Bible

Obadiah 1:2-3 in Oriya

Obadiah 1:2
ଇଦୋମ, ଆମ୍ଭେ ତୁମ୍ଭକୁ ଏକ କ୍ଷୁଦ୍ରତମ ରାଜ୍ଯ କରିବି। ପ୍ରେତ୍ୟକକ ତୁମ୍ଭକୁ ଅତ୍ଯଧିକ ଘୃଣା କରିବେ।

Obadiah 1:3
ତୁମ୍ଭର ଗର୍ବ ତୁମ୍ଭକୁ ପ୍ରତାରଣା କରିଛି। ତୁମ୍ଭେ ପର୍ବତର ସହେି ଗୁମ୍ଫା ଗୁଡିକରେ ବାସ କର। ତୁମ୍ଭେ ସହେି ଉଚ୍ଚ ସ୍ଥାନ ରେ ରୁହ। ତେଣୁ ତୁମ୍ଭେ ନିଜକୁ କହିଥାଅ, ' ମାେତେ କହେି ଭୂମି ଉପରକୁ ଆଣି ପାରିବେ ନାହିଁ।'

Oriya Bible