Numbers 9 - WEB (Oriya)
1 Yahweh spoke to Moses in the wilderness of Sinai, in the first month of the second year after they had come out of the land of Egypt, saying,ଅନନ୍ତର ଲୋକମାନେ ମିଶର ଦେଶରୁ ବାହାରି ଆସିବାର ଦ୍ବିତୀୟ ବର୍ଷର ପ୍ରଥମ ମାସ ରେ ସୀନଯ ମରୁଭୂମିରେ ସଦାପ୍ରଭୁ ମାଶାଙ୍କେୁ କହିଲେ,
2 "Moreover let the children of Israel keep the Passover in its appointed season.ଇଶ୍ରାୟେଲ ଲୋକମାନଙ୍କୁ କୁହ, ସମାନେେ ନିରୂପିତ ସମୟରେ ନିସ୍ତାର ପର୍ବ ପାଳନ କରନ୍ତୁ।
3 On the fourteenth day of this month, at evening, you shall keep it in its appointed season-- according to all its statutes, and according to all its ordinances, you shall keep it."ଏହିମାସ ଚତୁର୍ବ୍ଦଶ ଦିନର ଗୋଧୂଳି ସମୟରେ ନିରୂପିତ ସମୟରେ ତୁମ୍ଭମାନେେ ତାହା ପାଳନ କରିବ। ତହିଁର ସମସ୍ତ ବିଧି ଓ ଶାସନ ଅନୁସାରେ ତାହା ପାଳନ କରିବ।
4 Moses spoke to the children of Israel, that they should keep the Passover.ତହୁଁ ମାଶାେ ଇଶ୍ରାୟେଲ ଲୋକମାନଙ୍କୁ ନିସ୍ତାର ପର୍ବ ପାଳନ କରିବା ପାଇଁ କହିଲେ।
5 They kept the Passover in the first month, on the fourteenth day of the month, at evening, in the wilderness of Sinai. According to all that Yahweh commanded Moses, so the children of Israel did.ତହିଁରେ ସମାନେେ ପ୍ରଥମ ମାସ ଚତୁର୍ବ୍ଦଶ ଦିନ ରେ ଗୋଧଳି ସମୟରେ ସୀନଯ ମରୁଭୂମିରେ ନିସ୍ତାର ପର୍ବ ପାଳନ କଲେ, ସଦାପ୍ରଭୁ ମାଶାଙ୍କେୁ ଯେପରି ଆଜ୍ଞା ଦଇେଥିଲେ ତଦନୁସା ରେ ଇଶ୍ରାୟେଲର ଲୋକମାନେ ସବୁ କାର୍ୟ୍ଯ କଲେ।
6 There were certain men, who were unclean because of the dead body of a man, so that they could not keep the Passover on that day, and they came before Moses and before Aaron on that day.ମାତ୍ର କେତକେ ଲୋକ ମନୁଷ୍ଯର ଶବ ସ୍ପର୍ଶ କରି ଅଶୁଚି ହବୋରୁ ସହେିଦିନ ସମାନେେ ନିସ୍ତାର ପର୍ବ ପାଳନ କରି ପାରିଲେ ନାହିଁ। ଏଥିପାଇଁ ସମାନେେ ସହେିଦିନ ମାଶାେ ଓ ହାରୋଣଙ୍କ ନିକଟକୁ ଆସିଲେ।
7 Those men said to him, "We are unclean because of the dead body of a man. Why are we kept back, that we may not offer the offering of Yahweh in its appointed season among the children of Israel?"ଏହି ଲୋକମାନେ ମାଶାଙ୍କେୁ କହିଲେ, ଶବ ସ୍ପର୍ଶ କରି ଆମ୍ଭମାନେେ ଅଶୁଚି ହାଇେଅଛୁ। ତେଣୁ ସମସ୍ତ ଇଶ୍ରାୟେଲୀୟମାନଙ୍କ ସହିତ ସଦାପ୍ରଭୁଙ୍କୁ ନିର୍ଦ୍ଧାରିତ ସମୟରେ ଉପହାର କରିବା ପାଇଁ କାହିଁକି ଆମ୍ଭମାନଙ୍କୁ ଅନୁମତି ଦିଆ ନୟିବ?
