ କିଛି କିଛି ଭୂମି ଲାଭ କଲେ। କିନ୍ତୁ ଲବେୀ ବଂଶଧରମାନଙ୍କୁ କୌଣସି ଭୂମି ଦିଆଗଲା ନାହିଁ। ଯାହା ହେଉ ସମାନଙ୍କେୁ କବଳେ ଏକ େଛାଟ ସହର ବାସ କରିବା ପାଇଁ ଅଧିକାର ଦିଆ ୟାଇଥିଲା। ସହେି ସହର ଗକ୍ସ୍ଟଡିକ ହେଲା, ପ୍ରେତ୍ୟକକ ପରିବାରବର୍ଗର ଦେଶ, ସମାନଙ୍କେର ପଶକ୍ସ୍ଟମାନେ ଚରିବା ପାଇଁ କିଛି ପଡିଆ ଦିଆୟାଇଥିଲା।

ଯିହୋଶୂୟ 21:2
ଏହା ଏପରି ହେଲା କିଣାନ ଦେଶସ୍ଥ ଶୀଲୋ ନଗର ରେ ଲବେୀୟର ଶାସକଗଣ ତାହାଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଆଦେଶ ଦଇେଛନ୍ତି। ସେ ଏହିପରି ଆଦେଶ ଦଇେଛନ୍ତି ଯେ, ତୁମ୍ଭେ ଆମ୍ଭକକ୍ସ୍ଟ ରହିବା ପାଇଁ ଏକ ସହର ଦିଅ। ଏବଂ ସେ ମଧ୍ଯ ନିର୍ଦ୍ଦେଶ ଦଇେଛନ୍ତି ଯେ, ତୁମ୍ଭେ ଆମ୍ଭକକ୍ସ୍ଟ ଭୂମି ଦବେ, ଯେଉଁଠା ରେ ଆମ୍ଭର ପଶକ୍ସ୍ଟମାନେ ଚରାବକ୍ସ୍ଟଲା କରିପାରିବେ।

ଯିହୋଶୂୟ 21:3
ତେଣୁ ଇଶ୍ରାୟେଲର ସନ୍ତାନଗଣ ସଦାପ୍ରଭୁଙ୍କର ଏହି ବାକ୍ଯକକ୍ସ୍ଟ ସମ୍ମାନ ଦେଲେ ଓ ମାନି ନେଲେ। ସମାନେେ ଲବେୀୟମାନଙ୍କୁ ଏହି ସହର ଓ ଭୂମି ଦେଲେ ତାଙ୍କର ପଶକ୍ସ୍ଟ ଚରିବା ପାଇଁ ନିଜର ଅଧିକାର ମଧ୍ଯରକ୍ସ୍ଟ।

ଯିହୋଶୂୟ 21:8
ଏହିପରି ଇଶ୍ରାୟେଲ ସନ୍ତାନଗଣ ମାଶାେଦ୍ବାରା ସଦାପ୍ରଭୁ ଯେପରି ଆଜ୍ଞା ଦଇେଥିଲେ, ସହେିପରି ଭାବରେ ଗକ୍ସ୍ଟଳାବାଣ୍ଟ କରି ଲବେୀୟ ଲୋକମାନଙ୍କୁ ଏହିସବୁ ନଗର ଓ ତହିଁର ତଳଭୂମି ଦେଲେ।

Occurences : 115

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்