1 Chronicles 15:4
ଦାଉଦ ହାରୋଣ ଓ ଲବେୀୟମାନଙ୍କ ବଂଶଧରମାନଙ୍କୁ ଏକତ୍ର ଡାକିଲେ।
1 Chronicles 15:4 in Other Translations
King James Version (KJV)
And David assembled the children of Aaron, and the Levites:
American Standard Version (ASV)
And David gathered together the sons of Aaron, and the Levites:
Bible in Basic English (BBE)
And David got together the sons of Aaron, and the Levites;
Darby English Bible (DBY)
And David gathered the sons of Aaron and the Levites:
Webster's Bible (WBT)
And David assembled the children of Aaron, and the Levites:
World English Bible (WEB)
David gathered together the sons of Aaron, and the Levites:
Young's Literal Translation (YLT)
And David gathereth the sons of Aaron, and the Levites.
| And David | וַיֶּֽאֱסֹ֥ף | wayyeʾĕsōp | va-yeh-ay-SOFE |
| assembled | דָּוִ֛יד | dāwîd | da-VEED |
| אֶת | ʾet | et | |
| children the | בְּנֵ֥י | bĕnê | beh-NAY |
| of Aaron, | אַֽהֲרֹ֖ן | ʾahărōn | ah-huh-RONE |
| and the Levites: | וְאֶת | wĕʾet | veh-ET |
| הַלְוִיִּֽם׃ | halwiyyim | hahl-vee-YEEM |
Cross Reference
ଯାତ୍ରା ପୁସ୍ତକ 6:16
ଲବେୀ 137 ବର୍ଷ ବଞ୍ଚିଥିଲେ। ଲବେୀଙ୍କର ସନ୍ତାନମାନେ ଥିଲେ, ଗେର୍ଶାେନ୍, କହାତ୍ ଓ ମରାରି।
ଗଣନା ପୁସ୍ତକ 3:4
ମାତ୍ର ନାଦବ ଓ ଆବୀହୂ ସୀନଯ ପ୍ରାନ୍ତର ରେ ଅଜଣା ଅଗ୍ନି ସଦାପ୍ରଭୁଙ୍କ ଉତ୍ସର୍ଗ, ଉତ୍ସର୍ଗ କରି ପ୍ରାଣ ତ୍ଯାଗ କଲେ। ସମାନଙ୍କେର ପୁତ୍ର ନଥିଲା; ଏଣୁ ଇଲିଯାସର ଓ ଇଥାମର ଆପଣା ପିତା ହାରୋଣଙ୍କ ଉପସ୍ଥିତି ରେ ଯାଜକକର୍ମ କଲେ।
ପ୍ରଥମ ବଂଶାବଳୀ 6:16
ଲବେୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।
ପ୍ରଥମ ବଂଶାବଳୀ 6:49
କିନ୍ତୁ କବଳେ ହାରୋଣ ଏବଂ ତାଙ୍କର ବଂଶଧରମାନଙ୍କୁ ହାମବେଳି, ୟଜ୍ଞବଦେୀ ସୁଗନ୍ଧିବଦେୀ ଉପରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ଅନୁମତି ଦିଆୟାଇ ଥିଲା। ପରମେଶ୍ବରଙ୍କ ଗୃହର ମହାପବିତ୍ରତମ ସ୍ଥାନର ସମସ୍ତ କାର୍ୟ୍ଯ ଏବଂ ଇଶ୍ରାୟେଲ ପାଇଁ ମଧ୍ଯ ପ୍ରାଯଶ୍ଚିତ କରନ୍ତି। ମାଶାେ ପରମେଶ୍ବରଙ୍କ ସବେକ, ଯେଉଁ ସମସ୍ତ ନୀତି ଓ ଆଇନ ଦଇେଥିଲେ ସହେିସବୁ ସମାନେେ ପାଳନ କଲେ।
ପ୍ରଥମ ବଂଶାବଳୀ 12:26
ଲବେୀ ଗୋଷ୍ଠୀରୁ 4,600 ଲୋକ ଥିଲେ।