8 Moses answered them, "Wait, that I may hear what Yahweh will command concerning you."ତବେେ ମାଶାେ ସମାନଙ୍କେୁ କହିଲେ, ତୁମ୍ଭମାନେେ ରୁହ, ତୁମ୍ଭମାନଙ୍କ ବିଷଯ ରେ ସଦାପ୍ରଭୁ କି ଆଜ୍ଞା ଦବେେ, ମୁଁ ପଚା ରେ।
9 Yahweh spoke to Moses, saying,ଅନନ୍ତର ମାଶାଙ୍କେୁ ସଦାପ୍ରଭୁ କହିଲେ,
10 "Say to the children of Israel, 'If any man of you or of your generations is unclean by reason of a dead body, or is on a journey far away, he shall still keep the Passover to Yahweh.ଇଶ୍ରାୟେଲର ଲୋକମାନଙ୍କୁ କୁହ, ତୁମ୍ଭମାନଙ୍କ ମଧିଅରେ କିମ୍ବା ତୁମ୍ଭମାନଙ୍କ ଭବିଷ୍ଯତ ସନ୍ତାନଗଣ ମଧିଅରେ ଯବେେ କହେି ଶବ ଦ୍ବାରା ଅଶୁଚି ହୁଏ, କିମ୍ବା କହେି ଜଣେ ଯଦି ଦୂର ସ୍ଥାନ ରେ ପଥିକ ହୁଏ, ତଥାପି ସମାନେେ ନିସ୍ତାର ପର୍ବ ପାଳନ କରିପାରିବେ।
11 In the second month, on the fourteenth day at evening they shall keep it; they shall eat it with unleavened bread and bitter herbs.ଦ୍ବିତୀୟ ମାସର ଚତୁର୍ବ୍ଦଶ ଦିନ ଗୋଧୂଳି ସମୟରେ ସମାନେେ ତାହା ପାଳନ କରିବେ; ସମାନେେ ତାଡିଶୂନ୍ଯ ରୋଟୀ ଓ ପିତା ଶାଗ ସହିତ ତାହା ଭୋଜନ କରିବେ।
12 They shall leave none of it until the morning, nor break a bone of it. According to all the statute of the Passover they shall keep it.ସମାନେେ ପ୍ରଭାତ ପର୍ୟ୍ଯନ୍ତ ତହିଁରୁ କିଛି ରଖିବେ ନାହିଁ। ସମାନେେ ମଷେ ବତ୍ସର କୌଣସି ହାଡ ଭାଗିଂବେ ନାହିଁ, ଆଉ ସମାନେେ ନିସ୍ତାର ପର୍ବର ସମସ୍ତ ବିଧି ଅନୁସାରେ ପାଳନ କରିବେ।
13 But the man who is clean, and is not on a journey, and fails to keep the Passover, that soul shall be cut off from his people. Because he didn't offer the offering of Yahweh in its appointed season, that man shall bear his sin.ମାତ୍ର ଯେ କହେି ଶୁଚି ଥାଇ ଓ ପଥିକ ନ ହାଇେ ନିସ୍ତାର ପର୍ବ ପାଳନ କରେ ନାହିଁ, ତାକୁ ତା'ର ଆପଣା ଲୋକମାନଙ୍କ ମଧ୍ଯରୁ ବହିଷ୍କାର କରାୟିବ, ସେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଉପହାର ଉତ୍ସର୍ଗ କଲା ନାହିଁ, ଏଥି ପାଇଁ ସହେି ମନୁଷ୍ଯ ଆପଣା ପାପ ବହିବ।
14 If a foreigner lives among you, and desires to keep the Passover to Yahweh; according to the statute of the Passover, and according to its ordinance, so shall he do. You shall have one statute, both for the foreigner, and for him who is born in the land.'"ଆଉ ଯବେେ ତୁମ୍ଭମାନଙ୍କେ ମଧିଅରେ ପ୍ରବାସକାରୀ କୌଣସି ବିଦେଶୀଯ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ନିସ୍ତାର ପର୍ବ ପାଳନ କରିବାକୁ ଇଚ୍ଛା କରେ, ତବେେ ସେ ନିସ୍ତାର ପର୍ବର ବିଧି ଅନୁସାରେ ଓ ତହିଁର ଶାସନ ଅନୁସାରେ ତାହା ପାଳନ କରିବ; ସ୍ବଦେଶୀ ହେଉ କି ବିଦେଶୀ ହେଉ, ଉଭୟଙ୍କ ପାଇଁ ବିଧି ସମାନ ହବେ।
15 On the day that the tabernacle was raised up, the cloud covered the tabernacle, even the Tent of the Testimony: and at evening it was over the tabernacle as it were the appearance of fire, until morning.ଯେଉଁଦିନ ପବିତ୍ର ତମ୍ବୁ ସ୍ଥାପିତ ହେଲା, ସହେିଦିନ ମେଘ ନିଯମ ତମ୍ବୁ ଆଚ୍ଛାଦନ କଲା। ପୁଣି ତାହା ସନ୍ଧ୍ଯା ସମୟରୁ ପ୍ରଭାତ ପର୍ୟ୍ଯନ୍ତ ପବିତ୍ର ତମ୍ବୁ ଉପରେ ଅଗ୍ନିତୁଲ୍ଯ ଦଖାଗେଲା।
16 So it was continually. The cloud covered it, and the appearance of fire by night.ଏହା ସବୁ ସମୟରେ ଘଟେ। ମେଘ ପବିତ୍ର ତମ୍ବୁକୁ ଆଚ୍ଛାଦନ କଲା ଏବଂ ରାତି ରେ ଏହା ଅଗ୍ନିତୁଲ୍ଯ ଦଖାଗେଲା।
17 Whenever the cloud was taken up from over the Tent, then after that the children of Israel traveled; and in the place where the cloud remained, there the children of Israel encamped.ପୁଣି ଯେତବେେଳେ ସହେି ମେଘ ପବିତ୍ର ତମ୍ବୁ ଉପରୁ ଗତି କଲା, ସେତବେେଳେ ଇଶ୍ରାୟେଲର ଲୋକମାନେ ୟାତ୍ରା କଲେ, ପୁଣି ସହେି ମେଘ ଯେଉଁଠା ରେ ରହିଲା, ଇଶ୍ରାୟେଲର ଲୋକମାନେ ସହେିଠା ରେ ଛାଉଣୀ ସ୍ଥାପନ କଲେ।
18 At the commandment of Yahweh, the children of Israel traveled, and at the commandment of Yahweh they encamped. As long as the cloud remained on the tabernacle they remained encamped.ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ଇଶ୍ରାୟେଲ ଲୋକମାନେ ମେଘର ଗତିକୁ ଲକ୍ଷ୍ଯକରି ୟାତ୍ରା କଲେ ଓ ଛାଉଣୀ ସ୍ଥାପନ କଲେ, ଯେ ପର୍ୟ୍ଯନ୍ତ ସହେି ମେଘ ପବିତ୍ର ତମ୍ବୁଉପରେ ରହିଲା, ସେ ପର୍ୟ୍ଯନ୍ତ ସମାନେେ ଛାଉଣୀ ସ୍ଥାପନ କରି ରହିଲେ।
19 When the cloud stayed on the tabernacle many days, then the children of Israel kept the charge of Yahweh, and didn't travel.ପୁଣି ଯେତବେେଳେ ସହେି ମେଘ ପବିତ୍ର ତମ୍ବୁ ଉପରେ ଦୀର୍ଘ ସମୟ ଧରି ରହିଲା, ସେତବେେଳେ ଇଶ୍ରାୟେଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ମାନି ଆଉ ୟାତ୍ରା କଲେ ନାହିଁ।
20 Sometimes the cloud was a few days on the tabernacle; then according to the commandment of Yahweh they remained encamped, and according to the commandment of Yahweh they traveled.କବେେ କବେେ ସହେି ମେଘ ପବିତ୍ର ତମ୍ବୁ ଉପରେ ଅଳ୍ପ ସମୟ ରହିଲା, ସେ ସମୟରେ ସମାନେେ ଛାଉଣୀ କରି ରହିଲେ ଓ ମେଘର ଗତି ଅନୁସାରେ ଗତି କଲେ।
21 Sometimes the cloud was from evening until morning; and when the cloud was taken up in the morning, they traveled: or by day and by night, when the cloud was taken up, they traveled.ବେଳେ ବେଳେ ପବିତ୍ର ତମ୍ବୁ ଉପରେ ମେଘ ସନ୍ଧ୍ଯାଠାରୁ ପ୍ରଭାତ ପର୍ୟ୍ଯନ୍ତ ରହିଲା ଓ ପ୍ରଭାତ ରେ ମେଘ ଗତିକଲା। ତେଣୁ ଇଶ୍ରାୟେଲ ଲୋକମାନେ ମଧ୍ଯ ଗତି କଲେ। ସହେି ଦିନ ରେ କିମ୍ବା ରାତି ରେ ମେଘ ଗତି କରୁଥିଲା, ଇଶ୍ରାୟେଲର ଲୋକମାନେ ୟାତ୍ର ଆରମ୍ଭ କଲେ।
22 Whether it was two days, or a month, or a year that the cloud stayed on the tabernacle, remaining on it, the children of Israel remained encamped, and didn't travel; but when it was taken up, they traveled.ଯଦି ସହେି ମେଘ ପବିତ୍ର ତମ୍ବୁ ଉପରେ ଦୁଇଦିନ, ଏକ ମାସ କିମ୍ବା ବହୁ ସମୟ ଧରି ରହିଲା ଲୋକମାନେ ୟାତ୍ରା ବନ୍ଦ କରି ଛାଉଣୀ ରେ ରହିଲେ, ପୁଣି ମେଘ ଯେତବେେଳେ ଗତି କରୁଥିଲା, ସମାନେେ ୟାତ୍ରା କଲେ।
23 At the commandment of Yahweh they encamped, and at the commandment of Yahweh they traveled. They kept the charge of Yahweh, at the commandment of Yahweh by Moses.ସମାନେେ ସଦାପ୍ରଭୁଙ୍କ ଆଜ୍ଞା ରେ ଛାଉଣୀ ସ୍ଥାପନ କଲେ ଓ ସଦାପ୍ରଭୁଙ୍କ ଆଜ୍ଞା ରେ ୟାତ୍ରା କଲେ। ସମାନେେ ମାଶାଙ୍କେ ଦ୍ବାରା ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ସଦାପ୍ରଭୁଙ୍କୁ ଅନୁସରଣ କଲେ।
Oriya Bible